ଟ୍ରେନ ଧକ୍କାରେ ଦୁଇ ମହିଳା ମୃତ

ବାଲେଶ୍ବର : ଟ୍ରେନ ଧକ୍କାରେ ଦୁଇ ମହିଳା ମୃତ । ବାଲେଶ୍ବର ଜିଲ୍ଲା ବସ୍ତା ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ୨ ମହିଳାଙ୍କ ମୃତ୍ୟୁ । ମୃତ ମହିଳାଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ । ତେବେ ଏହା ଦୁର୍ଘଟଣା ନା ଆଉ … Read More

ରାଜଧାନୀରେ ଫୁଟିଲା ଗୁଳି, ସଙ୍ଘବଦ୍ଧ ଆକ୍ରମଣରେ ୩ ଆହତ

ଭୁବନେଶ୍ବର: ରାଜଧାନୀରେ ଗୁଳିମାଡ଼ । ଭରତପୁର ଥାନା କୋଳଥିଆ ନିକଟ ଏକ ହସ୍ପିଟାଲ ପାଖରେ ଗୁଳିମାଡ଼ । ଗଣେଶ ପୂଜା ମଣ୍ଡପ ନିକଟରେ ଗୁଳିମାଡ଼ କଲେ ଦୁର୍ବୁତ୍ତ। ସଙ୍ଘବଦ୍ଧ ଆକ୍ରମଣ କରିବା ସହ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ତିନି ରାଉଣ୍ଡ ଫାଙ୍କା … Read More

ଧସିଲା ବ୍ରାହ୍ମଣୀ ନଦୀବନ୍ଧର ୩୦ ଫୁଟ ପଥର ପ୍ୟାକିଙ୍ଗ, ୧୨ ଟି ଗାଁର ଗ୍ରାମବାସୀ ଆତଙ୍କିତ

ରାଜନଗର: କୂଳ ଖାଉଛି ବ୍ରାହ୍ଣଣୀ ନଦୀ । ଧସିଲା ବ୍ରାହ୍ମଣୀ ନଦୀ ବନ୍ଧର ୩୦ ଫୁଟ ପଥର ପ୍ୟାକିଙ୍ଗ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଯଦୁଚନ୍ଦ୍ରପୁର ନିକଟରେ ପଥର ପ୍ୟାକିଙ୍ଗକୁ ଧସେଇ ନେଇଛି ବ୍ରାହ୍ଣଣୀ ନଦୀ । ଉଚ୍ଚ ଜୁଆର … Read More

୭ ବର୍ଷ ପରେ ଖୋଲିଲା ଇନ୍ଦ୍ରାବତୀ ଜଳଭଣ୍ଡାର ଗେଟ୍

ନବରଙ୍ଗପୁର :  ୭ ବର୍ଷ ପରେ ଖୋଲିଲା ଇନ୍ଦ୍ରାବତୀ । ଲଘୁଚାପ ପ୍ରଭାବରେ ଆଗାମୀ ଦିନରେ ପ୍ରବଳ ବର୍ଷା ଆଶଙ୍କା । ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ୭ ବର୍ଷ ପରେ ଖୋଲିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ଗେଟ୍ । ସମୁଦାୟ ୭ଟି … Read More

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଭାସିଗଲେ ଯୁବକ, ବିରିବାଟି କେନାଲରୁ ମୃତଦେହ ଉଦ୍ଧାର

କଟକ: ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ ତିନିଘରିଆ ଗାଁର ରଂଜିତ କୁମାର ନାଟିଆ । ବିରିବାଟି କେନାଲରୁ ଉଦ୍ଧାର କଲା ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ ।  ଗତକାଲି ଗଣେଶ ମୂର୍ତ୍ତି ବିସର୍ଜନ ବେଳେ କଟକ ତାଳଦଣ୍ଡା … Read More

ସ୍ୱର୍ଗଦ୍ୱାରରେ ଏକାଠି ଜଳିଲା ମଧ୍ୟପ୍ରଦେଶରେ ପ୍ରାଣ ହରାଇଥିବା ୭ ଓଡ଼ିଆଙ୍କ ଜୁଇ

ପୁରୀ : ପୁରୀ ସ୍ୱର୍ଗଦ୍ୱାରରେ ଏକା ସାଙ୍ଗରେ ଜଳିଛି, ୭ ଜୁଇ। ସ୍ୱର୍ଗଦ୍ୱାରରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ। ଆଜି ଭୋର୍ ରୁ ସ୍ୱର୍ଗଦ୍ୱାରରେ ଶୋକାକୁଳ ପରିବେଶ ମଧ୍ୟରେ ଶେଷକୃତ୍ୟ ହୋଇଛି । ମଧ୍ୟପ୍ରଦେଶ ନଲଖେଡାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ … Read More

ପ୍ରକାଶ ପାଇଲା ଓଡ଼ିଶାର ଚୂଡ଼ାନ୍ତ ଭୋଟର ତାଲିକା

ଭୁବନେଶ୍ୱର:ଓଡ଼ିଶାରେ ‘ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬’ ପ୍ରକ୍ରିୟା ଶେଷ ହେବା ପରେ ଆଜି ଆନୁଷ୍ଠାନିକ ଭାବେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଏହି ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପୂର୍ବରୁ ରାଜ୍ୟର ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ … Read More

ଶୋଇଥିବା ବେଳେ ଦଳି ଦେଲା ହାତୀ, ଯୁବକ ମୃତ

ଗଁଦିଆ: ଘରେ ଶୋଇଥିବା ସମୟରେ ଗତକାଲି ରାତ୍ରିରେ ଏକ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। କପିଳାସ ରେଞ୍ଜ ଅନ୍ତର୍ଗତ ସୋରିଶିଆପଦା ଗ୍ରାମ ପଞ୍ଚାୟତ ଅଧୀନ ରାମେଇଖମାର ଗ୍ରାମର ଅଖିଳ ଭୋଇଙ୍କର ପୁଅ ପ୍ରମୋଦ ଭୋଇ ୪୩ ବର୍ଷ ନିଜର … Read More

ବାତ୍ୟା ନୁହେଁ ଗଭୀର ଅବପାତ ରୂପ ନେବ ଲଘୁଚାପ, ୨୨ ଓ ୨୩ ରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆଗକୁ ମାଡି ଆସୁଛି କି ବାତ୍ୟା! ଏନେଇ ସମସ୍ତଙ୍କ ମନରେ ଦ୍ବନ୍ଦ ସୃଷ୍ଟି ହେଉଥିଲା। ଭୟରେ ଥିଲେ ରାଜ୍ୟବାସୀ। ଏବେ କିନ୍ତୁ ଏନେଇ ଏବେ ସ୍ପଷ୍ଟ ସୂଚନା ଜାରି ହୋଇଛି। ଏବେ ବାତ୍ୟା ନୁହେଁ ଗଭୀର ଅବପାତ ରୂପ ନେବ … Read More

ଭାତରେ ପୋକ ସାଲୁବାଲୁ, ଅଧିକାରୀଙ୍କୁ ଅଭିଯୋଗ କରିବାକୁ ୮ କିମି. ଚାଲିଲେ ଛାତ୍ରୀ

ଉଦଳା: ମୌଳିକ ସୁବିଧା ଦାବିରେ ୮ କିଲୋମିଟର ଚାଲିଲେ ଛାତ୍ରୀ। ମୟୂରଭଞ୍ଜ ଜିଲ୍ଲାସ୍ଥିତ ଏକ ଆଶ୍ରମ ବିଦ୍ୟାଳୟର ଛାତ୍ରୀମାନେ ହଷ୍ଟେଲରେ ଦୁଇ ମାସରୁ ଅଧିକ ସମୟ ଧରି ମୌଳିକ ସୁବିଧାର ଅଭାବ ନେଇ ଅଭିଯୋଗ କରିବାକୁ ୮ କିଲୋମିଟର ଚାଲି ଚାଲି … Read More