ରାପିଡୋ ଚାଳକ ବେଶରେ ଆତଙ୍କୀ ! ଜୈସ୍ ଲିଙ୍କ ସନ୍ଦେହରେ ଜଣଙ୍କୁ ବାନ୍ଧିଲା ଏଟିଏସ୍

ମୁମ୍ବାଇ: ଜୈସ୍ ସହ ଲିଙ୍କ ଅଭିଯୋଗରେ ମୁମ୍ବାଇର ଜଣେ ବ୍ୟକ୍ତି ଗିରଫ । ସନ୍ଦେହ ନହେବା ପାଇଁ ରାପିଡୋ ଚଳାଉଥିଲେ । ମାହିମ ମେଟ୍ରୋ ଷ୍ଟେସନ ନିକଟରୁ ଗିରଫ କରିଛି ଏଟିଏସ୍ । ମୁମ୍ବାଇ ମାହିମ୍ ଅଂଚଳର ମହମ୍ମଦ ହସନ ଅବ୍ୱୁ … Read More

ପ୍ରଶିକ୍ଷଣ ବେଳେ ଦୁଇ ବିମାନ ଦୁର୍ଘଟଣାଗ୍ରସ୍ତ, ୪ ପାଇଲଟ ମୃତ

ଫିଲିପାଇନ୍ସ: ଫିଲିପାଇନ୍ସରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଆକାଶରେ ଉଡ଼ୁଥିବା ବେଳେ ପରସ୍ପର ସହ ଧକ୍କା ହେଲା ଦୁଇଟି ସାମରିକ ପ୍ରଶିକ୍ଷଣ ବିମାନ । ଦୁର୍ଘଟଣାରେ ଫିଲିପାଇନ୍ସ ବାୟୁସେନାର ୪ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି ।ଫିଲିପାଇନ୍ସର ବାଟାଙ୍ଗାସ୍ ପ୍ରଦେଶର ଲିପା … Read More

ଟ୍ରମ୍ପଙ୍କ ଧମକ, ଇରାନ ଉପରେ ପୁଣି ଆକ୍ରମଣ କରିବ ଆମେରିକା !

ଇରାନ: ଇରାନକୁ ଟ୍ରମ୍ପଙ୍କ ପୁଣି ଆକ୍ରମଣ ଧମକ ।  ଏହି ସପ୍ତାହ ଶେଷରେ ହୋଇପାରେ ଆମେରିକାର ଏୟାରଷ୍ଟ୍ରାଇକ୍! ।   ଇରାନ ଉପରେ ପୁଣି ସାମରିକ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ସହ ଇରାନ କୌଣସି … Read More

କାରକୁ ଧକ୍କା ଦେଲା ଟ୍ରଲି, ଗୋଟିଏ ପରିବାରର ୬ ସଦସ୍ୟ ମୃତ

ରାଜସ୍ଥାନ: ଶନିବାର ରାଜସ୍ଥାନର ଚୁରୁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସୂଚନାନୁଯାୟୀ, ଗୋଟିଏ ପରିବାରର ସଦସ୍ୟମାନେ ସୋମସିସର ଗ୍ରାମରୁ ଗୁରୁଗ୍ରାମକୁ … Read More

ହାଇଦ୍ରାବାଦ ବିମାନବନ୍ଦରରୁ ୧.୫୬ କୋଟିର ବିଦେଶୀ ମୁଦ୍ରା ଜବତ, ୨ ଗିରଫ

ନୂଆଦିଲ୍ଲୀ: ୧ କୋଟି ୫୬ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ ।  ଟ୍ରଲି ବ୍ୟାଗରେ ଡଲାର ଚାଲାଣ! । ହାଇଦ୍ରାବାଦରେ DRIର ବଡ଼ ଧରପଗଡ଼ । ମାଲେସିଆ ଯାଉଥିଲେ, ବ୍ୟାଗରେ ଥିଲା ଲକ୍ଷ ଲକ୍ଷ ଟଙ୍କାର ଡଲାର! ବିଦେଶୀ ମୁଦ୍ରା । … Read More

ମୁମ୍ବାଇରେ ବୋମା ବିସ୍ଫୋରଣ ନେଇ ମେୟରଙ୍କୁ ଇମେଲ୍‌ ଯୋଗେ ଧମକ୍

ମୁମ୍ବାଇ: ମୁମ୍ବାଇରେ ବିସ୍ଫୋରଣ ଧମକ୍ । ଏକାଧିକ ସ୍ଥାନରେ ବୋମାମାଡ ନେଇ ଆସିଛି ଧମକପୂର୍ଣ୍ଣ ଇମେଲ୍ । ମେୟର ଋତୁ ତାଉଡେଙ୍କୁ ମୁମ୍ବାଇ ବହୁ ସ୍ଥାନରେ ବୋମା ବିସ୍ଫୋରଣ ନେଇ ଏକ ଧମକପୂର୍ଣ୍ଣ ଏବେ ଖୁବ ଚର୍ଚ୍ଚାରେ । ସେଲିବ୍ରିଟିଙ୍କୁ ଧମକ … Read More

ଭାରତରୁ ନାବାଳକ ପୁଅକୁ ନେଇ ପଳାଇଥିବା ଋଷୀୟ ମହିଳାଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍‌

ନୂଆଦିଲ୍ଲୀ: ନାବାଳକ ପୁଅକୁ ନେଇ ଭାରତରୁ ପଳାଇଥିବା ଜଣେ ଋଷୀୟ ମହିଳାଙ୍କ ବିରୋଧରେ ଜାରି ହେଲା ରେଡ୍ କର୍ଣ୍ଣର ନୋଟିସ୍ । ଭିକ୍ଟୋରିଆ ବସୁ ନାମକ ଋଷୀୟ ମହିଳା ନିଜ ଭାରତୀୟ ସ୍ୱାମୀ ସୈକତ ବସୁଙ୍କ ସନ୍ତାନର କଷ୍ଟଡିକୁ ନେଇ ବିବାଦ … Read More

ବିହାରରେ ବାଣ ବିସ୍ଫୋରଣ: ୭ ମୃତ

ବିହାର :ଶୁକ୍ରବାର ସନ୍ଧ୍ୟାରେ ବିହାର ସିୱାନ ଜିଲା ଆଲାମପୁର ଗଁରେ ବାଣ ବିସ୍ଫୋରଣ ଘଟି ୭ ଜଣ ମୃତ୍ୟୁବରଣ କରିଥିବା ପ୍ରାଥମିକ ଖବରରୁ ଜଣାପଡିଛି । ଲାଇସେନ୍ସ ପ୍ରାପ୍ତ ବାଣ ଦୋକାନରେ ବାଣ ପ୍ରସ୍ତୁତି ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି … Read More

ପୋଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀଙ୍କ ଦ୍ବିପାକ୍ଷିକ କଥାବାର୍ତ୍ତା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ତାଙ୍କ ପୋଲାଣ୍ଡ ପ୍ରତିପକ୍ଷ ଡୋନାଲ୍ଡ ଟସ୍କଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ନୂଆଦିଲ୍ଲୀର ହାଇଦରାବାଦ ହାଉସରେ ଅନୁଷ୍ଠିତ କଥାବାର୍ତ୍ତା କାଳରେ ଉଭୟ ନେତା ପ୍ରତିରକ୍ଷା, ମହାକାଶ ଓ ପରମାଣୁ ଶକ୍ତି କ୍ଷେତ୍ରରେ ପରସ୍ପରକୁ … Read More

ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କଲେ ସୋନମ୍ ୱାଙ୍ଗଚୁକ୍

ନୂଆଦିଲ୍ଲୀ: କ୍ଲାଇମେଟ୍ ଏକ୍ଟିବିସ୍ଟ ସୋନମ୍ ୱାଙ୍ଗଚୁକ୍ କେନ୍ଦ୍ର ସରକାରଙ୍କ ଉପରେ ମେ’ ୨୦୨୬ରେ ଲଦାଖର ବିଭିନ୍ନ ଗ୍ରୁପ୍ ସହ ହୋଇଥିବା ବୁଝାମଣାରୁ ଓହରିଯିବା ଅଭିଯୋଗ ଆଣିଛନ୍ତି । ଯେଉଁଥିରେ କେନ୍ଦ୍ରଶାସିତ ଅଞ୍ଚଳ (UT) ସ୍ତରରେ ଏକ ନିର୍ବାଚିତ ସଂସ୍ଥା ଗଠନ କରିବା କଥା … Read More