ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ FIR, ପୋଲିସକୁ ଆକ୍ରମଣ ଓ ସରକାରୀ କାମରେ ବାଧା ଦେବା ଅଭିଯୋଗ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନାଁରେ FIR । ପୋଲିସକୁ ଆକ୍ରମଣ ଓ ସରକାରୀ କାମରେ ବାଧା ଦେବା ଅଭିଯୋଗ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଅଡ଼ୁଆ ବଢ଼ିଛି । ଦିଲ୍ଲୀରେ … Read More

ୟୁକ୍ରେନରେ ଋଷର ଆକ୍ରମଣ: ବସ୍ ଉପରେ ବୋମା ବିସ୍ଫୋରଣ, ୩୩ ମୃତ

କିଭ୍ : ପୂର୍ବ ୟୁକ୍ରେନର କ୍ରାମାଟୋର୍ସ୍କ ସହରରେ ଋଷ ସେନାର ଏକ ଭୟାନକ ବିମାନ ଆକ୍ରମଣ ଯୋଗୁଁ ଅତି କମରେ ୩୩ ଜଣ ନାଗରିକଙ୍କ ପ୍ରାଣହାନି ଘଟିଛି ଏବଂ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି। ୟୁକ୍ରେନୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, … Read More

ସାଉଦି ବିମାନବନ୍ଦର ଉପରେ ଡ୍ରୋନ୍ ଓ ବାଲିଷ୍ଟିକ ମିସାଇଲ ମାଡ଼: ୩ ମୃତ, ୩୬ ଗୁରୁତର

ରିୟାଦ: ସାଉଦି ଆରବର ଦୁଇଟି ପ୍ରମୁଖ ବିମାନବନ୍ଦର ଉପରେ ହୋଇଥିବା ଭୟଙ୍କର ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୬ ଜଣ ଗୁରୁତର ଆହତ ହୋଇଛନ୍ତି। ରାଜଧାନୀ ରିୟାଦସ୍ଥିତ ‘ କିଙ୍ଗ ଖାଲିଦ୍ ଆନ୍ତର୍ଜାତୀୟ ବିମାନବନ୍ଦର’ ଏବଂ ‘ଆଭା ଆନ୍ତର୍ଜାତୀୟ … Read More

ଆଶୁତୋଷ ଦୀକ୍ଷିତ ନୂଆ ବାୟୁସେନା ମୁଖ୍ୟ ନିଯୁକ୍ତ, ଆସନ୍ତା ୩୧ରେ ଦାୟିତ୍ବଗ୍ରହଣ

ନୂଆଦିଲ୍ଲୀ: ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ କେନ୍ଦ୍ର ସରକାର ନୂଆ ବାୟୁସେନା ମୁଖ୍ୟ (୨୯ତମ) ନିଯୁକ୍ତ କରିଛନ୍ତି। ସେ ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ। ସେ ଆସନ୍ତା ୩୧ ତାରିଖରୁ ଦାୟିତ୍ବ ଗ୍ରହଣ କରିବେ। ସେ ଏବେକାର ବାୟୁସେନା ମୁଖ୍ୟ … Read More

କେମିଷ୍ଟ୍ରିରେ ନୋବେଲ୍: ହେନେରୀ ବି. କାଗନ ଓ କେନ୍ସୋ ସୋଆଇଙ୍କୁ ସମ୍ମାନ

ଷ୍ଟକହୋମ୍: ୨୦୨୬ ମସିହା ପାଇଁ ରସାୟନ ବିଜ୍ଞାନର ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି। ଅସମମିତ ଜୈବିକ ସଂଶ୍ଳେଷଣରେ ଅଣ-ରୈଖିକ ପ୍ରଭାବ ଏବଂ ଅଟୋକାଟାଲିସିସ୍‌ … Read More

ଭାରତୀୟ ନୌସେନାରେ ହନିଟ୍ରାପ୍ ଆଶଙ୍କା: ସନ୍ଦେହ ଘେରରେ୧୩ ଯବାନ

ନୂଆଦିଲ୍ଲୀ: ପାକିସ୍ତାନର ଗୁପ୍ତଚର ନେଟୱାର୍କ ସର୍ବଦା ଜାତୀୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିପଦ ସୃଷ୍ଟି କରିଆସିଛି । ସୈନିକମାନଙ୍କଠାରୁ ହନିଟ୍ରାପ୍ କରି ସମ୍ବେଦନଶୀଳ ସୂଚନା ହାସଲ କରୁଥିବା ପାକିସ୍ତାନୀ ନେଟୱାର୍କର ପର୍ଦ୍ଦାଫାସ କରିବା ପାଇଁ ଅପରେସନ୍ ଫାୟାରୱାଲ୍-୨୦୨୬ ଆରମ୍ଭ କରାଯାଇଛି । … Read More

ତୈଳବାହୀ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ, ୨୩ ଭାରତୀୟ ନାବିକ ସୁରକ୍ଷିତ ଉଦ୍ଧାର

ୟୁକ୍ରେନ୍: କୃଷ୍ଣ ସାଗରରେ ତୈଳବାହୀ ଜାହାଜ ଉପରେ ୟୁକ୍ରେନ ଡ୍ରୋନ୍ ଆକ୍ରମଣ  କରିଛି । ସୁରକ୍ଷିତ ଉଦ୍ଧାର ହେଲେ ସମସ୍ତ ୨୩ ଭାରତୀୟ ନାବିକ । ​ଏହି ଆକ୍ରମଣରେ ଲାଇବେରିଆ ପତାକାବାହୀ ‘ଆଫ୍ରାମାକ୍ସ ରିଓ’ ଟ୍ୟାଙ୍କରରେ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । … Read More

୨୫ ବର୍ଷର ରାଜନୈତିକ ଓ ପ୍ରଶାସନିକ ଯାତ୍ରା: ଜନତାଙ୍କ ଆଶୀର୍ବାଦ ମୋର ସବୁଠୁ ବଡ଼ ଶକ୍ତି-ପିଏମ୍ ମୋଦୀ

ନୂଆଦିଲ୍ଲୀ : ସରକାରର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯୁବପିଢିଙ୍କୁ ଦେଶର ବିକାଶ ପାଇଁ ଶକ୍ତି ଏବଂ ସାହସ ସହିତ ଆଗକୁ ବଢିବା ପାଇଁ ଆହ୍ବାନ ଦେଇଛନ୍ତି । ଜନତାଙ୍କ ଆଶୀର୍ବାଦ ମୋର ସବୁଠୁ … Read More

ସୀମାପୁରୀରେ ଭୁଶୁଡ଼ିଲା ୪ ମହଲା କୋଠା, ମାଟି ତଳେ ଅନେକ ଫସିଥିବା ଆଶଙ୍କା

ନୂଆଦିଲ୍ଲୀ : ଦିଲ୍ଲୀର ସୀମାପୁରୀରେ ଭୁଶୁଡ଼ିଲା ୪ ମହଲା କୋଠା । ଭଗ୍ନାବଶେଷ ତଳେ ଅନେକ ଫସିଥିବା ଆଶଙ୍କା । ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ବୁଧବାର ଅପରାହ୍ନରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି । ଭଗ୍ନାବଶେଷ ତଳେ ଅନେକ ଲୋକ … Read More

ନୌସେନାର ଶକ୍ତି ବୃଦ୍ଧି କରିବ ବ୍ରହ୍ମୋସ୍; ୬୬୧ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷରିତ କଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଯୁଦ୍ଧପୋତଗୁଡ଼ିକର ସାମୁଦ୍ରିକ ଆକ୍ରମଣ କ୍ଷମତା ବୃଦ୍ଧି କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ୬୬୧.୫୦ କୋଟି ଟଙ୍କାର ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏହି ଚୁକ୍ତିନାମା ଅଧୀନରେ ନୌସେନାର ଜାହାଜଗୁଡ଼ିକ ପାଇଁ ‘ବ୍ରହ୍ମୋସ୍’ (BrahMos) ଫାୟାର୍ କଣ୍ଟ୍ରୋଲ୍ ସିଷ୍ଟମ୍ … Read More