ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସଂଘ ସହ ଆଲୋଚନା

Spread the love

Spread the loveଭୁବନେଶ୍ୱର: ରାଜ୍ୟରେ ସବୁ ସମୟରେ ଖାଉଟିମାନଙ୍କ ପାଇଁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବା ଓ ଯୋଗାଣ ଶୃଙ୍ଖଳକୁ ଅବ୍ୟାହତ ରଖିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାର ଵ୍ୟବସାୟୀ ସଂଘର ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଛି … Read More

ବୁଧବାରଠାରୁ ଆରମ୍ଭ ହେବ ରତ୍ନ ଭଣ୍ଡାର ଗଣତି ମଣତିର ଦ୍ବିତୀୟ ପର୍ଯ୍ୟାୟ

Spread the love

Spread the loveପୁରୀ : ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ଗତ ୨୫ ତାରିଖରେ ଆରମ୍ଭ ହୋଇଥିବା ରତ୍ନ ଭଣ୍ଡାର ଗଣତି ମଣତି ଦ୍ବିତୀୟ ପର୍ଯ୍ୟାୟରେ ଆରମ୍ଭ ହେବାକୁ ଯାଉଛି। ବୁଧବାର (୮ ଅପ୍ରିଲ୍‌ରୁ) ସକାଳୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ … Read More

ମର୍ଣ୍ଣିଂ ଗ୍ଲୋରି ପବ୍ଲିକ୍ ସ୍କୁଲର ୧୮ତମ ବାର୍ଷିକ ଉତ୍ସବ ‘ଗ୍ଲୋରିଆଲ୍-୨୦୨୫-୨୬’ ଅନୁଷ୍ଠିତ

Spread the love

Spread the loveଚନ୍ଦକା  :  ଭୁବନେଶ୍ୱର ସୁନ୍ଦରପୁର ସ୍ଥିତ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ‘ମର୍ଣ୍ଣିଂ ଗ୍ଲୋରି ପବ୍ଲିକ୍ ସ୍କୁଲ’ ପରିସରରେ ବିଦ୍ୟାଳୟର ୧୮ତମ ବାର୍ଷିକ ଉତ୍ସବ “ଗ୍ଲୋରିଆଲ୍-୨୦୨୫-୨୬” ଅତ୍ୟନ୍ତ ଆଡ଼ମ୍ବର ସହକାରେ ସମ୍ପନ୍ନ ହୋଇଯାଇଛି ।  ଶିକ୍ଷା, ସଂସ୍କୃତି ଓ ସଫଳତାର ଏହି … Read More

ଉତ୍ତରବଙ୍ଗରେ ଟିଏମ୍‌ସି-ବିଜେପି ମୁହାଁମୁହିଁ ଲଢ଼େଇ:ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ୫୪ ଆସନ

Spread the love

Spread the loveକୋଲକାତା: ଉତ୍ତରବଙ୍ଗରେ ଚା ରାଜନୀତି ପୁଣିଥରେ ଜୋରଦାର ହୋଇଛି। ପଶ୍ଚିମବଙ୍ଗରେ ପରବର୍ତ୍ତୀ ସରକାର ଗଠନରେ ଉତ୍ତରବଙ୍ଗର ୫୪ ବିଧାନସଭା ଆସନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଏହି ଅଞ୍ଚଳର ପ୍ରସିଦ୍ଧ ଚା ପରି, ଏଠାକାର ନିର୍ବାଚନୀ ସ୍ୱାଦ ସମୟ, … Read More

ପୁଡ଼ୁଚେରୀରେ ଜିତିଲେ ପୂର୍ଣ୍ଣ ରାଜ୍ୟ ମାନ୍ୟତାର ପ୍ରତିଶ୍ରୁତି ଦେଲା କଂ‌ଗ୍ରେସ

Spread the love

Spread the loveନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ପୁଡ଼ୁଚେରୀବାସୀଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ଯଦି କଂଗ୍ରେସ ଦଳ କ୍ଷମତାକୁ ଆସେ ତେବେ ପୁଡ଼ୁଚେରୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବ। … Read More

ଆସାମରେ ମୋଦୀଙ୍କ ମାରାଥନ ପ୍ରଚାର

Spread the love

Spread the loveକୋଲକାତା: ବିଧାନସଭା ନିର୍ବାଚନକୁ ନେଇ ଦେଶରେ ରାଜନୀତି ଚଳଚଞ୍ଚଳ ଥିବାବେ‌ଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆସାମରେ ମାରାଥନ ପ୍ରଚାର କରିଛନ୍ତି। ମୋଦୀ ଆସାମରେ ସୋମବାର ତିନିଟି ନିର୍ବାଚନ ରାଲିକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଆସାମର ପ୍ରତି … Read More

‘ଟ୍ରମ୍ପ ପାଗଳ’- ଆମେରିକୀୟ ନେତା

Spread the love

Spread the loveୱାଶିଂଟନ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଆକ୍ରମଣ ଏବଂ ଯୁଦ୍ଧବିରତି ସମ୍ପର୍କରେ ଲଗାତାର ପରିବର୍ତ୍ତନଶୀଳ ବୟାନ ଯୋଗୁଁଁ ରାଷ୍ଟ୍ରପତି ଟ୍ରମ୍ପ ସାରା ବିଶ୍ୱରେ ଉପହାସର ପାତ୍ର ହୋଇଛନ୍ତି। ଏହି ପରିସ୍ଥିତି … Read More

ସୁରକ୍ଷା ବ୍ୟବସ୍ଥାରେ ବଡ ତ୍ରୁଟି; ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀ ବିଧାନସଭା ଭିତରେ ପଶିଲା ଗାଡି

Spread the love

Spread the loveନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାରେ ସୋମବାର ଏକ ବଡ଼ ସୁରକ୍ଷା ତ୍ରୁଟି ଦେଖାଦେଇଛି। ଏକ ଅଜଣା କାର ଦିଲ୍ଲୀ ବିଧାନସଭା ପରିସରରେ ପ୍ରବେଶ କରିଥିଲା। ଗାଡିଟି ମୁଖ୍ୟ ଫାଟକ ଦେଇ ପ୍ରବେଶ କରିବା ପାଇଁ ଧକ୍କା ଦେଇଥିଲା, ଯାହା … Read More

ଇରାନର ଗୁପ୍ତଚର ମୁଖ୍ୟ ମାଜିଦ୍ ଖାଦେମି ନିହତ

Spread the love

Spread the loveତେହେରାନ: ଇରାନର ଗୁପ୍ତଚର ମୁଖ୍ୟ ମାଜିଦ୍ ଖାଦେମି ନିହତ । ଇରାନର ସରକାରୀ ଗଣମାଧ୍ୟମ ଏବଂ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । IRGC ଗୁପ୍ତଚର ସଂସ୍ଥାର ମୁଖ୍ୟ, ମେଜର … Read More

୫ ରାଜ୍ୟରୁ ୬୫୦ କୋଟି ଜବତ

Spread the love

Spread the loveନୂଆଦିଲ୍ଲୀ:ଆସନ୍ତା ବିଧାନସଭା ନିର୍ବାଚନ ଏବଂ ଉପ-ନିର୍ବାଚନକୁ ଅବାଧ ଓ ନିଷ୍ପକ୍ଷ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ ଆକ୍ସନ ମୋଡ୍ରେ ଅଛନ୍ତି । ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବ୍ୟବହାର କରାଯାଉଥିବା ବେଆଇନ ନଗଦ ଟଙ୍କା, … Read More