ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତି, ୨୬ରୁ ଘରକୁ ଘର ଭୋଟର ତାଲିକା ସର୍ଭେ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଏକ ସ୍ୱଚ୍ଛ, ନିରପେକ୍ଷ ଏବଂ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ଲକ୍ଷ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିପାଇଁ ଆସନ୍ତା … Read More

ଗ୍ୟାସ୍ ଲିକ ହୋଇ ଅଗ୍ନିକାଣ୍ଡ ଘଟଣା: ଝିଅ ପରେ ଆଖି ବୁଜିଲେ ମାଆ

ଯାଜପୁର: ଝିଅ ପରେ ଆଖି ବୁଜିଲେ ମାଆ । ଗ୍ୟାସ ପାଇପ ଫାଟି ଅଗ୍ନିକାଣ୍ଡ । ଗତ ୧୧ତାରିଖ ସକାଳେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅରାବଳ ଗ୍ରାମରେ ଗ୍ୟାସ ପାଇପ ଫାଟି ଅଗ୍ନିକାଣ୍ଡ ଘଟିଥିଲା । ଗ୍ରାମର ଅଭିରାମ ମଲିକଙ୍କ ଘରେ … Read More

କାର୍ଯ୍ୟକ୍ଷମ ହେଲା ଅଗ୍ନିଶମ ବିଭାଗର ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଓ ହ୍ଵାଟ୍ସଆପ୍ ସେବା

ଭୁବନେଶ୍ବର: ବ୍ୟବସାୟିକ ସହଜତା ବଜାୟ ରଖିବା ପାଇଁ ଭୁବନେଶ୍ୱରସ୍ଥିତ କମାଣ୍ଡ ସେଣ୍ଟରରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି। ଯେକୌଣସି ନାଗରିକ, ବ୍ୟବସାୟୀ କିମ୍ବା ଅନୁଷ୍ଠାନ ଫାୟାର୍ ସେଫ୍ଟି ସାର୍ଟିଫିକେଟ୍, ସୁପାରିଶ କିମ୍ବା ଏନ୍.ଓ.ସି. ଆବେଦନ ସମ୍ବନ୍ଧୀୟ କୌଣସି … Read More

ଚାଉଳ ଗୋଦାମରେ ଚଢ଼ାଉ, ୪୦୦ରୁ ଅଧିକ ପ୍ୟାକେଟ୍ ନକଲି ଚାଉଳ ଜବତ

ରାଉରକେଲା: ନକଲି ଘିଅ ଏବଂ ପନିର୍ ପରେ ଏବେ ନକଲି ଚାଉଳ । ରାଉରକେଲା ପ୍ଲାଣ୍ଟସାଇଡ଼ ଥାନା ଅଞ୍ଚଳରୁ ପ୍ୟାକେଟ୍ ପ୍ୟାକେଟ୍ ଡୁପ୍ଲିକେଟ୍ ଚାଉଳ ଜବତ । ପ୍ରାୟ ୪୦୦ରୁ ଅଧିକ ନକଲି ଚାଉଳ ଭର୍ତ୍ତି ପାକେଟ ଓ ଖାଲି ପାକେଟ ଜବତ … Read More

ପୋଖରୀରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପୁରୀ: ପୁଣି ପୁରୀରେ ହତ୍ୟାକାଣ୍ଡ । ସମଙ୍ଗ ଜଳଭଣ୍ଡାର ନିକଟ ପୋଖରୀରୁ ମୃତଦେହ ଉଦ୍ଧାର । ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ । ପୋଖରୀ ରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ କର୍ମଚାରୀ । ମୃତ ବ୍ୟକ୍ତି ବାସେଳୀ ସାହି … Read More

ଆସନ୍ତା ୧୯ ଓ ୨୦ରେ ବନ୍ଦ ରହିବ ଏମ୍‌ସ ଓପିଡି

ଭୁବନେଶ୍ୱର : ‘ଆସନ୍ତା ୧୯ ଓ ୨୦ରେ ବନ୍ଦ ରହିବ ଏମ୍‌ସ ଓପିଡି | ମହାନବମୀ’ ଓ ‘ଦଶହରା’ ଅବସରରେ ଆସନ୍ତା ୧୯ ଏବଂ ୨୦ ତାରିଖରେ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ) ଡାକ୍ତରଖାନାରେ ବହିର୍ବିଭାଗ (ଓପିଡି) ସେବା … Read More

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ କ୍ଲିନଚିଟ୍ ଦେଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଆଶ୍ୱସ୍ତ । ପ୍ରତାପ ଜେନାଙ୍କୁ କ୍ଲିନଚିଟ୍ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ପ୍ରଭୂ ଶ୍ରୀଜଗନ୍ନାଥଙ୍କ ଆଶିର୍ବାଦରୁ ସମ୍ଭବ ହୋଇଛି ବୋଲି କହିଛନ୍ତି ପ୍ରତାପ ଜେନା । ପରିବାର ଓ … Read More

ବିବାଦ ପରେ ସ୍ପଷ୍ଟୀକରଣ ରଖିଲେ ନବନିଯୁକ୍ତ ରାଜ୍ୟପାଳ, ଏଭଳି ମନ୍ତବ୍ୟ ଦେଇ ନଥିବା କହିଲେ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ କାମ କରିବା ମନ୍ତବ୍ୟକୁ ନେଇ ସମାଲୋଚନାର ଶିକାର ହେବା ପରେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ ଗୁରୁବାର ସ୍ପଷ୍ଟୀକରଣ ରଖିଛନ୍ତି। ପଦଭାର ଗ୍ରହଣ କରିବା ପରେ ଓଡ଼ିଶାରେ ବିଜେପି ସଂଗଠନକୁ … Read More

ଜର୍ମାନୀ ବୋଚୁମ୍ ବିଲ୍‌ଡିଂରେ ଭୟଙ୍କର ଅଗ୍ନିକାଣ୍ଡ: ୩ ଭାରତୀୟ ମୃତ

ନୂଆଦିଲ୍ଲୀ: ମଙ୍ଗଳବାର ଜର୍ମାନୀର ବୋଚୁମ୍ ସହରରେ ଥିବା ଏକ ବିଲ୍‌ଡିଂରେ ନିଆଁ ଲାଗି ୨ ଜଣ ଭାରତୀୟ ଯୁବତୀ ଓ ଜଣେ ଭାରତୀୟ ଯୁବକଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଯୁବତୀ ଦୁଇଜଣଙ୍କ ବୟସ ୨୫ରୁ ୨୭ ମଧ୍ୟରେ ହୋଇଥିବା … Read More

ମେରଟ ନୀଳ ଡ୍ରମ୍ ହତ୍ୟାକାଣ୍ଡ ମାମଲା: ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ

ମେରଟ : ମେରଟ ନୀଳ ଡ୍ରମ୍ ହତ୍ୟାକାଣ୍ଡ ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡ । ସ୍ୱାମୀଙ୍କୁ ହତ୍ୟା କରି ସିମେଣ୍ଟ ଡ୍ରମରେ ଭର୍ତ୍ତି କରିଥିବା ପତ୍ନୀ ମୁସ୍କାନ ଓ ପ୍ରେମିକ ସାହିଲଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ୧୨୬ ଟି ଶୁଣାଣି … Read More