ବିଶ୍ୱ ବାଣିଜ୍ୟ ପାଇଁ ସମୁଦ୍ର ପଥର ସୁରକ୍ଷା ଜରୁରୀ: ଆମେରିକା ଓ ଇରାନକୁ ପିଏମ୍ ମୋଦିଙ୍କ ପରୋକ୍ଷ ବାର୍ତ୍ତା

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତି ଏବଂ ଭୂ-ରାଜନୀତିରେ ବ୍ରିକ୍ସ ସମୂହର ଗୁରୁତ୍ୱ କ୍ରମାଗତ ଭାବେ ବୃଦ୍ଧି ପାଉଛି । ବ୍ରିକ୍ସ ବିଜନେସ୍ ଫୋରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସଶକ୍ତ ଏବଂ ବିକଶିତ ଭାରତର ଚିତ୍ର ଉପସ୍ଥାପନ କରିବା ସହ … Read More

ମୋଦୀ-ପୁଟିନ ଦ୍ୱିପାକ୍ଷିକ ବୈଠକ: ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ତିନିଦିନିଆ ଭାରତ ଗସ୍ତରେ ଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ବୈଠକରେ ଭାରତ-ରୁଷ ସମ୍ପର୍କର ବିଭିନ୍ନ ଦିଗ ସହ … Read More

ବ୍ରିକ୍ସ ସମ୍ମିଳନୀ ପାଇଁ ଭାରତରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ

ନୂଆଦିଲ୍ଲୀ : ଭାରତରେ ପହଞ୍ଚି ସାରିଛନ୍ତି ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ। ସେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ଏବଂ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ। କିର୍ଗିଜସ୍ତାନର ବିଶକେକରେ ଏସସିଓ ସମ୍ମିଳନୀ ଅବସରରେ … Read More

ମୁମ୍ବାଇ ଏୟାରପୋର୍ଟରୁ ମସଜିଦ ହଟାଇବାକୁ MMRDAର ନିର୍ଦ୍ଦେଶ

ମହାରାଷ୍ଟ୍ର:  ମୁମ୍ବାଇ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ପରିସରରେ ନିର୍ମିତ ଏକ ମସଜିଦକୁ ବେଆଇନ ବୋଲି ଦର୍ଶାଇ ଏହାକୁ ହଟାଇବା ପାଇଁ ଆଦେଶ ଦେଇଛି ମହାରାଷ୍ଟ୍ର ରିଜିଓନାଲ୍ ଆଣ୍ଡ ଡେଭଲପମେଣ୍ଟ ଅଥରିଟି (MMRDA) । ବିମାନବନ୍ଦରର ଟର୍ମିନାଲ୍-୨ର VIP ଆରାଇଭାଲ୍ ଏବଂ ଟ୍ୟାକ୍ସି ଷ୍ଟାଣ୍ଡ ଅଞ୍ଚଳରେ … Read More

କଙ୍ଗୋର ୨ଟି ସ୍କୁଲରେ ଭୟଙ୍କର ଅଗ୍ନିକାଣ୍ଡ: ୨୬ ମୃତ, ଅନେକ ଆହତ

କଙ୍ଗୋ: ଗୁରୁବାର ଦିନ କଙ୍ଗୋର ପୂର୍ବ ଡେମୋକ୍ରାଟିକ୍ ରିପବ୍ଲିକ୍ ସହର ବୁକାଭୁରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ଦୁଇଟି ସ୍କୁଲରେ ଅଗ୍ନିକାଣ୍ଡ ଘଟି ୨୬ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆଗକୁ … Read More

ବ୍ରିକ୍ସ ସମିଟ୍ ପାଇଁ ଦିଲ୍ଲୀରେ ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା, ୩୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ

ନୂଆଦିଲ୍ଲୀ: ୧୮ତମ ବ୍ରିକ୍ସ ସମ୍ମିଳନୀ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଏହା ସହିତ ରାଜଧାନୀ ଦିଲ୍ଲୀ ଏବେ ସୁରକ୍ଷା ବଳୟ ମଧ୍ୟରେ ରହିଛି । ସମ୍ମିଳନୀକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଭେଦ୍ୟ କରାଯାଇଛି । ଲୁଟିୟନ୍ସ ଦିଲ୍ଲୀ ଏବଂ … Read More

ଚର୍ଚ୍ଚ ଛାତ ଭୁଶୁଡ଼ି ୩ ମୃତ, ୧୧ ଆହତ

ତାମିଲନାଡୁ: ଗତକାଲି ରାତିରେ ତାମିଲନାଡୁର ଭେଲୋରରେ ଏକ ନିର୍ମାଣଧୀନ ଚର୍ଚ୍ଚର ଛାତ ଭୁଶୁଡ଼ି ପଡ଼ିଛି । ଫଳରେ ଭଗ୍ନାବଶେଷ ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଅଗ୍ନିଶମ ବାହିନୀ … Read More

ନିର୍ମାଣାଧୀନ ବ୍ରିଜର ଲାଞ୍ଚର ଭୁଶୁଡି ୮ ଶ୍ରମିକ ଗୁରୁତର

ବିହାର : ବିହାର ଲାଲଗଂଜରେ ଭୁଶୁଡିଲା ନିର୍ମାଣାଧୀନ ବ୍ରିଜର ଲାଞ୍ଚର । ଲାଞ୍ଚର ଭୁଶୁଡିବା ଯୋଗୁଁ ୮ ଜଣ ଶ୍ରମିକ ଆହତ ହୋଇଛନ୍ତି । ଘଟଣାରେ ୨ ଜଣକ ଅବସ୍ଥା ଗୁରୁତର ରହିଛି । ଅଘଟଣ ପରେ ଘଟଣା ସ୍ଥଳରେ ପ୍ରବଳ ଭିଡ଼ … Read More

ବିଧାନସଭା ନିର୍ବାଚନ ପୂର୍ବରୁ ବିଏସପିରୁ ଭଣଜା ଆକାଶ ଆନନ୍ଦକୁ ବହିଷ୍କୃତ କଲେ ମାୟାବତୀ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିରେ ହଲଚଲ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଏସପି ସୁପ୍ରିମୋ ମାୟାବତୀ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦଳର ଜାତୀୟ ସଂଯୋଜକ ତଥା ତାଙ୍କ ନିଜ ଭଣଜା ଆକାଶ ଆନନ୍ଦଙ୍କୁ ପାର୍ଟିରୁ … Read More

ଗ୍ୟାଙ୍ଗଷ୍ଟର ଅବୁ ସଲେମଙ୍କ ଆଗୁଆ ମୁକ୍ତି ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୧୯୯୩ ମସିହାର ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣ ମାମଲାର ଦୋଷୀ ତଥା ଗ୍ୟାଙ୍ଗଷ୍ଟର ଅବୁ ସଲେମଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି । ସମୟ ପୂର୍ବରୁ ଜେଲରୁ ମୁକ୍ତି ପାଇଁ କରିଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି । ଜଷ୍ଟିସ୍ … Read More