ପିଏମ୍ ମୋଦୀଙ୍କ ଓଡ଼ିଶା ଗସ୍ତସୂଚୀ, ୨୫ ତାରିଖ ଅପରାହ୍ନରେ ଖୋର୍ଦ୍ଧା ଆର୍ ବିଆଇ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ବର : ଆସିଲା ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତସୂଚୀ । ୨୫ ତାରିଖ ଅପରାହ୍ନ ୪ଟା ୧୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୪ଟା ୧୫ରେ ହେଲିକପ୍ଟରରେ ଖୋର୍ଦ୍ଧାକୁ ବାହାରି ୪ଟା ୩୫ରେ ପହଞ୍ଚିବେ । ଖୋର୍ଦ୍ଧା ହେଲିପେଡରୁ ବାହାରି … Read More

ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର

ପୋଲସରା: ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା । ଗଞ୍ଜାମ ଜିଲ୍ଲା ‎କବିସୂର୍ଯ୍ୟନଗର ଥାନା ମାଲଗୁଡ଼ିଆ ଛକରେ ଘଟିଛି ଏହି ଅଭାବନୀୟ ଘଟଣା । ‎ମୃତ ଯୁବକ ହେଲେ ପୋଲସରା ବ୍ଲକ ଡୋଙ୍ଗରୀ ଗାଁର ନାରାୟଣ ପ୍ରଧାନ । ଗତ ରାତିରେ କିଛି … Read More

ବିଦ୍ୟାଭାରତୀଙ୍କୁ ଝଟକା, ହାଇକୋର୍ଟରୁ ମିଳିଲାନି ଅନ୍ତରୀଣ ସୁରକ୍ଷା

କଟକ : ଗିରଫ ହେବେ କି ବିଦ୍ୟାଭାରତୀ ?  ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କୁ ହାଇକୋର୍ଟରୁ ଝଟକା  ।  ଅନ୍ତରୀଣ ସୁରକ୍ଷା ଦେବାକୁ ମନାକଲେ ହାଇକୋର୍ଟ ।  ସମ୍ଭାବ୍ୟ ଗିରଫଦାରୀରୁ ସୁରକ୍ଷା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ … Read More

ନାବାଳକର ସନ୍ଦେହଜନକ ମୃତ୍ୟୁ, ପୋଖରୀ ହିଡ଼ରୁ ମୃତଦେହ ଉଦ୍ଧାର

ବରଗଡ: ଦଶହରାରେ ବରଗଡ ବିଜେପୁରରେ ଖେଳିଗଲା ଦୁଃଖର କଳାବାଦଲ । ନାବାଳକ ନିଖୋଜ ନେଇ ପୁରା ଅଂଚଳରେ କେଳିଗଲା ଚାଂଚଲ୍ୟ । ଟି.ଗଣ୍ଡପାଲି କର୍ଣ୍ଣପା ଗାଁରେ ୭ବର୍ଷୀୟ ଶିଶୁ ନିଖୋଜ ନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ତାପର … Read More

୨୪ରେ କୋଟିଆ ସୀମା ବିବାଦକୁ ନେଇ ସର୍ବଦଳୀୟ ବୈଠକ

କୋଟିଆ: ଆସନ୍ତାକାଲି କୋଟିଆ ସୀମା ବିବାଦକୁ ନେଇ ବସିବ ସର୍ବଦଳୀୟ ବୈଠକ। କୋଟିଆ ବିବାଦ ପ୍ରସଙ୍ଗରେ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବୁ ବୋଲି ପ୍ରତିକ୍ରିୟା ରଖି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।ସୂଚନାଥାଉକି, ଆନ୍ଧ୍ରର ବେଆଇନ କାର୍ଯ୍ୟକଳାପ ବିରୋଧରେ ପୁଣି … Read More

ଡିଜେ ଗାଡ଼ି ଓଲଟି ଜଣେ ମୃତ, ୧୦ରୁ ଅଧିକ ଆହତ

ମାଲକାନଗିରି: କାଳ ହେଲା ଡିଜେ ଗାଡ଼ି। ଚକା ଫାଟିଲା, ରକ୍ତରଞ୍ଜିତ ହେଲା ରାଜପଥ। ହଠାତ୍ ରାସ୍ତାରେ ଫାଟିଲା ଡିଜେ ଗାଡ଼ି ଟାୟାର। ଡିଜେ ଗାଡ଼ି ଦୁର୍ଘଟଣାରେ ଜଣଙ୍କର ଗଲା ଜୀବନ। ୧୦ରୁ ଅଧିକ ଗୁରୁତର ହୋଇଥିବା ସୂଚନା। ମାଲକାନଗିରି ଜିଲ୍ଲା ମାଥିଲି … Read More

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା, ୨୫ରେ ଗଭୀର ଅବପାତ, ୨୬ରେ ବାତ୍ୟା !

ଭୁବନେଶ୍ବର: ପୁଣି ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ |  ୧୫୦ କିମି ବେଗରେ ବହିପାରେ ପବନ! ଓଡିଶାକୁ ଘାରିଲାଣି ବାତ୍ୟା ଭୟ | ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ବାତ୍ୟା ଆଶଙ୍କା ବଢ଼ିଛି। ବିଭିନ୍ନ ଅନ୍ତର୍ଜାତୀୟ … Read More

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ପାଟଣା: ପୂର୍ବତନ ପାଟଣା ବିଧାୟକ କାହ୍ନୁଚରଣ ନାଏକ ଙ୍କ ର ଆଜି ୭୭ ବର୍ଷ ବୟସ ରେ ପରଲୋକ ଘଟିଛି।କିଛି ମାସ ହେଲା ସେ ଅସୁସ୍ଥ ଥାଇ ଭୁବନେଶ୍ୱର ର ଏକ ଚିକିତ୍ସାଳୟରେ ଚିକିତ୍ସାଧିନ ରହିବା ପରେ ନିକଟରେ ଘର କୁ … Read More

ଏସିଆନ୍ ପାରା ଗେମ୍ସରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଭାରତୀୟ ଖେଳାଳିଙ୍କୁ ଗିରଫ କରି ଭାରତ ପଠାଇଲା ଜାପାନ ପୋଲିସ

ନୂଆଦିଲ୍ଲୀ: ଜାପାନରେ ଆୟୋଜିତ ଏସିଆନ୍ ପାରା ଗେମ୍ସରେ ବିବାଦରେ ଫସିଛନ୍ତି ଭାରତୀୟ ଖେଳାଳି । ମହମ୍ମଦ ସାମ୍ସ ଆସଲାମ୍ ଶେଖଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି । ୪୦ ବର୍ଷୀୟ ଶେଖଙ୍କ ବିରୋଧରେ ଜଣେ ମହିଳା ହୋଟେଲ କର୍ମଚାରୀ ଯୌନ ନିର୍ଯାତନା … Read More

ଘରୋଇ ଟିଭି ଚ୍ୟାନେଲ୍ ଗୁଡ଼ିକୁ ପ୍ରୋଗ୍ରାମ୍ କୋଡ୍ କଡ଼ାକଡ଼ି ପାଳନ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଘରୋଇ ଟିଭି ଚ୍ୟାନେଲଙ୍କୁ କେନ୍ଦ୍ର ସରକାରଙ୍କ ଚେତାବନୀ । ଏଆଇ ଅପବ୍ୟବହାର ଉପରେ ରୋକ ଲଗାଇବା ନିର୍ଦ୍ଦେଶ । ଦେଶର ସମସ୍ତ ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲ୍ ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ … Read More