ନିର୍ବାଚନ ପୂର୍ବରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କଲେ ଯୋଗୀ ସରକାର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ରବିବାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଅନେକ ବିଧାୟକଙ୍କୁ ନୂତନ ମନ୍ତ୍ରୀ ମଣ୍ଡଳରେ ସାମିଲ କରି ଦଳକୁ ମଜବୁତ କରିଛନ୍ତି ଯୋଗୀ। ମନ୍ତ୍ରୀ ଭାବରେ ଶପଥ ନେଇଥିବା … Read More

କଂଗ୍ରେସ ସୁବିଧାବାଦୀ, କେବଳ ବିଶ୍ୱାସଘାତକତା କରିବା ଜାଣିଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ବେଙ୍ଗାଲୁରୁରେ ଦି ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର ୪୫ତମ ବାର୍ଷିକୀ ସମାରୋହରେ ଯୋଗଦେଇ କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ସୁବିଧାବାଦୀ। କେବଳ ବିଶ୍ୱାସଘାତକତା କରିବା ଜାଣିଛି। ତାମିଲନାଡୁର ବର୍ତ୍ତମାନର … Read More

ନେପାଳରେ ଭୂମିକମ୍ପ, ତୀବ୍ରତା ୪.୧

ନେପାଳ : ଆଜି ନେପାଳର ପାର୍ବତ୍ୟାଞ୍ଚଳ ଜିଲ୍ଲା ଦାର୍ଚୁଲାରେ ଭୂମିକମ୍ପ ଝଟକା । ଯାହାର ତୀବ୍ରତା ୪.୧ ଥିବା ଜଣାପଡିଛି । ଆଜି ସକାଳ ପ୍ରାୟ ୧୧ଟା ୫୫ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ଦାର୍ଚୁଲା ଜିଲ୍ଲାର … Read More

ଥାଲପତି ବିଜୟଙ୍କ ବଡ଼ ଘୋଷଣା, ମିଳିବ ୨୦୦ ୟୁନିଟ ମାଗଣା ବିଜୁଳି

ତାମିଲନାଡୁ : ବିଜୟଙ୍କ ବଡ଼ ଘୋଷଣା ।  ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପରେ ପରେ ବଡ଼ ଘୋଷଣା କଲେ ଥାଲାପତି ବିଜୟ । ଜନତାଙ୍କୁ ମିଳିବ ୨୦୦ ୟୁନିଟ ମାଗଣା ବିଜୁଳି ।  ସେହିପରି ମହିଳାଙ୍କ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଘୋଷଣା … Read More

ଫ୍ଲୋରିଡାରେ ବୋଟ୍ ବିସ୍ଫୋରଣ, ୧୧ ଆହତ

ଆମେରିକା : ଆମେରିକାର ଫ୍ଲୋରିଡାରେ ମିଆମି ବିଚ୍ ନିକଟରେ ଥିବା ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ହାଉଲୋଭର ସ୍ୟାଣ୍ଡବାରରେ ବୋଟ୍ ବିସ୍ଫୋରଣ ହୋଇଛି । ଡଙ୍ଗାରୁ ଗ୍ୟାସ୍ ଲିକ୍ ହେବା ପରେ ବିସ୍ଫୋରଣ ଘଟିଥିବା ଜଣାପଡିଛି । ସୂଚନାନୁଯାୟୀ, ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ହାଉଲୋଭର … Read More

ତାମିଲନାଡୁରେ ବିଜୟଙ୍କ ଯୁଗ, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ତାମିଲନାଡୁ : ତାମିଲନାଡୁରେ ବିଜୟଙ୍କ ଯୁଗ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଥାଲପତି ବିଜୟ । ୧୯୭୬ ପରେ ପ୍ରଥମ ଅଣଦ୍ରାବିଡ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । … Read More

ଆତଙ୍କୀ ଆକ୍ରମଣ ଆଶଙ୍କା: ଦିଲ୍ଲୀରେ ହାଇଆଲର୍ଟ

ନୂଆଦିଲ୍ଲୀ : ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଅନେକ ଅଞ୍ଚଳକୁ, ସରକାରୀ କାର୍ଯ୍ୟାଳୟ ଏବଂ ଜନଗହଳି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୂଚନାନୁଯାୟୀ, ପ୍ରମୁଖ ସରକାରୀ କୋଠା, ରାଜନୈତିକ କାର୍ଯ୍ୟାଳୟ, … Read More

ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ସଞ୍ଜିବ ଆରୋରା ଗିରଫ: ସରକାରୀ ବାସଭବନରେ ରେଡ୍ ପରେ ଇଡ଼ିର କାର୍ଯ୍ୟାନୁଷ୍ଠାନ

ଚଣ୍ଡିଗଡ଼: ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ଏବଂ ଆମ୍ ଆଦ୍‌ମୀ ପାର୍ଟି (ଏଏପି)ର ବରିଷ୍ଠ ନେତା ସଞ୍ଜୀବ ଆରୋରାଙ୍କ ସମ୍ପର୍କରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଦଳ ଶନିବାର ସକାଳେ ଚଣ୍ଡିଗଡ଼ରେ ତାଙ୍କ ସରକାରୀ ବାସଭବନରେ … Read More

ନରେନ୍ଦ୍ର ମୋଦୀଙ୍କୁ ହରାଇବ କଂଗ୍ରେସ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର କ୍ରମବର୍ଦ୍ଧିତ ଶକ୍ତି ତଥା ଗୋଟିଏ ପରେ ଗୋଟିଏ ରାଜ୍ୟରେ କ୍ଷମତା ହାସଲ କରିବା ପରେ ବିରୋଧୀ ଦଳଗୁଡ଼ିକ ଅତ୍ୟନ୍ତ ଦୁର୍ବଳ ପରି ଜଣାପଡ଼ୁଛନ୍ତି। ବିଶେଷ କରି ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଓ ତାମିଲନାଡ଼ୁରେ … Read More

ସଫଳ ହେଲା ଭାରତର ‘ଅଗ୍ନି’ ପରୀକ୍ଷଣ, ଗୋଟିଏ ମିସାଇଲରେ ଧ୍ୱଂସ ହେବ ଶତ୍ରୁର ଅନେକ ସହର

ନୂଆଦିଲ୍ଲୀ: ଶତ୍ରୁ ଶିବିରରେ କମ୍ପନ ।  ଭାରତର ସଫଳ ‘ଅଗ୍ନି’ ପରୀକ୍ଷଣ ।  ଏବେ ଗୋଟିଏ ମିସାଇଲରେ ଧ୍ୱଂସ ହେବ ଶତ୍ରୁର ଅନେକ ସହର ।  ଭାରତର ସାମରିକ ଶକ୍ତିରେ ଆଉ ଏକ ଶକ୍ତିଶାଳୀ ଅସ୍ତ୍ର ଯୋଡ଼ି ହୋଇଛି ।  ଓଡ଼ିଶା … Read More