ଚମ୍ପୁଆ ରେଞ୍ଜରେ ୪୩ ଟିକିଆ ହାତୀପଲ ଆତଙ୍କ, ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ

ଯୋଡ଼ା: ଚମ୍ପୁଆ ରେଞ୍ଜରେ ୪୩ ଟିକିଆ ହାତୀପଲ । ଚାରି ଭାଗରେ ବିଭକ୍ତ ହୋଇ ମଚାଇଛନ୍ତି ଉତ୍ପାତ । ଚମ୍ପୁଆ ରେଞ୍ଜରେ କିଛିଦିନ ହେବ ୨୫ ଟିକିଆ ହାତୀପଲ ଡେରା ପକାଇବା ସହିତ ଫସଲ ନଷ୍ଟ କରି ଚାଲିଛନ୍ତି । ପୂର୍ବରୁ ୨୫ … Read More

ଛାତ୍ର ସଂସଦ ନିର୍ବାଚନ ପାଇଁ ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ଉଚ୍ଚଶିକ୍ଷା ମନ୍ତ୍ରୀ, ଶୃଙ୍ଖଳାର ସହ ଭୋଟ୍ କରିବାକୁ ପରାମର୍ଶ

ଭୁବନେଶ୍ବର: କାଲି ଛାତ୍ର ସଂସଦ ନିର୍ବାଚନ ପାଇଁ ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । କୌଣସି ହିଂସା ନକରି ଶାନ୍ତିଶୃଙ୍ଖଳାର ସହ ମତଦାନ କରିବାକୁ କହିଛନ୍ତି । ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତିପୂର୍ଣ୍ଣ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ … Read More

ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା, ହ୍ବାଏ ଆଇ ଷ୍ଟାଣ୍ଡ ମିଟିଂ ପୂର୍ବରୁ ଦୁଇ ଛାତ୍ର ଗୋଷ୍ଠୀ ହାତାହାତି

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ପୂବର୍ରୁ ଅଶାନ୍ତ ବାଣୀବିହାର । ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଛି । ହ୍ବାଏ ଆଇ ଷ୍ଟାଣ୍ଡ ମିଟିଂ ପୂର୍ବରୁ ଦୁଇ ଛାତ୍ର ଗୋଷ୍ଠୀ ହାତାହାତି ହୋଇଛନ୍ତି । ଘଟଣା ସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ … Read More

କଲେଜରେ ଛାତ୍ରୀଙ୍କୁ ମାଡ଼ ମାରି ଲହୁ ଲୁହାଣ କଲେ ଅଧ୍ୟାପିକା

ଛତ୍ରପୁର: ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ମାଡ଼  । ଅଧ୍ୟାପିକା ମାଡ଼ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଚାଣକ୍ୟ ଜୁନିଅର ବିଜ୍ଞାନ ମହାବିଦ୍ୟାଳୟରୁ ଅଭିଯୋଗ । ଇଂରାଜୀ ଅଧ୍ୟାପିକା ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ଛାତ୍ରଛାତ୍ରୀଙ୍କୁ … Read More

ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ମୋହର, ଦକ୍ଷତା ବିକାଶ ଯୋଜନା ପାଇଁ ୪୫୦ କୋଟି ମଞ୍ଜୁର

ଭୁବନେଶ୍ୱର :  ରାଜ୍ୟ କ୍ୟାବିନେଟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ । କ୍ୟାବିନେଟ୍ ବୈଠକରେ ଯୁବକଯୁବତୀଙ୍କ ଦକ୍ଷତା ବିକାଶ, ସହରାଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି, ମତ୍ସ୍ୟଜୀବୀଙ୍କ ଜୀବିକା, ମହାନଦୀ କୂଳର ସୌନ୍ଦର୍ଯ୍ୟକରଣ ଏବଂ ସରକାରୀ ଡିଜିଟାଲ୍ ସେବାର ସୁରକ୍ଷା ସମ୍ପର୍କିତ ପ୍ରସ୍ତାବଗୁଡ଼ିକୁ … Read More

ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ମାଡ଼ିଗଲା ସ୍କୋର୍ପିଓ: ୨ମୃତ, ୪ରୁ ଅଧିକ ଗୁରୁତର

ଭୁବନେଶ୍ୱର : ମୃତ୍ୟୁର ତାଣ୍ଡବ ରଚିଲା ସ୍କର୍ପିଓ । ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍ । ସମ୍ ହସ୍ପିଟାଲ ମୁଖ୍ୟ ରାସ୍ତାରେ କଳା ସ୍କର୍ପିଓ ଆତଙ୍କ । ଭରତପୁର ଥାନା ସାମପୁର ଅଞ୍ଚଳରେ ଘଟିଛି ସିରିଜ ଦୁର୍ଘଟଣା । ୧୦ରୁ … Read More

କଳିଙ୍ଗନଗରରେ ୪୬ଟି ପ୍ରକଳ୍ପର ଶିଳାନ୍ୟାସ, ସୃଷ୍ଟି ହେବ ୪୨୫୦୦ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଜିଲ୍ଲାର କଳିଙ୍ଗନଗର ଠାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଲୋକାର୍ପଣ କରିବା ସହ ନୂତନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିଛନ୍ତି।କାର୍ଯ୍ୟକ୍ରମ ମୋଟ ୩୯,୩୮୩ କୋଟି ଟଙ୍କାର ୪୬ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ … Read More

ଦାୟିତ୍ୱଗ୍ରହଣ କଲେ ରାଜ୍ୟପାଳ ବ୍ରଜ ମୋହନ ରାମ, ବିଜେପି ସପକ୍ଷରେ ଭୋଟ୍ ଜୁଟାଇବା ବୟାନକୁ ନେଇ ବିବାଦ

ଭୁବନେଶ୍ବର: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ବ୍ରଜ ମୋହନ ରାମ। ହେଲେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ତାଙ୍କର ଏକ ବୟାନକୁ ନେଇ ରାଜ୍ୟରେ ରାଜନୈତିକ ବିବାଦ ଦେଖାଦେଇଛି। ଓଡ଼ିଶାରେ ବିଜେପିର ଏସ୍‌ସି ମୋର୍ଚ୍ଚାକୁ ମଜଭୁତ କରିବା ସହ … Read More

ବିଜେଡିର ଜନସମ୍ପର୍କ ପଦଯାତ୍ରା: ଅପାରଗତାରେ ଓଡିଶା ସରକାର ସାରା ଦେଶରେ ନମ୍ବର ୧ ବୋଲି କଟାକ୍ଷ କଲେ ନବୀନ

ଭୁବନେଶ୍ୱର : ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବୁଧବାର ବିଜେଡି କରିଛି ଶକ୍ତି ପ୍ରଦର୍ଶନ । ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଜେଡି ସରକାରରେ ବିକାଶ ଥିଲା ମୁଖ୍ୟ ଏଜେଣ୍ଡା, ହେଲେ ଡବଲ ଇଞ୍ଜିନ ସରକାର … Read More

ସିଦ୍ଧାର୍ଥ ଡିଗ୍ରୀ କଲେଜ ପ୍ରିନ୍ସିପାଲଙ୍କୁ ହତ୍ୟା ଧମକ, ଫାଟକରେ ଧମକପୂର୍ଣ୍ଣ ପୋଷ୍ଟର

ବିନିକା: ସିଦ୍ଧାର୍ଥ ଡିଗ୍ରୀ କଲେଜ ଫାଟକରେ ଧମକପୂର୍ଣ୍ଣ ପୋଷ୍ଟର। ପୋଷ୍ଟରରେ କଲେଜ ପ୍ରିନ୍ସିପାଲଙ୍କୁ ହତ୍ୟା ଧମକ ଦିଆଯାଇଛି। ଛାତ୍ର ସଂସଦ ନିର୍ବାଚନରେ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରୁଥିବା ଉକ୍ତ ପୋଷ୍ଟରରେ ଉଲ୍ଲେଖ ରହିଛି। ନିର୍ବାଚନରୁ ଦୂରେଇ ନ ରହିଲେ ହତ୍ୟା କରିବାକୁ … Read More