ଜମିବାଡ଼ି ବିବାଦରୁ ସନ୍ଥଙ୍କ ଉପରେ ଅଟୋ ଚଢ଼ାଇ ହତ୍ୟା ଉଦ୍ୟମ: ବିଚ୍ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ, ପୋଲିସ ଭୂମିକା ଉପରେ ପ୍ରଶ୍ନବାଚୀ
ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ମଣ୍ଡଳସିଂହ ଗ୍ରାମରେ ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ବିଭିନ୍ନ ମଠ ଓ ଆଖଡ଼ାର ପ୍ରମୁଖ ସନ୍ଥ ମଦନ ମୋହନ ରଣଜିତ ସିଂହଦେଓଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ଉପରେ ଅଟୋ … Read More
