କୁନୋ ଜାତୀୟ ଉଦ୍ୟାନରେ ନୂଆ ଅତିଥି, ୪ ଶାବକ ଜନ୍ମ ଦେଲା ଭାରତରେ ଜନ୍ମିତ ଚିତା KGP12
ମଧ୍ୟପ୍ରଦେଶ : କୁନୋରେ ନୂଆ ଆଶା । ଭାରତର ପ୍ରୋଜେକ୍ଟ ଚିତା ପାଇଁ ଆସିଛି ଆଉ ଏକ ଖୁସି ଖବର । ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଭାରତରେ ଜନ୍ମିତ ମାଈ ଚିତା KGP12 ଚାରିଟି ଶାବକକୁ ଜନ୍ମ ଦେଇଛି । … Read More
