ପାହାଡ଼ରୁ ମାଡ଼ି ଆସିଲା ବନ୍ୟା ପାଣି, ଧୋଇଗଲା ଶାରୀଶୁଆ ଘାଟି ରାସ୍ତା

ସୋର: ଧୋଇଗଲା ଶାରୀଶୁଆ ପାହାଡ ରାସ୍ତା । ଜଳବନ୍ଦୀଖଇରା ବଜାର ସମେତ ସ୍ଥାନୀୟ ଅଞ୍ଚଳ । ବାଲେଶ୍ଵର ଜିଲ୍ଲା ଖଇରା ବ୍ଳକର ଭଦ୍ରକରୁ ବାରିପଦା ଭାୟା ଉଦଳା ରାସ୍ତାର ଶାରିଶୁଆ ପାହାଡ଼ର ଘାଟି ରାସ୍ତା ଧୋଇ ଯାଇଛି । ପାହାଡ଼ରୁ ବନ୍ୟାଜଳ ଆସି … Read More

୩୦ରୁ ଖୋଲିବ ଗୁଣ୍ଡିଚା ମନ୍ଦିର, ଶ୍ରୀଜୀଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର

ପୁରୀ : ଶ୍ରୀଜୀଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର ସେଟ୍‌। ଶନିବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଏନେଇ ପରିଚାଳନା କମିଟିର ଅନୁମୋଦନ ମିଳିଛି ବୋଲି ସେ କହିଛନ୍ତି। ଅନ୍ୟପଟେ … Read More

ବର୍ଷା ବିତ୍ପାତ: ଭୁଶୁଡ଼ିଲା ୧୩୨ କେଭି ବିଦ୍ୟୁତ୍ ଟାୱାର, ଦବିଲା ରେଳଧାରଣା, ଟ୍ରେନ୍ ଚଳାଚଳ ଠପ୍

କୋରାପୁଟ: କୋରାପୁଟରେ ଲଗାଣ ବର୍ଷାର ତାଣ୍ଡବ । ମାଲିଗୁଡ଼ାରେ ଦବିଛି ରେଳଧାରଣା । ୧୩୨ କେଭି ବିଦ୍ୟୁତ୍ ଟାୱାର ଖସି ରେଳ ଚଳାଚଳ ଠପ୍ । ​ମାଲିଗୁଡ଼ା-ଛତ୍ରିପୁଟ ମଧ୍ୟରେ ପ୍ରାୟ ୧୫୦ ମିଟର ଅଞ୍ଚଳରେ ପ୍ରବଳ ଭୂସ୍ଖଳନ ଯୋଗୁଁ ଦବିଯାଇଛି ରେଳ ଟ୍ରାକ୍ … Read More

ବର୍ଷାରେ ଘର ଭାଙ୍ଗିଥିଲେ ତୁରନ୍ତ ମିଳିବ ଘର, ୫ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ

ଭୁବନେଶ୍ବର: ଲଗାଣ ବର୍ଷା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କଲାଣି । ତେବେ ପ୍ରଭାବିତଙ୍କ ପାଇଁ ବଡ଼ ଆଶ୍ୱାସନା ଦେଇଛନ୍ତି ରାଜ୍ୟ ସରକାର । ବର୍ଷା ଯୋଗୁଁ ଯେଉଁମାନଙ୍କ ଘର ଭାଙ୍ଗିଛି, ସେମାନଙ୍କୁ ସରକାରୀ ଯୋଜନାରେ ତୁରନ୍ତ ନୂଆ ଘର ଯୋଗାଇ ଦିଆଯିବ … Read More

ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ଆଶଙ୍କା: ବଢୁଛି ଜଳକା, ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀର ଜଳସ୍ତର

ଜଳେଶ୍ଵର: ପୁଣି ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା । ଫୁଲୁଛି ଜଳକା ଓ ସୁବର୍ଣ୍ଣରେଖା । ବଢୁଛି ବୁଢାବଳଙ୍ଗ । ଲଗାଣ ବର୍ଷା ଯୋଗୁ ବିପଦ ସଙ୍କେତ ଉପରେ ଜଳକା । ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ଥିବାବେଳେ ସକାଳ … Read More

ବଢୁଛି ଘୋଡ଼ାହାଡ଼ ଜଳଭଣ୍ଡାରର ଜଳସ୍ତର: ସଚେତନ ରହିବାକୁ ପ୍ରଶାସନର ପରାମର୍ଶ

ଦିଗପହଣ୍ଡି: ଗଭୀର ଅବପାତ ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ହୋଇଥିଲେ ମଧ୍ୟ ଓଡ଼ିଶାରେ ଏହାର ପ୍ରଭାବ ଏବେ ବି ସମ୍ପୂର୍ଣ୍ଣ କମିନାହିଁ। ଲ୍ୟାଣ୍ଡଫଲ୍‌ର ପ୍ରାୟ ୪୦ ଘଣ୍ଟା ପରେ ମଧ୍ୟ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗର ପବନ ସାଙ୍ଗକୁ ତୁହାକୁ … Read More