ମାଲକାନଗିରିରୁ ଉଡ଼ିବ ଫ୍ଲାଇଟ୍ , ୨୨ରୁ ଏୟାରପୋର୍ଟରେ ଟ୍ରାଏଲ ରନ୍

ମାଲକାନଗିରି: ଖୁବଶୀଘ୍ର ମାଲକାନଗିରିରୁ ଉଡ଼ିବ ଫ୍ଲାଇଟ୍ । ପୂରଣ ହେବାକୁ ଯାଉଛି ମାଲକାନଗିରିର ବହୁପ୍ରତିକ୍ଷିତ ଉଡ଼ାନ୍ ସ୍ବପ୍ନ । ଆସନ୍ତା ୨୨ ତାରିଖରୁ ଏୟାରପୋର୍ଟରେ ହେବ ଟ୍ରାଏଲ ରନ୍ । ଏଥିପାଇଁ ଆଜି ଏୟାରପୋର୍ଟର ତଦାରଖ କରିଛନ୍ତି ବିଭାଗୀୟ ଅଧିକାରୀ । ଭୁବନେଶ୍ବରରୁ … Read More

ପାରିବାରିକ କଳହକୁ ନେଇ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ରାଜଧାନୀରେ ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା । ଲିଙ୍ଗରାଜ ଥାନା ସାମନ୍ତରାୟପୁର ଅଞ୍ଚଳରେ ପାରିବାରିକ କଳହକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଖଣ୍ଡା ଚୋଟରେ ଦୀପକ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ରକ୍ତାକ୍ତ … Read More

ଡାକ୍ତରଙ୍କୁ ମାଡ଼, ଅଭିଯୁକ୍ତ ଅଟକ

ବରଗଡ଼ : ଡାକ୍ତରଙ୍କୁ ମାଡ଼ ଅଭିଯୋଗ, ଅଭିଯୁକ୍ତ ଅଟକ । ବରଗଡ଼ ସହର ସ୍ଥିତ ସିଏଚସିର କାର୍ଯ୍ୟରତ ଡାକ୍ତରଙ୍କୁ ଅକ୍ରମଣ ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ରବିବାର ବିଳମ୍ବିତ ରାତ୍ରିରେ ସିଏଚସିର କାର୍ଯ୍ୟରତ ଡାକ୍ତର … Read More

ରିଲ୍ସ କରିବାକୁ ଯାଇ ବ୍ରାହ୍ମଣୀ ନଦୀରେ ନାବାଳକ ନିଖୋଜ

ଭୁବନେଶ୍ବର: ରିଲ୍ସ ହେଲା କାଳ । ରିଲ୍ସ କରିବାକୁ ଯାଇ ବ୍ରାହ୍ମଣୀ ନଦୀରେ ନାବାଳକ ନିଖୋଜ । ଅନୁଗୋଳ ଜିଲ୍ଲା କଣିହାଁରେ ଘଟିଛି ଅଭାବନୀୟ ଘଟଣା । ସମଲ ଥାନା ବିଲିଣ୍ତା ଗାଁର ନବମ ଶ୍ରେଣୀ ଛାତ୍ର ସୁଧାଂଶୁ ପ୍ରଧାନ ବ୍ରାହ୍ମଣୀ ନଦୀ … Read More

୨ ଟ୍ରକ ମୁହାଁମୁହିଁ ଧକ୍କା, ୩ ମୃତ

କେନ୍ଦ୍ରାପଡା: ଟ୍ରକୁ ଧକ୍କାଦେଲା ଟ୍ରକ । ଦୁର୍ଘଟଣାରେ ୩ ମୃତ । କେନ୍ଦ୍ରାପଡା-କଟକ ଚାନ୍ଦବାଲି ରାସ୍ତା କୁସୁନପୁର ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାରେ ଅଟକି ଥିବା ଟ୍ରକୁକୁ ଏକ ମାଛ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଜଣେ … Read More

ଶ୍ରୀମନ୍ଦିରରେ ଭିଆଇପି ଦର୍ଶନ ବିଜ୍ଞାପନକୁ ଖଣ୍ଡନ କଲେ କେନ୍ଦ୍ରାଞ୍ଚଳ ଆଇଜି

ପୁରୀ: ଶ୍ରୀମନ୍ଦିରରେ ଭିଆଇପି ଦର୍ଶନ ପାଇଁ ଅନ୍‌ଲାଇନରେ ବିଜ୍ଞାପନ ଘଟଣାରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯିଏ ଏଭଳି ବିଜ୍ଞାପନ ଦେଇଛି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି। ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ … Read More

ସାର ସଂକଟ ଦୂର ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: କଳାବଜାରୀ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ସାର (Fertilizer) ସଙ୍କଟ ଦୂର କରିବା ପାଇଁ ଓଡ଼ିଶା ସରକାର ଅନେକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ଚାଷୀଙ୍କୁ ଠିକ୍ ସମୟରେ ସାର ଯୋଗାଇବା ଏବଂ କଳାବଜାରୀ (Black marketing) ରୋକିବା। ଯିଏ … Read More

ନାଗାଲାଣ୍ଡରେଭୂସ୍ଖଳନ, ୮ ମୃତ, ୧୨ ରୁ ଅଧିକ ଆହତ

ନୂଆଦିଲ୍ଲୀ : ନାଗାଲାଣ୍ଡରେ ଭୟଙ୍କର ଭୂସ୍ଖଳନ । ନାଗାଲାଣ୍ଡର ମୋନ୍ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ରୁ ଅଧିକ ଆହତ ହୋଇଛନ୍ତି। ଲଗାତର ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୟାବହ ଭୂସ୍ଖଳନ ହୋଇଛି। … Read More

ସଂସଦରେ ଆସିବ ୭ ବିଲ୍, ବଦଳିବ ଅନେକ ନିୟମ

ନୂଆଦିଲ୍ଲୀ: ସଂସଦରେ ଆସିବ ୭ଟି ବଡ଼ ବିଲ୍ । ବଦଳିଯିବ ଅନେକ ନିୟମ । UGC ଏବଂ AICTE ଇତିହାସ ହେବ? ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ପାଇଁ ଆସୁଛି ମେଗା ବିଲ୍! । ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ … Read More

ଡାକ୍ତରଖାନାରୁ ସୋନମଙ୍କ ପ୍ରଥମ ବାର୍ତ୍ତା, ପୁଲିସ ଦ୍ବାରା ଚିକିତ୍ସାଳୟ ସ୍ଥାନାନ୍ତରକୁ ‘ବେଆଇନ ଅଟକ’ ଅଭିହିତ କଲେ

ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତର ମନ୍ତର ପ୍ରତିବାଦ ସ୍ଥଳରୁ ସଫଦରଜଙ୍ଗ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ  ନିଜ ସମର୍ଥକମାନଙ୍କ ଉଦ୍ଦେଶ୍ୟରେ ପ୍ରଥମ ବାର୍ତ୍ତା ଜାରି କରିଛନ୍ତି। ଆସନ୍ତାକାଲି (ସୋମବାର) ‘କକ୍ରୋଚ୍ ଜନତା ପାର୍ଟି’ (ସିଜେପି) ପକ୍ଷରୁ ଆୟୋଜିତ ହେବାକୁ ଥିବା … Read More