ଡିୟୁଏସ୍ୟୁ ନିର୍ବାଚନରେ ନିୟମ ଉଲ୍ଲଂଘନ: ଛାତ୍ର ସଂଗଠନଗୁଡ଼ିକୁ ଦିଲ୍ଲୀ ହାଇକୋର୍ଟଙ୍କ ଭର୍ତ୍ସନା, ୧୪୦ ପ୍ରାର୍ଥୀଙ୍କୁ ନୋଟିସ୍
ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂଘ (ଡିୟୁଏସ୍ୟୁ)ର ନିର୍ବାଚନ ପ୍ରଚାର ବେଳେ କଥିତ ନିୟମ ଉଲ୍ଲଂଘନ ଓ ହିଂସାକୁ ନେଇ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓ ନ୍ୟାସନାଲ ଷ୍ଟୁଡେଣ୍ଟ୍ସ ୟୁନିୟନ୍ ଅଫ୍ ଇଣ୍ଡିଆ (ଏନ୍ଏସ୍ୟୁଆଇ) ସମେତ … Read More
