ଭିଜିଲାନ୍ସ ଜାଲରେ ମହାନଦୀ ନଦର୍ଣ୍ଣ ଡିଭିଜନର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର, ୨୧.୮୮ ଲକ୍ଷ ନଗଦ ଜବତ

କଟକ : ଭିଜିଲାନ୍ସକୁ ମିଳିଛି ବଡ଼ ସଫଳତା । ଭିଜିଲାନ୍ସ ଜାଲରେ କଟକ ଜଗତପୁରସ୍ଥିତ ମହାନଦୀ ନଦର୍ଣ୍ଣ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସ । ତାଙ୍କଠାରୁ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ଜବତ ହୋଇଛି । ବିଭିନ୍ନ ଠିକାଦାରଙ୍କଠାରୁ … Read More

ଡିଭାଇଡରକୁ ଧକ୍କା ଦେଲା କାର୍, ଚାଲିଗଲା ଶାଶୁ-ଜ୍ୱାଇଁଙ୍କ ଜୀବନ

ସମ୍ବଲପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଶାଶୁ ଓ ଜ୍ୱାଇଁଙ୍କ ଜୀବନ । ହସଖୁସିର ସଂସାରରେ ହଠାତ୍ ଖେଳିଗଲା ଶୋକର ଛାୟା । ଆଉ ଏହି ଦୁର୍ଘଟଣାରେ ଅନ୍ୟ ୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସମ୍ବଲପୁର ଯୁଯୁମୁରା … Read More

ବିମାନବନ୍ଦରରେ ନୂଆ ରାଜ୍ୟପାଳଙ୍କୁ ଭବ୍ୟ ସ୍ୱାଗତ ସହ ଗାର୍ଡ ଅଫ୍ ଅନର ପ୍ରଦାନ

ଭୁବନେଶ୍ବର: ଓଡ଼ିଶାରେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ । ରାଜ୍ୟପାଳଙ୍କ ଆଗମନ ଏବଂ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଏବଂ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ ସମୟରେ ଭୁବନେଶ୍ବର … Read More

ଶ୍ରମିକ ଚାଲାଣ ଓ ଶୋଷଣ ଅଭିଯୋଗ: ବନ୍ଧା ହେଲେ ୫ ଦଲାଲ

ନୂଆପଡା: ଶ୍ରମିକ ଚାଲାଣ ଓ ଶ୍ରମିକଙ୍କ ଶୋଷଣ ଅଭିଯୋଗରେ ନୂଆପଡ଼ା ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, କେତେକ ଶ୍ରମିକ ସର୍ଦ୍ଦାର ୨୦୨୧ ମସିହାରୁ ଅଗ୍ରିମ ଟଙ୍କା ଦେବାର ପ୍ରଲୋଭନ ଦେଖାଇ ଗରିବ ଓ ଅସହାୟ ପରିବାରଗୁଡ଼ିକୁ ଉତ୍ତରପ୍ରଦେଶର … Read More

POK ଲଞ୍ଚପ୍ୟାଡ୍‌ରେ ସକ୍ରିୟ ୫୦୦ ଆତଙ୍କବାଦୀ, ଶୀତ ବଢ଼ିଲେ ସୀମା ଲଂଘିବାକୁ ଯୋଜନା ! ଭାରତୀୟ ସେନା ସଜାଗ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାକିସ୍ତାନର ପ୍ରକୃତି ପରିବର୍ତ୍ତନ ହେଉନାହିଁ। ଶୀତଦିନେ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର କରୁଛି । ସୀମା ଆରପଟେ ଶତାଧିକ ଆତଙ୍କବାଦୀ ସଜାଗ ରହିଛନ୍ତି ଏବଂ ସୁଯୋଗକୁ ଅପେକ୍ଷା କରିଛନ୍ତି । ଶୀତ ବଢ଼ିଲେ, ସେମାନେ ସୀମା ଡେଇଁ … Read More

SIRକୁ ନେଇ ଗୁଜବ: ଦେଶବ୍ୟାପୀ ଜନସମ୍ପର୍କ ଅଭିଯାନ ଚଳାଇବ ବିଜେପି

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)କୁ ନେଇ ବିରୋଧୀ ଦଳମାନେ ସାରା ଦେଶରେ ଲଗାତାର ବିରୋଧ ପ୍ରଦର୍ଶନ କରୁଛନ୍ତି। ଏଥି ମଧ୍ୟରେ ବିଜେପି ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଆଗାମୀ ସପ୍ତାହରୁ ବିଜେପି ଏକ ଦେଶବ୍ୟାପୀ ଅଭିଯାନ … Read More

ପତିହନ୍ତା ପତ୍ନୀକୁ ଫାଶୀଦଣ୍ଡ, ପ୍ରେମିକ ସହ ମିିଶି ସ୍ୱାମୀଙ୍କୁ ହତ୍ୟା କରିଥିଲା

ମିରଟ: ପରକୀୟା ପ୍ରୀତି ପାଇଁ ନିଜ ପତିଙ୍କ ତଣ୍ଟିଚିପି ହତ୍ୟା କରିଥିବା ଜଣେ ମହିଳା ଓ ତାଙ୍କ ପ୍ରେମିକକୁ ମିରଟର ଏକ ଅଦାଲତ ଶୁକ୍ରବାର ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ଗତ ୩ ଦିନ ତଳେ ଏପରି ଏକ ପ୍ରେମିକ ପ୍ରେମିକାଙ୍କୁ … Read More

ତିରଙ୍ଗା ମାର୍ଚ୍ଚ ପୂର୍ବରୁ ଅଭିଜିତ ଦୀପକେ ଅଟକ

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (CJP) ପକ୍ଷରୁ ପ୍ରସ୍ତାବିତ ତିରଙ୍ଗା ମାର୍ଚ୍ଚ ପୂର୍ବରୁ ଅଭିଜିତ ଦୀପକେଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ । ସେ କନଟ୍ ପ୍ଲେସ୍ ଯିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ ତାଙ୍କୁ ଅଟକାଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ମଧ୍ୟ … Read More

ଦେଶରେ ଅରାଜକତା ସୃଷ୍ଟି କରି କ୍ଷମତା ଦଖଲ ପାଇଁ ଷଡ଼ଯନ୍ତ୍ର କରୁଛି ଇଣ୍ଡିଆ ମେଣ୍ଟ: ରାଜନାଥ ସିଂହ

ନୂଆଦିଲ୍ଲୀ: କେନ୍ଦ୍ର ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଇଣ୍ଡିଆ ମେଣ୍ଟ ଉପରେ ଆକ୍ରମଣ କରିଛନ୍ତି । ସିଜେପିର ପ୍ରଦର୍ଶନ କେବଳ ଦେଶରେ ଅରାଜକତା ସୃଷ୍ଟି କରି କ୍ଷମତା ହାସଲ ପାଇଁ ଉଦ୍ୟମ ଚାଲିଥିବା ଅଭିଯୋଗ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଦେଶର … Read More

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା: ୪ ମୃତ, ୧୪ ଆହତ

କର୍ଣ୍ଣାଟକ: କର୍ଣ୍ଣାଟକରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ୧୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବାର ଜଣାପଡିଛି … Read More