କଟକ କଂଗ୍ରେସକୁ ବଡ଼ ବଳ: ଦଳକୁ ଫେରିଲେ ପୂର୍ବତନ କର୍ପୋରେଟର ରମଜାନ ଖାନ୍

କଟକ: କଟକ କଂଗ୍ରେସ ସଂଗଠନକୁ ମିଳିଛି ବଡ଼ ସଫଳତା। ବିଜେଡି ଛାଡ଼ି ପୁଣି ଥରେ କଂଗ୍ରେସ ଶିବିରକୁ ଫେରିଛନ୍ତି ପୂର୍ବତନ କର୍ପୋରେଟର ରମଜାନ ଖାନ୍। ରାଜ୍ୟ କଂଗ୍ରେସ ପ୍ରଭାରୀ ଲାଲଜି ଦେଶାଇ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ … Read More

ନିଜ ସରକାରଙ୍କୁ କାଠଗଡ଼ାରେ ଠିଆ କଲେ ୩ ସାଂସଦ, ବିକାଶମୂଳକ କାର୍ଯ୍ୟର ମାନ ଓ ଗତିକୁ ନେଇ ଉଠାଇଲେ ପ୍ରଶ୍ନ

ଭୁବନେଶ୍ଵର: ଓଡ଼ିଶାରେ ବିଭିନ୍ନ ବିକାଶମୂଳକ ତଥା ଭିତ୍ତିଭୂମି କାର୍ଯ୍ୟର ଗତି ମନ୍ଥର | ଚାଲିଥିବା ଏବଂ କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି| ଏ ଅଭିଯୋଗ ଆଉ କେହି ନୁହେଁ ବରଂ ଆଣିଛନ୍ତି ଶାସକ ଦଳର ତିନି ସାଂସଦ … Read More

ମୋବାଇଲରେ ଉଚ୍ଚସ୍ୱରରେ କଥା ହେବାକୁ ନେଇ ବୋମାମାଡ଼ ; ବଡ଼ ଭାଇ ମୃତ, ସାନ ଗୁରୁତର

ଭୁବନେଶ୍ବର ୧୬।୯: ମୋବାଇଲକୁ ନେଇ ମର୍ଡର। ଭାଇକୁ ବୋମା ଫିଙ୍ଗିଲା ଭାଇ। ବଡ଼ ଭାଇ ମୃତ, ସାନ ଗୁରୁତର। ଘରେ ଥିଲା ହାତବୋମା। ସାମାନ୍ୟ ବଚସାରୁ ଘଟିଛି ବୋମାମାଡ଼। ରାତିରେ ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ମହୁଲ ଗାଁରେ ହଠାତ୍ ଶୁଣାଗଲା … Read More

ସୃଷ୍ଟି ହେଲାଣି ଘୂର୍ଣ୍ଣିବଳୟ, ୨୪ ବେଳକୁ ଛୁଇଁପାରେ ଉପକୂଳ ; ପୁରୀରୁ ଜଗତସିଂହପୁର ଯାଏଁ ବାତ୍ୟା ଭୟ

ଭୁବନେଶ୍ବର ୧୬।୯: ସାବଧାନ ମାଡ଼ି ଆସୁଛି ବାତ୍ୟା ! ୨୪ ତାରିଖ ବେଳକୁ ଉପକୂଳ ଛୁଇଁପାରେ। ପୁରୀରୁ ଜଗତସିଂହପୁର ମଧ୍ୟରେ ସ୍ଥଳଭାଗ ଛୁଇଁବା ଆଶଙ୍କା। ସେପ୍ଟେମ୍ବରରେ ରାଜ୍ୟରେ ବାତ୍ୟା ସମ୍ଭାବନା କମ୍ ଥାଏ। ତଥାପି ବାତ୍ୟା ସମ୍ଭାବନାକୁ ସମ୍ପୂର୍ଣ୍ଣ ଏଡାଇ ଦେବ … Read More

PF ଲିମିଟ୍ ବଢ଼ିଲା, ବଢ଼ିବ ଆପଣଙ୍କ ଦରମା ଓ ପେନସନ

ନୂଆଦିଲ୍ଲୀ: କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର କ୍ୟାବିନେଟ ବୈଠକରେ ଇପିଏଫ (EPF) ଏବଂ ଇପିଏସ (EPS)ର ମାସିକ ବେସିକ ସାଲାରି ଲିମିଟକୁ ବୃଦ୍ଧି କରାଯାଇଛି। ଦୀର୍ଘ ୧୨ ବର୍ଷ ପରେ ସରକାର ଏହି ନିୟମରେ ଏକ ବଡ଼ ପରିବର୍ତ୍ତନ … Read More

ରିଲ୍ସ ଦେଖିବାରେ ବିହାର ନମ୍ବର-୧, ମହାରାଷ୍ଟ୍ର ଦ୍ୱିତୀୟ

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ଏବଂ ଆଇପ୍ୟାଡ୍ ସ୍କ୍ରିନ୍ରେ ଘଣ୍ଟା ଘଣ୍ଟା ଧରି ସ୍କ୍ରୋଲିଂ, ଭିଡିଓ ଷ୍ଟ୍ରିମିଂ ଏବଂ ସୋସିଆଲ ମିଡିଆର ବୃଦ୍ଧି ପାଉଥିବା ସକ୍ରିୟତା ଦେଶରେ ଇଣ୍ଟରନେଟ୍ ବ୍ୟବହାରକୁ ଏକ ନୂଆ ସ୍ତରକୁ ନେଇଯାଇଛି । ସର୍କଲୱାରୀ ଡାଟା ବ୍ୟବହାର ଆକଳନକୁ ଦେଖିଲେ, … Read More

UPI ପେମେଣ୍ଟ ଉପରେ ଚାର୍ଜକୁ ନେଇ ମୋଦିଙ୍କୁ ଘେରିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବୁଧବାର ୟୁପିଆଇ ଟ୍ରାଞ୍ଜାକ୍ସନ ନିମନ୍ତେ କେନ୍ଦ୍ର ସରକାରଙ୍କ ନୂଆ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ (ଏମଡିଆର) ଫ୍ରେମ ୱାର୍କକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ସେ ସରକାର ଆମେରିକା ଚାପ … Read More

ଆରମ୍ଭ ହେବ କି ଅପରେସନ ସିନ୍ଦୂର 2.0 ! ଭାରତୀୟ ଯୁଦ୍ଧପୋତକୁ ଧକ୍କା ଦେଇ ବିନାଶକୁ ଡାକିଲା ପାକ୍ ନୌସେନା

ନୂଆଦିଲ୍ଲୀ : ଉତ୍ତର ଆରବ ସାଗରରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଛି ଏକ ଗୁରୁତର ଘଟଣା । ଆରବ ସାଗରରେ ଭାରତ ଓ ପାକିସ୍ତାନ ନୌସେନା ମଧ୍ୟରେ ହୋଇଥିଲା ବଡ଼ ଟକ୍କର । ପାକିସ୍ତାନ ନୌସେନାର ଏକ ଜାହାଜ ଭାରତୀୟ ନୌସେନାର ଏକ ଫ୍ରଣ୍ଟଲାଇନ୍ ଯୁଦ୍ଧପୋତର ଅତି ନିକଟକୁ ଚାଲିଆସିଥିଲା। … Read More