ବିଡିଓଙ୍କ ଅସହଯୋଗ ଅଭିଯୋଗ କରି ବ୍ଲକ୍ ଅଫିସରେ ଧାରଣାରେ ବସିଲେ ବିଧାୟକ
ଯାଜପୁର : ବିଡିଓଙ୍କ ଅସହଯୋଗ ଅଭିଯୋଗ କରି ଧାରଣାରେ ବସିଲେ ବରି ବିଧାୟକ ବିଶ୍ୱରଂଜନ ମଲିକ । ଯାଜପୁର ଜିଲ୍ଲା ବରି ପଞ୍ଚାୟତ ସମିତିରେ ବିଧାୟକଙ୍କ ସମୀକ୍ଷା ବୈଠକକୁ ବାରମ୍ବାର ବିଡିଓଙ୍କ ଅଗ୍ରାହ୍ୟକୁ ନେଇ ଆଜି ବିଧାୟକ ବିଶ୍ୱ ରଂଜନ ମଲିକ ଅସନ୍ତୁଷ୍ଟ … Read More
