ପୋଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀଙ୍କ ଦ୍ବିପାକ୍ଷିକ କଥାବାର୍ତ୍ତା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ତାଙ୍କ ପୋଲାଣ୍ଡ ପ୍ରତିପକ୍ଷ ଡୋନାଲ୍ଡ ଟସ୍କଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ନୂଆଦିଲ୍ଲୀର ହାଇଦରାବାଦ ହାଉସରେ ଅନୁଷ୍ଠିତ କଥାବାର୍ତ୍ତା କାଳରେ ଉଭୟ ନେତା ପ୍ରତିରକ୍ଷା, ମହାକାଶ ଓ ପରମାଣୁ ଶକ୍ତି କ୍ଷେତ୍ରରେ ପରସ୍ପରକୁ … Read More

ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କଲେ ସୋନମ୍ ୱାଙ୍ଗଚୁକ୍

ନୂଆଦିଲ୍ଲୀ: କ୍ଲାଇମେଟ୍ ଏକ୍ଟିବିସ୍ଟ ସୋନମ୍ ୱାଙ୍ଗଚୁକ୍ କେନ୍ଦ୍ର ସରକାରଙ୍କ ଉପରେ ମେ’ ୨୦୨୬ରେ ଲଦାଖର ବିଭିନ୍ନ ଗ୍ରୁପ୍ ସହ ହୋଇଥିବା ବୁଝାମଣାରୁ ଓହରିଯିବା ଅଭିଯୋଗ ଆଣିଛନ୍ତି । ଯେଉଁଥିରେ କେନ୍ଦ୍ରଶାସିତ ଅଞ୍ଚଳ (UT) ସ୍ତରରେ ଏକ ନିର୍ବାଚିତ ସଂସ୍ଥା ଗଠନ କରିବା କଥା … Read More

ଖାଇକୁ ଖସିପଡ଼ିଲା କାର୍: ୪ ମୃତ, ୨ ଗୁରୁତର

ଜୟପୁର : ରାଜସ୍ଥାନର ଜୟପୁର ଗ୍ରାମୀଣ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ କାର୍ ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସକୁ ସୂଚନା ମିଳିବା ପରେ … Read More

ମଣିଷ ଶରୀରରେ ଶାମୋଣ୍ଡା ଭାଇରସ୍ ସଂକ୍ରମଣ, ଜଣେ ଆକ୍ରାନ୍ତ ମୃତ

ଫ୍ରାନ୍ସ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ଜଣେ ମଣିଷଙ୍କ ଶରୀରରେ ଶାମୋଣ୍ଡା ଭାଇରସ୍ ସଂକ୍ରମଣ ଚିହ୍ନଟ ହୋଇଛି । ପୂର୍ବରୁ କେବଳ ପଶୁମାନଙ୍କ ଶରୀରରେ ଏହି ଭୂତାଣୁ ଠାବ କରାଯାଇଥିବା ବେଳେ ମଣିଷଙ୍କଠାରେ ସଂକ୍ରମଣର ଏହା ପ୍ରଥମ ଘଟଣା । ତେବେ ଦୁର୍ଭାଗ୍ୟବଶତଃ … Read More

ତିବ୍ଦତରେ ଭୟଙ୍କର ଭୂମିକମ୍ପ: ୧୬ ମୃତ, ୪୦ରୁ ଅଧିକ ଆହତ

ତିବ୍ଦତ: ତିବ୍ଦତରେ ଭୟଙ୍କର ଭୂମିକମ୍ପ । ୧୬ ମୃତ, ୪୦ରୁ ଅଧିକ ଆହତ । ଭୁଶୁଡିଲା ଶହ ଶହ ଘର । ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ବ୍ୟାପକ ଧନଜୀବନ କ୍ଷୟକ୍ଷତି ଘଟିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ରେକର୍ଡ କରାଯାଇଥିଲା … Read More

ଅଭିଯୁକ୍ତକୁ ଛାଡ଼ିବା ଘଟଣାରେ ଆକ୍ସନ ; ଜଳେଶ୍ବର IICଙ୍କ ବଦଳି, ଫାଣ୍ଡି ଅଧିକାରୀ ସସ୍‌ପେଣ୍ଡ

ଜଳେଶ୍ବର : ଅଭିଯୁକ୍ତ ବିରୋଧରେ ତଦନ୍ତ ନ କରି ଫାଣ୍ଡି ଅଧିକାରୀ ଓ ଜଳେଶ୍ୱର ଆଇଆଇସି ଛାଡ଼ିଦେବା ଘଟଣାରେ ଆକ୍ସନ । ଦାୟିତ୍ୱହୀନତା ପାଇଁ ଉଭୟଙ୍କୁ ଜିଲ୍ଲା ପୋଲିସ ହେଡ୍କ୍ବାର୍ଟରକୁ ବଦଳି କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର … Read More

କୋଟିଆରେ ବିଜେଡିର ୧୬ ଜଣିଆ ପ୍ରତିନିଧି ଦଳ, ‘ଆନ୍ଧ୍ର ଗୋ ବ୍ୟାକ୍’ ନାରାରେ ପ୍ରକମ୍ପିତ ସାରା ଅଞ୍ଚଳ

କୋରାପୁଟ : କୋଟିଆରେ ଓଡ଼ିଶାର ଅଧିକାରକୁ ନେଇ ପୁଣି ତେଜିଲା ରାଜନୈତିକ ତାତି। କୋଟିଆରେ ପହଞ୍ଚିଲା ଅବିଭକ୍ତ କୋରାପୁଟ ଜିଲ୍ଲାର ବିଜେଡିର ୧୬ ଜଣିଆ ପ୍ରତିନିଧି ଦଳ । ଦଳ ପହଞ୍ଚିବା ପରେ ଆନ୍ଧ୍ର ଗୋ-ବ୍ୟାକ୍ ନାରାରେ ପ୍ରକମ୍ପିତ ହୋଇଥିଲା କୋଟିଆ … Read More

୨୯ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ)ର ମୁଖ୍ୟ ଲିଖିତ ପରୀକ୍ଷା ଆସନ୍ତା ୨୯ ତାରିଖ ଠାରୁ ଆରମ୍ଭ ହେବ। ରାଜ୍ୟର ପ୍ରାୟ ୫୬୯୦ ଜଣ ପରୀକ୍ଷାର୍ଥୀ ଉକ୍ତ ପରୀକ୍ଷା ଦେବେ। ବିଭିନ୍ନ … Read More

ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଉମରକୋଟ: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ। ଜଙ୍ଗଲରୁ ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର । ନବରଙ୍ଗପୁର ଉମରକୋଟ ବ୍ଲକ ଚିକଲପଦର ନିକଟରେ ଥିବା ଏକ କେନାଲ ପାର୍ଶ୍ୱ ଜଙ୍ଗଲରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ସକାଳୁ କିଛି ଗ୍ରାମବାସୀ … Read More

ରଡ୍‌ରେ ପିଟି ଯୁବକଙ୍କୁ ହତ୍ୟା

ଭୁବନେଶ୍ବର: ପୁଣି ବାଲିଅନ୍ତାରେ ବର୍ବରତା । ଆକ୍ରମଣରେ ଗୁରୁତର ଯୁବକଙ୍କ ମୃତ୍ୟୁ । ମୃତକ ବାଲିଅନ୍ତା ଥାନା ପାଟଣା ଗାଁର ରିଙ୍କୁ ମାର୍ଥା । ସାମାନ୍ୟ ବଚକ୍ଷାରୁ ଗତ ୨୦ ତାରିଖ ଅପରାହ୍ନରେ ରିଙ୍କୁଙ୍କୁ ଲୁହା ରଡ ରେ ଆକ୍ରମଣ କରିଥିଲେ … Read More