ପିଏମ୍ ମୋଦୀଙ୍କୁ ଭେଟିଲେ ବେଲଜିୟମ ପ୍ରଧାନମନ୍ତ୍ରୀ ୱେଭର; ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା

ନୂଆଦିଲ୍ଲୀ : ଭାରତ ୟୁରୋପୀୟ ସଂଘ ଏବଂ ୟୁରୋପ ସହିତ ତାର ସମ୍ପର୍କକୁ ମଜବୁତ କରୁଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭରଙ୍କୁ ଭେଟିଛନ୍ତି। ରାଜଧାନୀର ହାଇଦ୍ରାବାଦ ହାଉସରେ ଦୁଇ ନେତା ସାକ୍ଷାତ … Read More

କିଭ୍‌ରେ ଜେଲେନ୍‌ସ୍କିଙ୍କୁ ଭେଟିଲେ ଏସ୍ ଜୟଶଙ୍କର: ରୁଷ-ୟୁକ୍ରେନ ଯୁଦ୍ଧର ସମାଧାନ ନେଇ ଭାରତର ପ୍ରଚେଷ୍ଟାକୁ ପ୍ରଶଂସା

କିଭ୍: ୟୁକ୍ରେନ୍‌ର ରାଜଧାନୀ କିଭ୍‌ଠାରେ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍‌ସ୍କି ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି। ରୁଷ-ୟୁକ୍ରେନ ଯୁଦ୍ଧର ସମାଧାନ ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ନିରନ୍ତର ଉଦ୍ୟମ … Read More

ପଙ୍କ କାଦୁଅ ତଳୁ ଉଦ୍ଧାର ହେଲାଣି ୧୨୨୨ ମୃତଦେହ, ପ୍ରାୟ ୫ ହଜାର ନିଖୋଜ

କାଠମାଣ୍ଡୁ : ନେପାଳରେ ଆସିଥିବା ଜଳପ୍ରଳୟ ପରେ ମୃତଦେହ ଉଦ୍ଧାର କାର୍ଯ୍ୟ ଲଗାତାର ଜାରି ରହିଛି । ନେପାଳ ପୋଲିସ ତାଜା ରିପୋର୍ଟ ଅନୁଯାୟୀ, ଦେଶରେ ଏଯାଏଁ ୧୨୨୨ ମୃତଦେହ ଜବତ କରାଯାଇଥିବା ବେଳେ ୪୮୭୫ ନିଖୋଜ ରହିଛନ୍ତି । ନିଖୋଜ ଥିବାଙ୍କ … Read More

STP ଦୁର୍ନୀତି ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ସରକାରର ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ତାଙ୍କୁ ୨ ଲକ୍ଷ ଟଙ୍କାର ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି । ଦିଲ୍ଲୀ … Read More

ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା, ୫ ମୃତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ରିୱା-ସିଧି ଜାତୀୟ ରାଜପଥ-୩୯ର ବଦବାର ଷ୍ଟାଣ୍ଡ ନିକଟରେ ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୨୦ରୁ … Read More

ମଝି ଆକାଶରେ ଅସୁସ୍ଥ ହେଲେ ପାଇଲଟ, ମସ୍କଟରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ବେଙ୍ଗାଲୁରୁ : ଦୋହାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ମସ୍କଟରେ ବିମାନଟି ଜରୁରୀ ଅବତରଣ କରିଛି । ଉଡ଼ାଣ ସମୟରେ ବିମାନ ପାଇଲଟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ବିମାନକୁ ମସ୍କଟ ଡାଇଭର୍ଟ କରାଯାଇ ଜରୁରୀ ଅବତରଣ କରାଯାଇଥିଲା । ଖବର … Read More

ତେହେରାନ–ଦିଲ୍ଲୀ ସିଧାସଳଖ ବିମାନ ସେବା ନେଇ ଭାରତକୁ ଇରାନର ପ୍ରସ୍ତାବ

ନୂଆଦିଲ୍ଲୀ: ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା ଉତ୍ତେଜନା ଓ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଇରାନ ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପ୍ରସ୍ତାବ ଦେଇଛି। ତେହେରାନରୁ ନୂଆଦିଲ୍ଲୀ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ ଇରାନ ସରକାର … Read More

ବାୟୁସେନା ଛାଡ଼ିଲେ ଅଭିନନ୍ଦନ, ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଆରମ୍ଭ କରିବେ ନିଜର ନୂଆ ଇନିଂସ

ନୂଆଦିଲ୍ଲୀ : ୨୦୧୯ର ଭାରତ-ପାକିସ୍ତାନ ଆକାଶ ଲଢ଼େଇ ପରେ ସାରା ଦେଶରେ ପରିଚିତ ହୋଇଥିବା ଗ୍ରୁପ୍ କ୍ୟାପଟେନ୍ ଅଭିନନ୍ଦନ ବର୍ଦ୍ଧମାନ ଏବେ ଭାରତୀୟ ବାୟୁସେନାରୁ ବିଦାୟ ନେଇଛନ୍ତି। ପ୍ରାୟ ୨୨ ବର୍ଷର ସେବା ପରେ ସେ ୨୦୨୬ ମାର୍ଚ୍ଚ ୩୧ରେ ସମୟ ପୂର୍ବରୁ … Read More

ଆସନ୍ତାକାଲି ଚାଷୀଙ୍କ ଖାତାକୁ ଆସିବ ସିଏମ୍-କିଷାନର ପଞ୍ଚମ କିସ୍ତି

ଭୁବନେଶ୍ବର: କାଲି ମିଳିବ ସିଏମ୍-କିଷାନ ଟଙ୍କା । ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି । ଭୁବନେଶ୍ବରରେ ଆର୍ଥିକ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ହିତାଧିକାରୀଙ୍କ ଆକାଉଣ୍ଟକୁ ଡିବିଟିରେ ଯିବ ୮୩୩ କୋଟିରୁ ଉର୍ଦ୍ଧ ଟଙ୍କା । ରାଜ୍ୟର ୪୧ … Read More

ଆସନ୍ତା ୫ ଓ ୬ ତାରିଖରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ, ଆଗାମୀ ନିର୍ବାଚନ ନେଇ ହେବ ମାନସ ମନ୍ଥନ

କଟକ: ୫ ଓ ୬ ତାରିଖରେ କଟକରେ ହେବ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ । ସଂଗଠନଠାରୁ ଆଗାମୀ ନିର୍ବାଚନ ନେଇ ଦୁଇ ଦିନ ଧରି ହେବ ମାନସ ମନ୍ଥନ । କଟକ ଇନଡୋର ଷ୍ଟାଡିୟମରେ ଏହି ବୈଠକ ହେବ ବୋଲି ରାଜ୍ୟ ବିଜେପି … Read More