ମହାରାଷ୍ଟ୍ରରେ କେଶ ଝଡ଼ିବା ଆତଙ୍କ; ସପ୍ତାହେ ଭିତରେ ଚନ୍ଦା ହୋଇଯାଉଛନ୍ତି ଲୋକେ
ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ କେଶ ଝଡ଼ିବା ସାଧାରଣ କଥା। କେଶ ଝଡ଼ିବା ଏକ ପ୍ରାକୃତିକ ପ୍ରକ୍ରିୟା ବୋଲି ମଧ୍ୟ ଧରିନିଆଯାଏ। ସାଧାରଣତଃ ମୁଣ୍ଡ ସଫା କରିବା କିମ୍ବା ପାନିଆରେ କୁଣ୍ଡାଇବା ସମୟରେ କିଛି କେଶ ଝଡ଼ିଯାଏ। … Read More
