ଲଗାଣ ବର୍ଷା ଯୋଗୁଁ କୋରାପୁଟରେ ଭୂସ୍ଖଳନ: ଏକାଧିକ ଟ୍ରେନ୍ ବାତିଲ୍
କୋରାପୁଟ: ଦକ୍ଷିଣ ଓଡ଼ିଶାରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ସୃଷ୍ଟି ହୋଇଛି, ଯାହାର ସିଧାସଳଖ ପ୍ରଭାବ ରେଳ ଚଳାଚଳ ଉପରେ ପଡ଼ିଛି । ରାୟଗଡ଼ା ରେଳ ଡିଭିଜନ୍ ଅଧୀନସ୍ଥ ମାଲିଗୁଡ଼ା ଏବଂ ଛତ୍ରିପୁଟ ରେଳ ଷ୍ଟେସନ୍ ମଧ୍ୟରେ ରେଳଧାରଣା ଉପରେ … Read More
