କୋଟିଆରେ ଆନ୍ଧ୍ର କ୍ୟାବିନେଟ୍‌ ମନ୍ତ୍ରୀଙ୍କ ବିବାଦୟ ବୟାନ, ‘ଓଡ଼ିଶା ବାସିନ୍ଦାଙ୍କୁ ବାନ୍ଧ’

ପଟ୍ଟାଙ୍ଗି: ଓଡ଼ିଶା ସୀମା ଭିତରେ ପଶି ଆନ୍ଧ୍ରପ୍ରଦେଶର ଆଦିବାସୀ ମନ୍ତ୍ରୀ ଜି ସନ୍ଧ୍ୟାରାଣୀ ଏକ ନୂତନ ସଡ଼କର ଉଦ୍‌ଘାଟନ କଲେ, ନିର୍ଭୟରେ ସାଧାରଣ ସଭା କଲେ। କେବଳ ସଭାନୁହେଁ, ଓଡ଼ିଶା ପୁଲିସ ଓ ସାମ୍ବାଦିକଙ୍କ ବିରୋଧରେ ବିନାଦ୍ବନ୍ଦ୍ବରେ ବିବାଦୀୟ ମନ୍ତବ୍ୟ ଦେଲେ। … Read More

ସ୍ୱାବଲମ୍ବୀ ଯୁବକଙ୍କ ଉପରେ ସରକାରଙ୍କ ଫୋକସ୍, ଜୁନ୍ ୧୨ରୁ ବ୍ଲକସ୍ତରରେ ‘ସ୍ୱାବଲମ୍ବୀ ଯୁବ-ସମୃଦ୍ଧ ଓଡ଼ିଶା ସମାବେଶ’

ଭୁବନେଶ୍ବର ୧୦।୬: ରାଜ୍ୟର ଯୁବପିଢ଼ୀଙ୍କୁ ସ୍ୱାବଲମ୍ବୀ କରିବା, ଉଦ୍ୟୋଗୀ ସୃଷ୍ଟିକୁ ପ୍ରୋତ୍ସାହନ ଦେବା ଏବଂ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ବଢ଼ାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଆସନ୍ତା ୧୨ ଜୁନ୍‌ରୁ ସମଗ୍ର ରାଜ୍ୟର ବ୍ଲକସ୍ତରରେ ‘ସ୍ୱାବଲମ୍ବୀ ଯୁବ–ସମୃଦ୍ଧ ଓଡ଼ିଶା ସମାବେଶ’ ଆୟୋଜନ … Read More

ରମ୍ଭାଦେଇପୁର ନାବାଳିକାଙ୍କ ’ଦାହମୃତ୍ୟୁ’ ମାମଲା, ପୁଲିସ ଅବହେଳା ଜଳଜଳ

ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ରମ୍ଭାଦେଇପୁରରେ ନାବାଳିକା ପୋଡ଼ି ହୋଇ ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ମେଡିକାଲ ପକ୍ଷରୁ ଘଟଣା ଦିନ(ମଇ ୨୩) ସୂଚନା ଦିଆ ଯାଇଥିବା ସତ୍ତ୍ବେ ପୁଲିସ ପକ୍ଷରୁ ସେପରି କୌଣସି ତତ୍ପରତା ପ୍ରକାଶ ପାଇ … Read More

ସନ୍ଦେହ ବଢ଼ାଇଲା RDXର ବ୍ୟବହାର, ଅପରାଧିକ ଲିଙ୍କ୍ ଆଉ ଆତଙ୍କୀ ହମଲା ସମ୍ପର୍କିତ ତଦନ୍ତ କରିବ NIA

ଭୁବନେଶ୍ବର ୬।୪: ରାଜଧାନୀ ଆଜାଦନଗର ବିସ୍ଫୋରଣ ଘଟଣାର ତଦନ୍ତ କରିବ NIA । ବିସ୍ଫୋରଣ ଘଟଣାରେ ଅପରାଧିକ ଲିଙ୍କ୍, ଆତଙ୍କୀ ହମଲା ସମ୍ପର୍କିତ ତଦନ୍ତ କରିବ NIA । ଗତ ଜାନୁଆରୀ ୨୭ ତାରିଖରେ ସୁନ୍ଦରପଦା ଆଜାଦନଗରରେ ହୋଇଥିଲା ଭୟଙ୍କର ବିସ୍ଫୋରଣ … Read More

୧୦ ବର୍ଷରେ ୫୭୨ ବନ୍ଦୀଙ୍କର ଅକାଳ ମୃତ୍ୟୁ: କଏଦୀଙ୍କୁ କାଳ ସାଜିଛି ମ୍ୟାଲେରିଆ, ହୃଦ୍‌ରୋଗ, କିଡ୍‌ନୀ ରୋଗ

ଭୁବନେଶ୍ୱର ୧୮/୦୨: ରାଜ୍ୟର ଜେଲ୍ ଏବେ ରୋଗଣା । ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏବେ ଏକରକମ ଠପ୍ । ଏକଥା ଆମେ କହୁନୁ ବରଂ ଖୋଦ୍ ଜେଲ୍ ବିଭାଗର ତଥ୍ୟ କହୁଛି । ଅସମୟରେ ଯାଇଛି ଗତ ୧୦ ବର୍ଷ ଭିତରେ ରାଜ୍ୟର … Read More

ସୁପ୍ରିମକୋର୍ଟଙ୍କ ନିୟମ ଉଲ୍ଲଂଘନ କରିବାକୁ ନିର୍ବାଚନ କମିଶନ କିପରି ସାହସ କଲେ?

ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ, ଏସଆଇଆର ଉପରେ ରାଜ୍ୟରେ ଏକ ତୀବ୍ର ବିବାଦ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏସଆଇଆର ସମ୍ପର୍କରେ ବିଜେପି ଏବଂ ନିର୍ବାଚନ କମିଶନଙ୍କୁ ନିରନ୍ତର ଟାର୍ଗେଟ କରି ଆସୁଛନ୍ତି। ଆଜିି ମମତା ନିର୍ବାଚନ କମିଶନ … Read More

ଆସନ୍ତାକାଲି ‘ଭାରତ ବନ୍ଦ’, ସାମିଲ ହେବେ ୩୦ କୋଟିରୁ ଅଧିକ ଶ୍ରମିକ

ନୂଆଦିଲ୍ଲୀ: ୧୨ ଫେବୃଆରୀରେ ‘ଭାରତ ବନ୍ଦ’ । ଦେଶବ୍ୟାପୀ ହେବ ଚକା ଜାମ୍! । ଆସନ୍ତାକାଲି ଭାରତ ବନ୍ଦ ପାଇଁ କୃଷକ ଓ ଶ୍ରମିକ ସଂଘର ବଡ଼ ପ୍ରସ୍ତୁତି । କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ … Read More

କ୍ଷମତା ପାଇଁ ଏକାଠି ହେଲେ ବିଜେପି-କଂଗ୍ରେସ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଏକ ପୌର ପରିଷଦରେ କ୍ଷମତା ହାତେଇବା ପାଇଁ ବିଜେପି ଓ କଂଗ୍ରେସ ଏକାଠି ହୋଇଛନ୍ତି । ମହାରାଷ୍ଟ୍ରର ଅମ୍ବରନାଥ ପୌରପାଳିକା ଦଖଲ କରିବା ପାଇଁ ଏହି ଅଜବ ମେଣ୍ଟ ହୋଇଛି । ଯାହା କେବେ ଘଟିବ ନାହିଁ ବୋଲି … Read More

ୟୁନୁସଙ୍କୁ ଆମେରିକାର ଝଟକା, ଆବାମୀ ଲିଗ୍ ଉପରୁ ବ୍ୟାନ ହଟାଇବାକୁ ନିର୍ଦ୍ଦେଶ

ଢାକା ୨୪।୧୨: ବାଂଲାଦେଶରେ ଫେବୃଆରୀରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ପୂର୍ବରୁ ଶେଖ ହସିନାଙ୍କ ଦେଶକୁ ଫେରିବା ରାସ୍ତା ଖୋଲୁଥିବାର ଦେଖାଯାଉଛି। ଏଥି ପାଇଁ ମହମଦ ୟୁନୁସଙ୍କ ଏକଛତ୍ରବାଦୀ ଅନ୍ତରୀଣ ସରକାରଙ୍କ ଉପରେ ଅନ୍ତର୍ଜାତୀୟ ଚାପ ବଢିବାରେ ଲାଗିଛି। ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଭାବଶାଳୀ … Read More

ବିବାଦ ଘେରରେ ଓଡ଼ିଶା ସାଇକେଲିଂ ଆସୋସିଏସନ୍

କଟକ ୨୪।୧୨: ବିବାଦ ଘେରରେ ଓଡ଼ିଶା ସାଇକେଲିଂ ଆସୋସିଏସନ୍ । ଉତ୍ତରାଖଣ୍ଡରେ ଆୟୋଜିତ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯାଇଥିବା ଖେଳାଳି ମାନଙ୍କୁ ମୁଣ୍ଡ ମାଲିସ ଓ ଘସା ମୋଡାରେ ଲଗାଇବା ସହ କୋଚ୍‌ ମାଡ଼ ମାରିଥିଲେ ଫିଟର … Read More