ପଥରଗାଡ଼ିଆରେ ବୋମାମାଡ଼: ଦୁଇ ଗୋଷ୍ଠୀ ମୁହାଁମୁହିଁ, ଜଣେ ଆହତ
ଭୁବନେଶ୍ବର: ବୋମାମାଡ଼ରେ ଥରିଲା ପଥରଗାଡ଼ିଆ । ଭୁବନେଶ୍ବର ଉପକଣ୍ଠରେ ବୋମାମାଡ । ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ । ଦୁର୍ବୃତଙ୍କ ଆକ୍ରମଣରେ ଜଣେ ଆହାତ । ଅଫୁଟା ବୋମା ଛାଡ଼ି ଛୁ ମାରିଲେ ଦୁର୍ବୃତ୍ତ । ଏହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । … Read More
