ନାକଟିଦେଉଳ ରେଞ୍ଜର ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ

ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ନାକଟିଦେଉଳ ରେଞ୍ଜର ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ । ୮ ଦିନ ଧରି ଯନ୍ତ୍ରଣାରେ ଘୁରି ବୁଲୁଥିବା ବେଳେ ଆଜି ମୃତ୍ୟୁ ହୋଇଛି । ମୃତ ଦନ୍ତାର ଆଗ ବାମ ଗୋଡ଼ରେ ଗୁଳି ବାଜିଥିଲା । ଫଳରେ … Read More

କେନାଲ ନିକଟରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

କଟକ: ନାବାଳିକାଙ୍କୁ ହତ୍ୟା ଅଭିଯୋଗ, ପୁରୁଷ ବନ୍ଧୁ ଅଟକ । କଟକ ନିକଟ ପ୍ରତାପ ନଗରୀ କେନାଲ ନିକଟରୁ ନିଖୋଜ ନାବାଳିକା ଉଦ୍ଧାର । ମୃତଦେହ ଠାବ କରିଛି ସଦର ଥାନା ପୋଲିସ । ସଦର ଥାନାରେ ମିସିଂ ରିପୋର୍ଟ କରିଥିଲେ … Read More

ଅଭିଜିତ ଦୀପକେଙ୍କୁ ସର୍ତ୍ତମୂଳକ ଜାମିନ

ନୂଆଦିଲ୍ଲୀ :  CJP ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଜାମିନ୍ ମଞ୍ଜୁର କଲେ ଦିଲ୍ଲୀ SEM କୋର୍ଟ । CJP ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଜାମିନ୍ ମିଳିଛି। ଦିଲ୍ଲୀର ସ୍ପେଶାଲ୍ ଏକ୍ ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ (SEM) କୋର୍ଟ ତାଙ୍କ ଜାମିନ୍ ମଞ୍ଜୁର କରିଛନ୍ତି। … Read More

ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ: ୧୦ ମୃତ, ୯ ଆହତ

ବାଂଲାଦେଶ : ବାଂଲାଦେଶର କକ୍ସ ବଜାର ଜିଲ୍ଲାରେ ଏକ ସିସାଇଡ ରିସାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆଜି ଭୋର ସମୟରେ ଘଟିଥିବା … Read More

କୁପୱାରାରେ ସୁରକ୍ଷା ବାହିନୀ ଗୁଳିରେ ୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର: ଜମ୍ମୁ ଓ କାଶ୍ମୀରର କୁପୱାଡା ଜିଲ୍ଲାରେ ନିୟନ୍ତ୍ରଣ ରେଖା (LoC) ନିକଟରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା । ଏହି ଅପରେସନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଏନକାଉଣ୍ଟର କେରାନ ସେକ୍ଟରର ଜୁମାଗୁଣ୍ଡ … Read More

ନୁଡୁଲ୍ସ ଖାଇ ଚାଲିଗଲା ବାପା ମାଆଙ୍କ ସମେତ ତିନି ଶିଶୁଙ୍କ ଜୀବନ

ନୋଏଡା: ଉଜୁଡ଼ିଗଲା ଗୋଟିଏ ପରିବାରର ହସଖୁସିର ସଂସାର । ମ୍ୟାଗି ନୁଡୁଲ୍ସ ଖାଇ ଚିରଦିନ ପାଇଁ ଶୋଇଗଲେ । ତିନି ନିଷ୍ପାପ ଶିଶୁ ସହ ଚାଲିଗଲା ବାପା ମାଆଙ୍କ ଜୀବନ । ଦିଲ୍ଲୀ ଗ୍ରେଟର ନୋଏଡାର ରାବୁପୁରା ଥାନା ଅନ୍ତର୍ଗତ ନଗଲା ଶ୍ରୀ … Read More

ସାୟଖା ଜିଆଇଡିସିରେ ବଏଲର ବିସ୍ଫୋରଣ, ୫ ମୃତ

ଗୁଜୁରାଟ: ଗୁଜୁରାଟର ଭରୁଚ ଜିଲ୍ଲାର ସାୟଖା ଜିଆଇଡିସିରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଚିକିତ୍ସା ସମୟରେ ଅନ୍ୟ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହ ଏଥିରେ ୩ ଜଣ … Read More

ଡିଭାଇଡର ଭାଙ୍ଗି ୨୦ ଫୁଟ ତଳେ ଡ୍ରେନ୍‌କୁ ଖସିଲା ଗାଡ଼ି: ୮ ମୃତ, ୧୫ରୁ ଅଧିକ ଆହତ

ରାଜସ୍ଥାନ: ଆଜି ସକାଳେ ରାଜସ୍ଥାନର କୋଟାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି କରିଛି । ସୂଚନାନୁଯାୟୀ, … Read More

ଆମେରିକାରେ ଡିଜେଲ ସଙ୍କଟ, ଭାରତ ଉପରେ ଟ୍ରମ୍ପଙ୍କ ନଜର

ନୂଆଦିଲ୍ଲୀ: ଡିଜେଲ ସଙ୍କଟରେ ଆମେରିକା । ଭାରତ ଉପରେ ଟ୍ରମ୍ପଙ୍କ ନଜର । ମୁକେଶ ଅମ୍ବାନୀଙ୍କ ଜାମନଗର ରିଫାଇନାରୀ ଯିବେ ରୁବିଓ । ଆମେରିକାରେ ମଧ୍ୟବର୍ତ୍ତୀ ନିର୍ବାଚନ ପୂର୍ବରୁ ଡିଜେଲ ଦର ବୃଦ୍ଧି ଟ୍ରମ୍ପ ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ … Read More

ହିମାଚଳ ପ୍ରଦେଶରେ ୪.୧ ତୀବ୍ରତାର ଭୂକମ୍ପ

ହିମାଚଳ: ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା । ଆଜି ସକାଳୁ ସକାଳୁ ଭୂକମ୍ପରେ ଥରି ଉଠିଲା ଧରିତ୍ରୀ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ରେକର୍ଡ କରାଯାଇଛି । ସକାଳ ୪ଟା ୩୭ ମିନିଟ୍‌ରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା … Read More