ମାଲକାନଗିରିରେ ବ୍ୟାପୁଛି ମ୍ୟାଲେରିଆ, ବଣ୍ଡାଘାଟିରେ ସ୍ଥିତି ଅନୁଧ୍ୟାନ କରୁଛି ସ୍ବାସ୍ଥ୍ୟ ବିଭାଗର ରାଜ୍ୟସ୍ତରୀୟ ଟିମ୍
ମାଲକାନଗିରି: ମାଲକାନଗିରି ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ। ଗାଁରେ ଗାଁରେ ବ୍ୟାପୁଛି ମ୍ୟାଲେରିଆ ଜ୍ବର । ଆକ୍ରାନ୍ତଙ୍କ ସଂକ୍ୟା ବଢୁଥିବାବେଳେ ବଣ୍ଡାଘାଟିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ବାସ୍ଥ୍ୟ ବିଭାଗର ରାଜ୍ୟସ୍ତରୀୟ ଟିମ୍ । ଦୁର୍ଗମ ଓ ଅପହଞ୍ଚପ୍ରବଣ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ … Read More
