ସିବିଏସଇର ବଡ଼ ନିଷ୍ପତ୍ତି, ନବମ ଓ ଦଶମରେ ୩ଟି ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଜୁଲାଇ ୧ରୁ ୯ମ ଏବଂ ୧୦ମ ଶ୍ରେଣୀ ଛାତ୍ରଙ୍କ ପାଇଁ ୩ଟି ଭାଷା ଜାଣିଥିବା ବାଧ୍ୟତାମୂଳକ କରାଯାଇଛି । ଏହି ନୂଆ ନିୟମ ଜୁଲାଇ ୧, ୨୦୨୬ ଶିକ୍ଷାବର୍ଷ ୨୦୨୬-୨୭ରୁ ଆରମ୍ଭ ହେବ … Read More

ଗଛରେ ପିଟି ହେଲା କାର୍, ୫ ମୃତ

ଆଜମଗଢ : ଉତ୍ତରପ୍ରଦେଶ ଆଜମଗଢର ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ଦ୍ରୁତ ଗତିରେ ଆସୁଥିବା ଏକ କାର୍ କଣ୍ଟେନର ଭିତରେ ପସିଯାଇଥିଲା, ଫଳରେ ୫ ଜଣଙ୍କ ଜୀବନ ଚାଲିଯାଇଥିବା ଜଣାପଡିଛି … Read More

ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ, ଜବରଦସ୍ତ ଖୁଆଇଲା ଗର୍ଭପାତ ଔଷଧ

ରାଜସ୍ଥାନ : ଗର୍ଭବତୀ ପତ୍ନୀକୁ ଜବରଦସ୍ତି ଗର୍ଭପାତ ଔଷଧ ଖୁଆଇ ହତ୍ୟା କଲା ସ୍ବାମୀ । ରାଜସ୍ଥାନ ଭିଲୱାଡା ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବ୍ୟକ୍ତି ଜଣକ ନିଜ ଗର୍ଭବତୀ ପତ୍ନୀକୁ ପିଟି ପିଟି ହତ୍ୟା କରିବା ଅଭିଯୋଗ ହୋଇଛି … Read More

ବ୍ରିଟିଶ ଯୁଗର ‘ଭିଆଇପି ସଂସ୍କୃତି’କୁ ହଟାଇଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ସରକାରୀ କାର୍ଯ୍ୟାଳୟରେ ଭିଆଇପି ଚେୟାରରେ ଦେଖାଯାଉଥିବା ଦୀର୍ଘଦିନର “ଟାୱେଲ୍ ସଂସ୍କୃତି”କୁ ବନ୍ଦ କରିଛନ୍ତି। ଜଣେ ପରିବେଶବିତ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ଗଣାମଧ୍ୟମ ଏକ୍ସରେ ଆବେଦନ କରିଥିଲେ। ଆବେଦନର ୨୪ଘଣ୍ଟା ମଧ୍ୟରେ, ବିଜୟ ଚୁପଚାପ୍ ଏହି … Read More

ଆନ୍ଧ୍ର ସରକାରଙ୍କ ଘୋଷଣା: ତୃତୀୟ ସନ୍ତାନ ପାଇଁ ୩୦ ହଜାର, ଚତୁର୍ଥ ସନ୍ତାନ ପାଇଁ ମିଳିବ ୪୦ ହଜାର !

ଆନ୍ଧ୍ରପ୍ରଦେଶ : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସରକାର ରାଜ୍ୟବାସୀଙ୍କ ପାଇଁ ଏକ ନୂଆ ସ୍କିମ ଆଣିଛନ୍ତି । ଏହି ଯୋଜନାରେ ସରକାର ଏବେ ତୃତୀୟ ସନ୍ତାନ ପାଇଁ ୩୦ ହଜାର ଟଙ୍କା ଏବଂ ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର … Read More

ବହିଷ୍କୃତ ହେଲେ IAS ଅଫିସର

ନୂଆଦିଲ୍ଲୀ: IAS ଅଫିସର ଚାକିରିରୁ ବହିଷ୍କୃତ!। ଦୁର୍ନୀତି ଅଭିଯୋଗରେ ଆଇଏଏସ ପଦ୍ମା ଜୈସୱାଲ ଚାକିରିରୁ ବହିଷ୍କୃତ ହୋଇଛନ୍ତି । ୨୦ ବର୍ଷ ତଳର ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର । ଦୁର୍ନୀତି ଓ ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ୨୦୦୩ … Read More

ଯୁଦ୍ଧବିରତିକୁ ୪୫ ଦିନକୁ ବୃଦ୍ଧି କଲା ଆମେରିକା

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଆମେରିକା ମଧ୍ୟସ୍ଥତାରେ ୱାଶିଂଟନରେ ଦୁଇ ଦିନିଆ ଉଚ୍ଚସ୍ତରୀୟ ଆଲୋଚନା ପରେ ଇସ୍ରାଏଲ ଏବଂ ଲେବାନନ ସେମାନଙ୍କର ଅସ୍ତ୍ରବିରତିକୁ ଆଉ ୪୫ ଦିନ ପାଇଁ ବୃଦ୍ଧି କରିବାକୁ … Read More

କେଜରିୱାଲଙ୍କ ସମେତ ୭ଜଣଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲାରେ ଅଭିଯୁକ୍ତ ଆପ୍ ଆବାହକ ଅରବିନ୍ଦ କେଜରିୱାଲ ଓ ଅନ୍ୟ ୬ ଆପ୍ ନେତାଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି। ନ୍ୟାୟପାଳିକା ବିରୋଧରେ ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ଅପପ୍ରଚାର … Read More

ପ୍ରତିରକ୍ଷା, ଗ୍ୟାସ ଓ ତୈଳ ଭଣ୍ଡାର କ୍ଷେତ୍ରରେ ଭାରତ-ୟୁଏଇ ରାଜିନାମା ସ୍ବାକ୍ଷରିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୫ ଦେଶୀୟ ଗସ୍ତରେ ଯାଇ ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟସରେ ପହଞ୍ଚିଛନ୍ତି। ସେଠାରେ ତାଙ୍କର ମାତ୍ର ଅଢ଼େଇ ଘଣ୍ଟାର ରହଣି ମଧ୍ୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ଏଲ୍‌ପିଜି ଯୋଗାଣ ଓ ରଣନୈତିକ … Read More

ଏଣିକି ଓଏମ୍ଆର ସିଟ୍ ବଦଳରେ ଅନଲାଇନ ହେବ ନିଟ୍ ପରୀକ୍ଷା

ନୂଆଦିଲ୍ଲୀ : ନିଟ୍ ପେପର ଲିକ୍ ପ୍ରସଙ୍ଗରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ବୟାନ ଦେଇଛନ୍ତି । ସେ କହିଛନ୍ତି, ସରକାରଙ୍କ ପ୍ରାଥମିକତା ହେଉଛି ଛାତ୍ରଛାତ୍ରୀଙ୍କ କଲ୍ୟାଣ । କିଛି ଲୋକ ସୋସିଆଲ ମିଡିଆରେ ଭ୍ରମ ସୃଷ୍ଟି … Read More