ଘୋଷଣାରେ ସୀମିତ ୧୦୦ ଇ-ବସ୍, କେବେ ହେବ ଦ୍ବିତୀୟ ଟେଣ୍ଡର୍ ?
ବ୍ରହ୍ମପୁର: ଯୋଜନା ପରେ ଯୋଜନା, ଘୋଷଣା ପରେ ଘୋଷଣା। କିନ୍ତୁ ବାସ୍ତବ ଚିତ୍ର ବଦଳୁ ନାହିଁ। ବ୍ରହ୍ମପୁର ସହରରେ ‘ଆମ ବସ୍’ ଚଳାଚଳକୁ ବ୍ୟାପକ କରିବାକୁ ସରକାରୀସ୍ତରରେ ଯୋଜନା ହେଉଛି। ୧୦୦ ଇ-ବସ୍ ଚଳାଚଳ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଯାତ୍ରୀଙ୍କ … Read More
