ପାଲଘର ବାଣ କାରଖାନାରେ ବିସ୍ଫୋରଣ, ୨ ମୃତ, ୪ ଆହତ
Spread the loveପାଲଘର : ମହାରାଷ୍ଟ୍ର ପାଲଘରରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ । ବିସ୍ଫୋରଣରେ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଦୁଇଦିନ ତଳେ ତାମିଲନାଡୁ ବିରୁଧନଗରରେ ବାଣ କାରଖାନାରେ ବିସ୍ଫୋରଣ ହୋଇଥିଲା … Read More
