ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ: ଗିରଫ ହେବେ ବିଜେପି ମନ୍ତ୍ରୀଙ୍କ ପୁଅ

ତେଲେଙ୍ଗାନା: ଜଣେ ୧୭ ବର୍ଷୀୟ ଝିଅକୁ ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ ବନ୍ଦୀ ବାଗୀରଥଙ୍କ ବିରୁଦ୍ଧରେ ପୋକ୍ସୋ ଆଇନ ଲାଗୁ ହୋଇଛି। ନାବାଳିକା ଝିଅର ପରିବାର ଯୌନ ନିର୍ଯାତନା ଅଭିଯୋଗ କରିବା ପରେ … Read More

ରାଜ୍ୟପାଳଙ୍କୁ ଭେଟିଲେ ବିଜୟ ଥାଲାପତି

ତାମିଲନାଡୁ : ଟିଭିକେ ମୁଖ୍ୟ ବିଜୟ ଲୋକଭବନରେ ତାମିଲନାଡୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟିଛନ୍ତି। କଂଗ୍ରେସ, ସିପିଆଇ, ସିପିଆଇ(ଏମ୍), ଭିସିକେ ଏବଂ ଆଇୟୁଏମଏଲର ସମର୍ଥନରେ, ୧୨୧ ଜଣ ବିଧାୟକ ଏବେ ଟିଭିକେକୁ ସମର୍ଥନ ଜଣାଇଛନ୍ତି। ବିଜୟଙ୍କ ପାଇଁ ରାଜ୍ୟରେ ସରକାର … Read More

ଟିଏମସି ନେତାଙ୍କ ଘରୁ ୩ ବନ୍ଧୁକ, ୧୪୦ ଗୁଳି ଜବତ

କୋଲକତା: ଶପଥ ନେବାର ୬ଘଣ୍ଟା ନପୂରୁଣୁ ଟିଏମସି ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଶୁଭେନ୍ଦୁ ସରକାର। ମୁର୍ଶିଦାବାଦରେ ଟିଏମସି ନେତାଙ୍କ ସହଯୋଗୀଙ୍କ ଘରୁ ୩ଟି ରିଭଲଭର ଓ ୧୪୦ ରାଉଣ୍ଡ ଗୁଳି ଜବତ ହୋଇଛି। ସୂଚନା ଅନୁସାରେ ବ୍ରହ୍ମପୁରର ସଇଦାବାଦ ଗିର୍ଜାପାରା … Read More

ମ୍ୟାଜିକ ନମ୍ବର ପାର କଲେ ବିଜୟ, ଖୁବ ଶୀଘ୍ର ଶପଥ ଗ୍ରହଣ କରିବେ

ତାମିଲନାଡ଼ୁ: ବିଜୟଙ୍କ ଶପଥ ଗ୍ରହଣ ପାଇଁ ରାସ୍ତା ସଫା ।  ଭିସିକେ ଦେଲା ନିସର୍ତ୍ତ ସମର୍ଥନ ।  ଯାହା ପାଇଁ ଝୁଲି ରହିଥିଲା ବିଜୟଙ୍କ ଶପଥ ଗ୍ରହଣ ।  ଏବେ ପାର ହେଲା ମ୍ୟାଜିକ ନମ୍ବର ।  ଭିସିକେ ସମର୍ଥନ ପରେ … Read More

ସୋସିଆଲ ମିଡିଆ X ରେ ବାୟୋ ବଦଳାଇଲେ, ‘ପୂର୍ବତନ ମୁଖ୍ୟମନ୍ତ୍ରୀ’ ନୁହେଁ ମୁଖ୍ୟମନ୍ତ୍ରୀ ଲେଖିଲେ ମମତା

କୋଲକାତା  : ‘ପୂର୍ବତନ ମୁଖ୍ୟମନ୍ତ୍ରୀ’ ନୁହେଁ, ମୁଖ୍ୟମନ୍ତ୍ରୀ ।  ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମମତା ସୋସିଆଲ ମିଡିଆ Xରେ ବାୟୋ ବଦଳାଇଛନ୍ତି ।  କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଲେଖି ନାହାନ୍ତି । ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ଲେଖାଯାଇଛି … Read More

କାରିବିଆନ୍ ପ୍ରିନ୍ସେସ୍ କ୍ରୁଜ୍ ଜାହାଜରେ ବ୍ୟାପୁଛି ନୋରୋଭାଇରସ୍, ୧୦୨ ଯାତ୍ରୀ ଓ ୧୩ କ୍ରୁ ସଦସ୍ୟ ଆକ୍ରାନ୍ତ

ନୂଆଦିଲ୍ଲୀ : କାରିବିଆନ୍ ପ୍ରିନ୍ସେସ୍ କ୍ରୁଜ୍ ଜାହାଜରେ ନୋରୋଭାଇରସ୍ ବ୍ୟାପିଛି। ଏଥିରେ ଥିବା ୩୧୧୬ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦୨ ଜଣ ଯାତ୍ରୀ ଏବଂ ୧୩ ଜଣ କ୍ରୁ ସଦସ୍ୟ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇପଡ଼ିଛନ୍ତି ।  ଯାହାର ମୁଖ୍ୟ ଲକ୍ଷଣ ଝାଡା … Read More

ବେଙ୍ଗଲର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗ : ହଜାର ହଜାର ଲୋକଙ୍କ ଉପସ୍ଥିତିରେ କଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ । ବେଙ୍ଗଲର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଶୁଭେନ୍ଦୁ ଅଧିକାରୀ । ପଦ ଏବଂ ଗୋପନୀୟତାର ଶପଥ … Read More

ନୂଆ CDS ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଏନ.ଏସ ରାଜା ସୁବ୍ରମଣି

ନୂଆଦିଲ୍ଲୀ: ନୂଆ CDS ନିଯୁକ୍ତ । ଲେଫ୍ଟନାଣ୍ଟ ଜେନେରାଲ ଏନ.ଏସ ରାଜା ସୁବ୍ରମଣି CDS ଭାବେ ନିଯୁକ୍ତ ହୋଇଛନ୍ତି । ନୂଆ ଚିଫ୍ ଡିଫେନ୍ସ ଷ୍ଟାଫ ନିଯୁକ୍ତ କଲେ ଭାରତ ସରକାର । ସାମରିକ ବ୍ୟାପାର ବିଭାଗ ସଚିବ ଭାବେ ମଧ୍ୟ କାର୍ଯ୍ୟ … Read More

ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ, ୯ରେ ଶପଥ ଗ୍ରହଣ

କଲକତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ବିଜେପି ବିଧାୟକ ଦଳ ବୈଠକର ଅଧ୍ୟକ୍ଷତା କରି ଶୁଭେନ୍ଦୁ ଅଧିକାରୀଙ୍କୁ ସପକ୍ଷରେ ସମସ୍ତ ପ୍ରସ୍ତାବ ଗ୍ରହଣ କରିଛନ୍ତି। ବିଜେପି ଦଳ ବିଧାୟକ ଭାବେ ନିର୍ବାଚିତ ପରେ ଆଗାମୀ ୯ତାରିଖ ଶନିବାର ମୁଖ୍ୟମନ୍ତ୍ରୀ ଭାବେ … Read More

ପଶ୍ଚିମବଙ୍ଗ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପଦ ହରାଇଲେ ଦିଦି

କଲକାତା : ପଶ୍ଚିମବଙ୍ଗ ରାଜ୍ୟପାଳ ଆରଏନ୍ ରବି ଗୁରୁବାର ରାଜ୍ୟ ବିଧାନସଭା ଭଙ୍ଗ କରିଛନ୍ତି। ଏହାଦ୍ବାରା ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ସରକାରର ଅନ୍ତ ହେବା ସହିତ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦ ହରାଇଛନ୍ତି। ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ … Read More