କ୍ରାଇମବ୍ରାଞ୍ଚର ହସ୍ତଗତ ହେଲା ମୃତ ସୌମ୍ୟଙ୍କ ଶେଷ ମେସେଜ୍, ତନାଘନା ଆରମ୍ଭ

ଭୁବନେଶ୍ବର: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲା । ଆଜି ସୌମ୍ୟଙ୍କ ବାପା ଦୁଶାସନ ସ୍ୱାଇଁଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚରା ପରେ ସୌମ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ଫୋନକୁ କ୍ରାଇମବ୍ରାଞ୍ଚରେ ଦାଖଲ … Read More

ଶାସକ ଦଳର ବି-ଟିମ୍‌ ଆକ୍ଷେପକୁ ପ୍ରତ୍ୟାଖାନ, ଉତ୍ତର ପ୍ରଦେଶରେ ଏକାଠି ଲଢ଼ିବାକୁ ସମାଜବାଦୀ ପାର୍ଟିକୁ ଅଫର ଦେଲେ ଓୱେସୀ

ଲକ୍ଷ୍ନୌ: ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟିକୁ ପରାସ୍ତ କରିବା ପାଇଁ AIMIM ମୁଖ୍ୟ ଅସାଦୁଦ୍ଦିନ୍ ଓୱେସୀ  ସମାଜବାଦୀ ପାର୍ଟି (SP) ମୁଖ୍ୟ ଅଖିଳେଶ ଯାଦବଙ୍କୁ ଏକାଠି ନିର୍ବାଚନ ଲଢ଼ିବା ପାଇଁ ଆହ୍ୱାନ ଦେଇଛନ୍ତି। ମୋରାଦାବାଦଠାରେ ଅନୁଷ୍ଠିତ … Read More

ମୟୁରଭଞ୍ଜ ଜିଲ୍ଲାରେ ସୋମବାର ସମସ୍ତ ସ୍କୁଲ ବନ୍ଦ, ଅତି ପ୍ରବଳ ବର୍ଷା ସତର୍କତା ଜାରି

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଥିବାରୁ ସୋମବାର ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । IMDର ଜଗତ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କତା ଜାରି କରିଛି । ଏହାକୁ ଦୃଷ୍ଟିରେ … Read More

ମଦ ଦୋକାନକୁ ବିରୋଧ କରି ତାତିଲେ ଲୋକେ, ତାଲା ଭାଙ୍ଗି ଲୁଟିନେଲେ ପେଟି ପେଟି ମଦ

ଯାଜପୁର : ମଦ ଦୋକାନକୁ ବିରୋଧ କରି ତାତିଲେ ଲୋକେ । ତାଲା ଭାଙ୍ଗି ଲୁଟିନେଲେ ପେଟି ପେଟି ମଦ । ଯିଏ ଯେମିତି ପାରିଲା ବୋହିନେଲା । ମଦ ଦୋକାନ ଉଦଘାଟନ ପୂର୍ବରୁ ଦୋକାନ ତାଲା ଭାଙ୍ଗି ନେଇଗଲେ ପେଟି ପେଟି … Read More

NSG ପ୍ରଥମ ମୁଖ୍ୟଙ୍କ ପରଲୋକ,ସ୍ୱର୍ଣ୍ଣମନ୍ଦିର ଅପରେସନ ବ୍ଲାକ୍ ଥଣ୍ଡର-୧ର ନେଇଥିଲେ ନେତୃତ୍ୱ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ (ଏନଏସଜି)ର ପ୍ରଥମ ମୁଖ୍ୟ ଆର.ଟି.ନାଗରାନୀ ଯିଏ ୧୯୮୬ ଅମୃତସର ସ୍ୱର୍ଣ୍ଣମନ୍ଦିରରୁ ସଶସ୍ତ୍ର ଆତଙ୍କବାଦୀଙ୍କୁ ବାହାର କରିବା ପାଇଁ ଅପରେସନ ବ୍ଲାକ୍ ଥଣ୍ଡର-୧ର ନେତୃତ୍ୱ ନେଇଥିଲେ ତାଙ୍କର ରବିବାର ପରଲୋକ ହୋଇଛି। ସେ ୯୮ ବର୍ଷ ବୟସରେ ଶେଷ … Read More

ଧାନ ରୋଇବା ବେଳେ ଅଘଟଣ, ବଜ୍ରପାତରେ ବାପ-ପୁଅ ମୃତ

କାମାକ୍ଷାନଗର : ବଜ୍ରପାତରେ ବାପା, ପୁଅ ମୃତ  ।  ଧାନ ରୋଇବା ବେଳେ ଅଘଟଣ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିପଡା ଗ୍ରାମର ଦୁଃଖଦ ଘଟଣା l ବିଲରେ ଧାନ ରୋଇବାକୁ ଯାଇଥିବା ବେଳେ ବଜ୍ରପାତରେ ବାପା ପୁଅ ମୃତ l … Read More

‘କ୍ୟାଚ୍ ଦି ରେନ୍’ ଅଭିଯାନରେ ଚମକିଲା ଭୁବନେଶ୍ୱର: ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପାଇଁ ଆସିଛି ଏକ ଗର୍ବର ବିଷୟ। ଜଳ ସଂରକ୍ଷଣ ଦିଗରେ ସହରର ନିରନ୍ତର ପ୍ରୟାସ ଏବଂ ସଫଳତାକୁ ଏବେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ରବିବାର ପ୍ରସାରିତ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ … Read More

ଚୋରାଚାଲାଣ ବେଳେ ହାଇୱାରୁ ୮ କୁଇଣ୍ଟାଲ ୫୦ କିଲୋ ଗଞ୍ଜେଇ ଜବତ

ଫୁଲବାଣୀ: ଫୁଲବାଣୀ ସଦର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ଗଞ୍ଜେଇ ଚାଲାଣକାରୀଙ୍କ ଯୋଜନାକୁ ପଣ୍ଡ କଲା ପୋଲିସ । ଏକ ହାଇୱାରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ବେଳେ ୮ କୁଇଣ୍ଟାଲ ୫୦ କିଲୋ ଗଞ୍ଜେଇ ଜବତ ହୋଇଛି । ଏହା … Read More

କପାଳୀ ନଦୀରେ ବଢ଼ୁଛି ଜଳସ୍ତର, ବୁଡ଼ିଲା ଗ୍ରାମ୍ୟ ରାସ୍ତା

ଭଦ୍ରକ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ବର୍ଷାର ପ୍ରଭାବ ଦେଖାଦେଇଛି । ଫୁଲୁଛି କପାଳୀ, ବୁଡିଲା ଗ୍ରାମ୍ୟ ରାସ୍ତା । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଫୁଲୁଛି କପାଳୀ ନଦୀ । ପ୍ରଭାବରେ ଭଦ୍ରକ ଜିଲ୍ଲା ବନ୍ତ … Read More

ଆଣ୍ଠୁଏ ପାଣିରେ ଉବୁଟୁବୁ ସିଲଭର ସିଟି, ୨୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀ!

କଟକ: କଟକରେ ଲଗାଣ ବର୍ଷା ଏବେ ବଡ଼ ବିପତ୍ତିର କାରଣ ପାଲଟିଛି। ଲଗାତାର ଢାଳୁଥିବା ବର୍ଷା ଯୋଗୁଁ ସହରର ଡ୍ରେନେଜ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଛି ଏବଂ ବିଭିନ୍ନ ତଳିଆ ଅଞ୍ଚଳରେ ଭୟଙ୍କର ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଅବସ୍ଥା ଏମିତି … Read More