ଛାତ୍ର ସଂସଦ ନିର୍ବାଚନ ଲାଗି ସରିଲା ପ୍ରଚାର, ଆସନ୍ତାକାଲି ‘ହ୍ବାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ’
ଭୁବନେଶ୍ଵର: ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟର ବିଭିନ୍ନ କଲେଜ କ୍ୟାମ୍ପସରେ ଆଜି ସରିଛି ପ୍ରଚାର । ଆସନ୍ତାକାଲି ହ୍ବାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ । ପ୍ରଚାରର ଶେଷ ଦିନରେ ଧୁଳି ଉଡ଼ା ପ୍ରଚାର କରିଛନ୍ତି ବିଭିନ୍ନ ଛାତ୍ର ସଂଗଠନର ପ୍ରାର୍ଥୀମାନେ … Read More
