୨୯ ଯାଏଁ ଗୋପାଳପୁର ଓ ସୁନପୁର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ

ଗଞ୍ଜାମ:  ଆସୁଛି ବାତ୍ୟା । ସମୁଦ୍ର ଭିତରରେ ବଳ ଗୋଟାଇ ବାତ୍ୟା ‘ଅର୍ଣ୍ଣବ’ ଆସୁଥିବାରୁ ସମୁଦ୍ର ଭିତରକୁ ମାଛ ମାରିବାକୁ ଯିବାକୁ ବାରଣ କରିଛି ପ୍ରଶାସନ । ଏପଟେ ବାତ୍ୟା ମୁକାବିଲା ପାଇଁ ପୂରା ପ୍ରସ୍ତୁତ ଗଞ୍ଜାମ ଜିଲ୍ଲା ପ୍ରଶାସନ । … Read More

କୋରାପୁଟରେ ହେବନି ରାଜ୍ୟ ସରକାରଙ୍କ ୫୦ତମ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫୦ତମ କ୍ୟାବିନେଟ ବୈଠକ କୋରାପୁଟଠାରେ ଅନୁଷ୍ଠିତ ହେବ ନାହିଁ। ପ୍ରଶାସନିକ ସୂତ୍ର ଓ ନିଷ୍ପତ୍ତି ଅନୁଯାୟୀ, ବୈଠକର ସ୍ଥାନ କିମ୍ବା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ସାଧାରଣତଃ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଆଞ୍ଚଳିକ ବିକାଶକୁ ପ୍ରାଥମିକତା ଦେବା … Read More

କୋଟିଆରେ ଆନ୍ଧ୍ରର ନିର୍ବାଚନ ଘୋଷଣା; ରୋକିବା ପାଇଁ ସୀମାନ୍ତରେ ଓଡିଶା ପକ୍ଷରୁ ପୋଲିସ ଚେକ୍ ପୋଷ୍ଟ

ଭୁବନେଶ୍ବର: କୋଟିଆରେ ଆନ୍ଧ୍ର ଆସନ୍ତା ନଭେମ୍ବର ୩ ତାରିଖରେ ନିର୍ବାଚନ କରିବ ବୋଲି ଘୋଷଣା କରିଛି। ନିର୍ବାଚନ ଘୋଷଣା କରିବା ପରେ ଓଡିଶା-ଆନ୍ଧ୍ର ମଧ୍ୟରେ ବିବାଦ ପୁଣି ତେଜିଛି। । ଓଡିଶା- ଆନ୍ଧ୍ର ସୀମାନ୍ତରେ ପୋଲିସ ଚେକ୍ ପୋଷ୍ଟ ସ୍ଥାପନ କରିଛି … Read More

ଅପରେସନ୍ ଟ୍ରାଇଡେଣ୍ଟ: ୧୭ କୋଟିର ବେଆଇନ ସମ୍ପତ୍ତି ଜବତ,୧୮ ଗିରଫ

ନୂଆଦିଲ୍ଲୀ: ଉତ୍ତରପୂର୍ବ ଭାରତରେ ଅପରେସନ୍ ଟ୍ରାଇଡେଣ୍ଟକୁ ବଡ଼ ସଫଳତା। ଆସାମ, ମିଜୋରାମ ଓ ମଣିପୁରରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମିଳିତ ଅପରେସନ୍। ଡ୍ରଗ୍ ସିଣ୍ଡିକେଟର ଏକ ଅନ୍ତର୍ଜାତୀୟ ରାକେଟ୍ ଠାବ। ୧୮ ଗିରଫ, ୧୪୨୪ ବ୍ୟାଙ୍କ ଆକାଉଣ୍ଟ … Read More

ନଭେମ୍ବରରେ ମୋଟ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଆଉ ୬ ଦିନ ପରେ ନଭେମ୍ବର ମାସ ଆରମ୍ଭ ହେବ। ସେପ୍ଟେମ୍ବର ମାସରେ ବ୍ୟାଙ୍କିଂ ସେକ୍ଟରରେ ଆନ୍ଦୋଳନ, ଓ ସରକାରୀ ଛୁଟି ଯୋଗୁ କିଛିଦିନ ବ୍ୟାଙ୍କ ଛୁଟି ରହିଥିଲା। ଅକ୍ଟୋବରରେ ବି ଏହି ସେକ୍ଟର ଚାପରେ ରହିଥିଲା। ନଭେମ୍ବର ମାସରେ … Read More

ନଭେମ୍ବର ୭ ଯାଏଁ ସାଉଦି ଆରବକୁ ଏୟାର ଇଣ୍ଡିଆର ବିମାନ ସେବା ବାତିଲ୍

ନୂଆଦିଲ୍ଲୀ : ସାଉଦି ଆରବରେ ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ସେବା ଉପରେ କଟକଣା ଜାରି ରହିଛି । ରିୟାଦ ଓ ଦମ୍ମାମକୁ ଉଭୟ ଏୟାରଲାଇନ୍ସର ବିମାନ ସେବା ନଭେମ୍ବର ୭ ଯାଏଁ … Read More

ଫ୍ରାନ୍ସରେ ତୀବ୍ର ହେଉଛି ବିକ୍ଷୋଭ, ୧୦୦୦ ଗିରଫ

ପ୍ୟାରିସ୍ : ଫ୍ରାନ୍ସରେ ମହଙ୍ଗା ମାଡ଼ ଏବଂ ଶିକ୍ଷା କ୍ଷେତ୍ରକୁ କମ୍ ବଜେଟ୍ ଆବଣ୍ଟନ ପ୍ରତିବାଦରେ ଶନିବାର ଦେଶବ୍ୟାପୀ ବିକ୍ଷୋଭ ଆରମ୍ଭ ହୋଇଛି । ଏହି ପ୍ରଦର୍ଶନରେ ପ୍ରାୟ ୪ ଲକ୍ଷ ୧୦ ହଜାର ଲୋକ ସାମିଲ ହୋଇଥିବା ବେଳେ ରାଜଧାନୀ ପ୍ୟାରିସରେ … Read More

ତିବ୍ଦତ ପରେ ଜାପାନରେ ଭୟଙ୍କର ଭୂକମ୍ପ: ତୀବ୍ରତା ୬.୫

ଜାପାନ : ଜାପାନରେ ପୁଣି ଜୋରଦାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୬.୫ ରେକର୍ଡ କରାଯାଇଛି । ଜାପାନର ବୋନିନ୍ ଦ୍ୱୀପ ଶନିବାର ରାତିରେ ଥରିଛି । ଭୂକମ୍ପ ଝଟକା ଯୋଗୁଁ ଲୋକମାନେ ଭୟଭୀତ ହୋଇଛନ୍ତି … Read More

ମା’ ଦୁର୍ଗାଙ୍କ ବିସର୍ଜନ ଶୋଭାଯାତ୍ରାରେ ଅଣ୍ଡା ଫିଙ୍ଗାଯିବାକୁ ନେଇ ଉତ୍ତେଜନା; ଥାନାରେ ମାମଲା

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ  ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ଅଣ୍ଡା ଫିଙ୍ଗାଯାଇଥିବା ଅଭିଯୋଗ ପରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣା ରବିବାର ଭୋର ପ୍ରାୟ ୨ଟା ସମୟରେ ପୁରୁଣା ସହର (Old City) ଅଞ୍ଚଳର ମଦନ୍ନାପେଟ ଥାନା ଅଧୀନ … Read More

୨୦ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ୨୪ଲକ୍ଷ ଟଙ୍କାର ଠକେଇ, ଅଭିଯୁକ୍ତକୁ ବାନ୍ଧିଲା ଦିଲ୍ଲୀ ପୁଲିସ

ଦିଲ୍ଲୀ: ବାସ୍ତବ ଜୀବନରେ ଏମିତି ଏକ ଅପରାଧୀକ କାର୍ଯ୍ୟକଳାପ ଯାହା ଶୁଣିଲେ କି ଦେଖିଲେ କେଉଁ ଫିଲ୍ମ ସ୍କ୍ରିପ୍ଟ ଠାରୁ କମ୍ ଲାଗୁନି । ଦିଲ୍ଲୀର ଜଣେ ୨୩ ବର୍ଷୀୟ ଯୁବକଙ୍କ କଳା କାରନାମା ଶୁଣିଲେ ଆପଣ ହେବେ ଆଶ୍ଚର୍ୟ୍ୟ । … Read More