ମହଙ୍ଗା ପଡ଼ିଲା ବିଜୟଙ୍କୁ ସମର୍ଥନ, ଦଳରୁ ବିଦା ହେଲେ ଏଆଇଏଡିଏମକେର ବିଦ୍ରୋହୀ ନେତା

ଚେନ୍ନଇ:ତାମିଲନାଡୁ ରାଜନୀତିରେ ଘଡି କେ ଘୋଡା ଛୁଟୁଛି। ତାମିଲନାଡୁରେ ଦୁଇ ଫାଳ ହେଲା ଏଆଇଏଡିଏମକେ। ମହଙ୍ଗା ହେଲା ବିଜୟଙ୍କୁ ସମର୍ଥନ। ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ଏଆଇଏଡିଏମକେରେ ଦେଖା ଯାଇଥିବା ବିବାଦ ଏବେ ତୀବ୍ର ରୂପ ଧାରଣ କରିଛି। ବୁଧବାର ଏଆଇଏଡିଏମକେର … Read More

ଧାନର MSP ୭୨ ଟଙ୍କା ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ:ଧାନର MSP  କ୍ବିଣ୍ଟାଲ ପିଛା ୭୨ ଟଙ୍କା ବୃଦ୍ଧି କଲେ କେନ୍ଦ୍ର ସରକାର। ବୁଧବାର କେନ୍ଦ୍ର ସରକାର ୨୦୨୬-୨୭ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) କୁ ପ୍ରତି କ୍ୱିଣ୍ଟାଲ ୭୨ ଟଙ୍କା ବୃଦ୍ଧି କରିବାକୁ ଅନୁମୋଦନ … Read More

ନନ୍ଦିଗ୍ରାମ ବିଧାନସଭା ଆସନ ଛାଡ଼ିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ

କଲକତା:ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବୁଧବାର ବଡ଼ ଘୋଷଣା କରିଛନ୍ତି। ସେ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଜିତିଥିବା ବେଳେ ଆଜି ଗୋଟିଏ ସିଟ ଛାଡ଼ିବା ସମ୍ପର୍କରେ କହିଛନ୍ତି। ସେ ଭବାନୀପୁର ଆସନ ରଖିବେ ଓ ନିଜର ପାରମ୍ପରିକ ସିଟ ନନ୍ଦିଗ୍ରାମକୁ … Read More

ଟିଭିକେକୁ ସମର୍ଥନ ଜଣାଇଲେ AIADMKର ବିଦ୍ରୋହୀ ଗୋଷ୍ଠୀ

ତାମିଲନାଡୁ : ତାମିଲନାଡୁରେ ଏକ ନୂଆ ରାଜନୈତିକ ଯୁଗର ଆରମ୍ଭ ହେବାକୁ ଯାଉଛି । ପାରମ୍ପରିକ ଦ୍ରାବିଡ଼ ରାଜନୀତିର ସମୀକରଣକୁ ବଦଳାଇ ଏବେ AIADMK ଦଳରେ ବଡ଼ ବିଭାଜନ ଦେଖାଦେଇଛି । ବିଜୟଙ୍କ ସରକାରକୁ ସମର୍ଥନ ଜଣାଇଛନ୍ତି ଲେ ସି.ଭି. ଷଣ୍ମୁଗମଙ୍କ ଗୋଷ୍ଠୀ … Read More

ପାକିସ୍ତାନରେ ବୋମା ବିସ୍ଫୋରଣ, ୯ ମୃତ

ପାକିସ୍ତାନ : ପାକିସ୍ତାନର ଖୈବର ପଖତୁନଖ୍ୱାରେ ଏକ ବଜାରରେ ବୋମା ବିସ୍ଫୋରଣ । ବୋମା ବିସ୍ଫୋରଣରେ ଅତିକମରେ ୯ ଜଣଙ୍କର ମୃତ୍ୟୁ ହେବା ସହିତ ୨୪ରୁ ଅଧିକ ଆହତ ହୋଇଛନ୍ତି । ଆଗକୁ ମୃତକଙ୍କ ସଂଖ୍ୟା ବଢିବାରେ ବୋଲି ଅନୁମାନ କରାଯାଉଛି । … Read More

NEET UG ୨୦୨୬ ପରୀକ୍ଷା ବାତିଲ, ପ୍ରଶ୍ନପତ୍ର ଲିକ୍ ନେଇ NTAର ନିଷ୍ପତ୍ତି

ନୂଆଦିଲ୍ଲୀ : NEET UG ୨୦୨୬ ପରୀକ୍ଷା ବାତିଲ ହୋଇଛି । ପରୀକ୍ଷା ବାତିଲା କଲା ଏନଟିଏ । ପ୍ରଶ୍ନପତ୍ର ଲିକ୍ ନେଇ ଏନଟିଏ ଏଭଳି ନିଷ୍ପତ୍ତି ନେଇଛି । ପରୀକ୍ଷା ୩ ମଇ ୨୦୨୬ରୁ ଚାଲିଥିଲା । ପ୍ରଶ୍ନପତ୍ର ଲିକ୍ ମାମଲାର … Read More

ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ବଶର୍ମା

ଗୌହାଟୀ : ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ବଶର୍ମା । ହିମନ୍ତ ବିଶ୍ବଶର୍ମା ଦ୍ବିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଗୌହାଟୀର ଖାନାପଡା ଭେଟନାରୀ କଲେଜ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ହିମନ୍ତ … Read More

ତରଭୁଜ ଖାଇ ନାବାଳକ ମୃତ, ୩ ଅସୁସ୍ଥ

ଛତିଶଗଡ଼ : ଛତିଶଗଡ଼ ଜାଞ୍ଜିଗିରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ତରଭୁଜ ଖାଇ ଜଣେ ୧୫ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି । ଏଥିସହ ଅନ୍ୟ ୩ ଜଣ ଅସୁସ୍ଥ ଅବସ୍ଥାରେ ରହିଥିବା ଜଣାପଡିଛି । ସେମାନଙ୍କ ଚିକିତ୍ସା ପାଇଁ … Read More

୧୫ ଦିନ ମଧ୍ୟରେ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ: ଆକ୍ସନ ମୋଡରେ ଥାଲପତି

ତାମିଲନାଡୁ : ଥାଲପତି ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଧାର୍ମିକ ସ୍ଥଳ, ଶିକ୍ଷାନୁଷ୍ଠାନ ଏବଂ ବସ୍ ଷ୍ଟପ୍ ଠାରୁ ୫୦୦ ମିଟର ଦୂରତା ମଧ୍ୟରେ ଥିବା ୭୧୭ଟି ସରକାରୀ TASMAC ମଦ ଦୋକାନକୁ … Read More

ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ, ୧୨ ମୃତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ରାଜଗଢ ଜିଲ୍ଲାର ପଚୋରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଗତକାଲି ରାତି ପ୍ରାୟ ୮ଟା ୩୦ ମିନିଟ ସମୟରେ ସହର ମଝିରେ ଥିବା ଏକ ଭାରତ ପେଟ୍ରୋଲିୟମ୍ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି … Read More