କଳାହାଣ୍ଡି ଜିଲ୍ଲା କାରାଗାରରୁ କଏଦୀ ଫେରାର

Spread the love

Spread the love ଭବାନୀପାଟଣା: କଳାହାଣ୍ଡି ଜିଲା କାରାଗାରରୁ ଜଣେ ବିଚାରଧିନ କଏଦୀ ଫେରାର ମାରିଛି। ଫେରାର କଏଦୀ ଜଣକ ସଦର ଥାନା ଅନ୍ତର୍ଗତ ଠେମରା ଗାଁର ଜଗନ୍ନାଥ ଶବର ବୋଲି ଜଣାପଡିଛି। ସଦର ଥାନା ଅଞ୍ଚଳର ୩ଟି ଚୋରି ମାମଲାରେ … Read More

ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍‌ଓପି: ରାଜସ୍ଵ ମନ୍ତ୍ରୀ

Spread the love

Spread the loveଭୁବନେଶ୍ଵର: ଜନଗଣନାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍‌ଓପି। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ବ ଓ ଜନଗଣନା ଅଧିକାରୀଙ୍କ ସହ ଏକ ବୈଠକ ଡାକିଛନ୍ତି। ମନ୍ତ୍ରୀ କହିଛନ୍ତି ଘରକୁ ଘର ଯାଇ ଜନଗଣନା … Read More

ଡିସେମ୍ବର ୧୩ରେ ପୁରୀ କୋଷ୍ଟାଲ ମାରାଥନ, ବିଜେତାଙ୍କୁ ମିଳିବ କୋଟିଏ ଟଙ୍କାର ପୁରସ୍କାର ରାଶି

Spread the love

Spread the loveପୁରୀ : ପୁରୀ କୋଷ୍ଟାଲ ମାରାଥନ ବିଜେତାଙ୍କୁ ମିଳିବ ଏକକୋଟିର ପୁରସ୍କାର ରାଶି । ଆସନ୍ତା ଡିସେମ୍ବର ୧୩ ତାରିଖ ଦ୍ୱିତୀୟ ରବିବାରରେ ଅନୁଷ୍ଠିତ ହେବ କୋଷ୍ଟାଲ ମାରାଥନ। ଓଡିଶା ପର୍ଯ୍ୟଟନ ବିଭାଗ ଏବଂ ଓଏମସି ସହଯୋଗରେ ପୁରୀ କୋଷ୍ଟାଲ … Read More

ସମ୍ବଲପୁର, ସୁନ୍ଦରଗଡ ଓ କେନ୍ଦ୍ରାପଡାରେ ବଢିଲା ସ୍କୁଲ ଛୁଟି ଅବଧି

Spread the love

Spread the loveଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖାଯାଇ ୩ ଜିଲ୍ଲାରେ ବଢିଲା ସ୍କୁଲ ଛୁଟି ଅବଧି । ସମ୍ବଲପୁର, ସୁନ୍ଦରଗଡ ଓ କେନ୍ଦ୍ରାପଡାରେ ବଢିଲା ସ୍କୁଲ ଛୁଟି ଅବଧି । ତାତି ବଢୁଥିବାରୁ ସୁନ୍ଦରଗଡ଼ ଜିଲ୍ଲାରେ ବଢ଼ିଲା ସ୍କୁଲ … Read More

RTO ଚାଲାଣ ନାଁରେ ଠକେଇ, ୪ ସାଇବର ଲୁଟେରାଙ୍କୁ ବାନ୍ଧିଲା ପୋଲିସ

Spread the love

Spread the loveଭୁବନେଶ୍ୱର : RTO ଚାଲାଣ ନାଁରେ ଠକେଇ । ଚାରି ଜଣିଆ ସାଇବର ଠକ ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ । ଠକେଇ ଘଟଣାରେ ରହିଛି ଜାମତାରା ଲିଙ୍କ୍ । APK ଲିଙ୍କ ପଠାଇ ଖାଲି କରିଦେଉଥିଲେ ଆକାଉଣ୍ଟ। ଭୁବନେଶ୍ୱର ସାଇବର … Read More

ଗ୍ରୀଷ୍ମପ୍ରବାହକୁ ନେଇ ବଦଳିଲା ଜନଗଣନା ସମୟ

Spread the love

Spread the loveଭୁବନେଶ୍ୱର : ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନଗଣନା । ଗ୍ରୀଷ୍ମପ୍ରବାହକୁ ନେଇ ବଦଳିଲା ଜନଗଣନା ସମୟ । ରାଜସ୍ବ ବିଭାଗ ବଡ଼ ନିଷ୍ପତ୍ତି । ଜନଗଣନା ନିର୍ଦ୍ଦେଶକ ଓ ରାଜସ୍ବ ବିଭାଗ ସଚିବଙ୍କ ବୈଠକ ପରେ ନିଷ୍ପତ୍ତି … Read More

ଖୁବଶୀଘ୍ର ସୂର୍ଯ୍ୟମନ୍ଦିରରୁ ବାହାର କରାଯିବ ବାଲି, ସରିଲା ସମସ୍ତ ବୈଷୟିକ କାର୍ଯ୍ୟ

Spread the love

Spread the loveଗୋପ : କୋଣାର୍କ ସୂର୍ଯ୍ୟମନ୍ଦିରରୁ ଖୁବଶୀଘ୍ର କଢାଯିବ ବାଲି । ଏନେଇ ସମସ୍ତ ବୈଷୟିକ କାର୍ଯ୍ୟ ଶେଷ ହୋଇଛି । ପୂର୍ବରୁ ମନ୍ଦିରର ପଶ୍ଚିମ ପାଖ କାନ୍ଥରେ ଡ୍ରିଲିଂ କରାଯାଇ ବାଲିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ସେଠାରୁ ବାଲିର … Read More

ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ, ୪ ଆହତ

Spread the love

Spread the loveକାମାକ୍ଷାନଗର: ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ । ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁରହିଥିବା ବେଳେ କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥିବା କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ । ଆକ୍ରମଣରେ ୪ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ଜଣ ମହିଳା … Read More

ଜନଗଣନା ଆଳରେ ଲୁଟ୍, ବେକରେ ଛୁରୀ ଲଗାଇ ନେଇଗଲା ମୋବାଇଲ ଓ ମଙ୍ଗଳସୂତ୍ର

Spread the love

Spread the loveଢେଙ୍କାନାଳ: ଜନଗଣନା ବାହାନାରେ ଲୁଟ୍ । ମୋବାଇଲ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା । ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଗିରିଧରପ୍ରସାଦ ଗାଁରେ ଲୁଟ୍ ହୋଇଛି । ଗାଁର ବୀଭତ୍ସ ପଟ୍ଟନାୟକଙ୍କ ଘରକୁ ଜଣେ ଲୁଟେରା ଜନଗଣନାକାରୀ ବୋଲି ପରିଚୟ … Read More

ଏଥର ଖରା ଛୁଟିରେ ହ୍ବାଟ୍ସଆପ୍ ମାଧ୍ୟମରେ “ସମର ଲର୍ଣ୍ଣିଂ” କାର୍ଯ୍ୟକ୍ରମରେ ଚାଲିବ ଶିକ୍ଷାଦାନ

Spread the love

Spread the loveଭୁବନେଶ୍ୱର : ଏଥର ଖରାଛୁଟିରେ ପାଠପଢା । ଘରେ ରହି ପାଠ ପଢିବେ ଛାତ୍ରଛାତ୍ରୀ । ଖରା ଛୁଟି ସମୟରେ ପିଲାଙ୍କୁ ପାଠପଢ଼ାରୁ ନଦୁରେଇବା ପାଇଁ ନୂଆ ବ୍ୟବସ୍ଥା କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ । ହ୍ବାଟ୍ସଆପ୍ … Read More