ଖୋଲିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ୩ ନମ୍ବର ଗେଟ୍, ଜଳ ନିଷ୍କାସନ ଆରମ୍ଭ
ନବରଙ୍ଗପୁର: ପୁଣି ଖୋଲିଲା ଇନ୍ଦ୍ରାବତୀ ଜଳଭଣ୍ଡାର ଗେଟ୍ । ରାତି ୨ଟା ବେଳେ ଇନ୍ଦ୍ରାବତୀ ଜଳ ଭଣ୍ଡାରର ୩ ନମ୍ବର ଗେଟ୍ ଖୋଲାଯାଇଛି । ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ରହିଛି ୬୪୨ ମିଟର । ଗତକାଲି ରାତି ୧୦ଟା ସୁଦ୍ଧା ୬୪୧.୬୫ … Read More
