ତାହାୱର ହୁସେନ ରାଣା ଭାରତ ପ୍ରତ୍ୟର୍ପିତ, ଗିରଫ କଲା ଏନ୍‌ଆଇଏ

ନୂଆଦିଲ୍ଲୀ : ଭାରତ ପ୍ରତ୍ୟର୍ପିତ ହୋଇଥିବା ୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତାହାୱର ହୁସେନ ରାଣା ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛି। ନୂଆଦିଲ୍ଲୀର ଆନ୍ତର୍ଜାତିକ ବିମାନବନ୍ଦରରେ ରାଣା ପହଞ୍ଚିବା ପରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ତାକୁ … Read More

ଦିଲ୍ଲୀ ପହଞ୍ଚିଲେ ତହୱୁର ରାଣା, ଗିରଫ କଲା ଏନଆଇଏ

ନୂଆଦିଲ୍ଲୀ,୧୦।୪ : ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣାକୁ ଭାରତ ଅଣାଯାଇଛି। ଆମେରିକାରୁ ତାଙ୍କୁ ଆଣୁଥିବା ସ୍ବତନ୍ତ୍ର ବିମାନଟି ପାଲମ ବିମାନବନ୍ଦରରେ ଅବତରଣ କରିଥିଲା। ଏଠାରୁ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ NIA କାର୍ଯ୍ୟାଳୟକୁ ନିଆଯିବ। ପାଲମ ବିମାନବନ୍ଦର ବାହାରେ … Read More

ମମତା ସରକାରଙ୍କୁ ହଟାଇବାକୁ ଅପିଲ କଲେ ଅଭିନେତା ମିଥୁନ ଚକ୍ରବର୍ତ୍ତି

କୋଲକାତା,୧୦।୪: ବଲିଉଡ ଅଭିନେତା ଏବଂ ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀ ଗୁରୁବାର କହିଛନ୍ତି ଯେ ଯଦି ମମତା ବାନାର୍ଜୀଙ୍କୁ ପଶ୍ଚିମବଙ୍ଗରୁ ବିତାଡ଼ିତ କରିବାକୁ ପଡ଼େ, ତେବେ ୯ ପ୍ରତିଶତ ହିନ୍ଦୁଙ୍କୁ ବାହାରକୁ ଆସି ଭୋଟ ଦେବାକୁ ପଡିବ। ସେ କୁହନ୍ତି ଯେ … Read More

ଇସିଆଇ ପକ୍ଷରୁ ନିର୍ବାଚନ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ତାଲିମ

ନୂଆଦିଲ୍ଲୀ : ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା କାର୍ଯ୍ୟକର୍ତ୍ତାଙ୍କ ଦକ୍ଷତା ବୃଦ୍ଧି ଲାଗି ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ପକ୍ଷରୁ ତୃଣମୂଳସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ପଶ୍ଚିମବଙ୍ଗର ୨୧୭ ବୁଥସ୍ତରୀୟ ଅଧିକାରୀ, ୨ ଜିଲ୍ଲା ନିର୍ବାଚନ ଅଧିକାରୀ, ୧୨ ନିର୍ବାଚନ … Read More

ଶାନ୍‌ଙ୍କ ଚାଞ୍ଚଲ୍ୟକର ବୟାନ: ରିଆଲିଟି ଶୋ’ରେ ଲାଇଭ୍‌ ଗୀତ ଗାଆନ୍ତିନି ପ୍ରତିଯୋଗୀ, ହୁଏ ଏଡିଟ୍‌

ମୁମ୍ବଇ: ଶାନ୍ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ଗାୟକମାନଙ୍କ ମଧ୍ୟରୁ ଅନ୍ୟତମ। ସେ ‘ଦି ଭଏସ୍‌ ଇଣ୍ଡିଆ’ ଓ ‘ସାରେଗାମାପା ଲିଟିଲ୍‌ ଚାମ୍ପ୍ସ’ ସମେତ ଅନେକ ସଙ୍ଗୀତଭିତ୍ତିକ ରିଆଲିଟି ଶୋ’ରେ ବିଚାରକ ଦାୟିତ୍ଵ ତୁଲାଇଛନ୍ତି। ନିକଟରେ ଏକ ପୋଡକାଷ୍ଟରେ ସେ ରିଆଲିଟି ଶୋ’ … Read More

ଜହ୍ନରେ ଦାଗ ଅଛି ହେଲେ ପ୍ରଧାନମନ୍ତ୍ରୀଙ୍କ ଉପରେ ନାହିଁ’: କଙ୍ଗନା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ କଙ୍ଗନା ରାଣାୱତ ସବୁବେଳେ ଖବରର ଶିରୋନାମାରେ ଥାଆନ୍ତି। ସେ ତାଙ୍କର ରୋକ୍‌ଠୋକ କଥା ପାଇଁ ଜଣାଶୁଣା। କାହାକୁ ଭୟ ନକରି ନିଜ ନିଜର ମତ ସମସ୍ତଙ୍କ ଆଗରେ ରଖନ୍ତି। … Read More

‘ସେ ସମସ୍ୟାକୁ ଆମନ୍ତ୍ରଣ କରିଥିଲେ’: ବଳାତ୍କାର ପୀଡିତାଙ୍କୁ ଦୋଷ ଦେଲେ ହାଇକୋର୍ଟ, ଅଭିଯୁକ୍ତଙ୍କୁ ଜାମିନ

ନୂଆଦିଲ୍ଲୀ,୧୦।୪: ଆହ୍ଲାବାଦ ହାଇକୋର୍ଟ ଜଣେ ସ୍ନାତକୋତ୍ତର ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରିଛନ୍ତି, କହିଛନ୍ତି ଯେ ପୀଡିତା “ନିଜେ ଅସୁବିଧାକୁ ଆମନ୍ତ୍ରଣ କରିଥିଲେ” ଏବଂ ଘଟଣାର ଦାୟୀ ଥିଲେ। ଡିସେମ୍ବର ୨୦୨୪ ରେ ଦିଲ୍ଲୀରେ ମହିଳାଙ୍କୁ ବଳାତ୍କାର … Read More

ମୋ ପୁଅ ଆତଙ୍କବାଦୀଙ୍କ ଶିକାର ନଥିଲା: ୨୬/୧୧ ଆକ୍ରମଣରେ ସହିଦ୍ ସନ୍ଦୀପଙ୍କ ବାପା

ମୁମ୍ବାଇ: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ୧୬୬ ଜଣଙ୍କ ମଧ୍ୟରେ କେରଳର ମେଜର ସନ୍ଦୀପ ଉନ୍ନିକୃଷ୍ଣନ୍ ମଧ୍ୟ ଥିଲେ। ଦେଶକୁ ସୁରକ୍ଷା ଦେବା ପାଇଁ ଆତଙ୍କବାଦୀଙ୍କ ସହ ଲଢ଼ି ସେ ନିଜ ଜୀବନକୁ ବଳିଦାନ ଦେଇଥିଲେ। ୨୮ ନଭେମ୍ବରରେ … Read More

କ୍ରୋଧିତ ଟ୍ରମ୍ପ୍ : ଚୀନ ଉପରେ ଲଗାଇଲେ ୧୨୫% ଟାରିଫ୍

ନୂଆଦିଲ୍ଲୀ: ଉଗ୍ର ହେଉଛି ଆମେରିକା-ଚୀନ ଟାରିଫ ୱାର । ସୀମା ଡେଇଁଲା ଦୁଇ ଦେଶ ମଧ୍ୟରେ ଚାଲିଥିବା ଶୁଳ୍କ ଯୁଦ୍ଧ । ଯେସା କୁ ତେସା ନୀତି ଆପଣାଉଥିବା ଚୀନ ଏବଂ ଆମେରିକା କେହି କାହାକୁ ନଛୋଡବନ୍ଧା । ଜଣେ ଟାରିଫ … Read More

ତହବୁର ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିଲା ପାକିସ୍ତାନ

ଇସଲାମାବାଦ: ମୁମ୍ବାଇରେ ୨୬ ନଭେମ୍ବର (୨୬/୧୧) ୨୦୦୮ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ରକାରୀ ତହବୁର ରାଣାକୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ଖବର ଶୁଣି ପାକିସ୍ତାନ ଚିନ୍ତିତ ହୋଇଯାଇଛି । ପାକିସ୍ତାନ ତହବୁର ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରୁଛି। ପାକିସ୍ତାନରେ … Read More