୧୩ ହଜାର ୬୨୯ ଫୁଟ୍ ଉଚ୍ଚରେ ଭାରତୀୟ ବାୟୁସେନା ବିମାନର ସଫଳ ଅବତରଣ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଇତିହାସ । ନ୍ୟୋମାରେ ଅବତରଣ କଲା ବିଶାଳ IL-76MD ବିମାନ । ବିଶ୍ୱରେ ପ୍ରଥମ ଥର ଏତେ ଉଚ୍ଚରେ IL-76MDର ସଫଳ ଅବତରଣ । ଭାରତର ସାମରିକ ପରିବହନ କ୍ଷମତାର ନୂଆ ମାଇଲଖୁଣ୍ଟ । ଆକାଶରେ ଭାରତୀୟ … Read More

ଝଲସୁଛି ଅଯୋଧ୍ୟା: ସରଯୂ କୂଳର ୫୬ଟି ଘାଟରେ ପ୍ରଜ୍ୱଳିତ ହେଲା ୩୦ ଲକ୍ଷ ଦୀପ

ଅଯୋଧ୍ୟା: ପ୍ରଭୁ ଶ୍ରୀରାମଙ୍କ ପବିତ୍ର ନଗରୀ ଅଯୋଧ୍ୟାରେ ଧୁମ୍‌ଧାମରେ ପାଳିତ ହୋଇଛି ଦଶମ ଦୀପୋତ୍ସବ। ଲକ୍ଷ ଲକ୍ଷ ଦୀପର ଆଲୋକରେ ଝଲସି ଉଠିଛି ସମଗ୍ର ରାମନଗରୀ। ସରଯୂ ନଦୀ କୂଳର ୫୬ଟି ଘାଟରେ ପ୍ରଜ୍ୱଳିତ ହୋଇଛି ୩୦ ଲକ୍ଷ ଦୀପ। ଏହି … Read More

ବଢ଼ି ଚାଲିଛି ଋଣ ବୋଝ, ଭାରତ ଉପରେ ୭୬୩.୫ ବିଲିଅନ ଡଲାର ବର୍ହିଋଣ

ନୂଆଦିଲ୍ଲୀ: ଭାରତର ବର୍ହିଋଣ ବୋଝ ବଢ଼ି ଚାଲିଛି। ୨୦୨୫ ମସିହାରେ ଭାରତର ମୋଟ ବାହ୍ୟ ଋଣ ରାଶି ୭୬୩.୫୧୬ ବିଲିଅନ ଡଲାରରେ ପହଞ୍ଚିଛି। ୨୦୧୫ ମସିହାରେ ଉକ୍ତ ଋଣ ପରିମାଣ ୪୭୮.୯୦୭ ବିଲିଅନ ଡଲାରରେ ଥିଲା। ଗତ ୧୦ ବର୍ଷ ଅର୍ଥାତ୍‌ ୨୦୧୫ରୁ … Read More

ପ୍ରକାଶ ରାଜ୍‌ଙ୍କ ନେତୃତ୍ବରେ ଏସ୍‌ଆଇଆର୍‌ ବିରୋଧରେ କୋଚିରେ ସିଜେପିର ପ୍ରତିବାଦ

କୋଚି: ‘କୋଚିରେ ଯନ୍ତର ମନ୍ତର’ ଅଭିଯାନର ଅଂଶ ସ୍ୱରୂପ କକ୍ରୋଚ ଜନତା ପାର୍ଟି (ସିଜେପି) ଦ୍ୱାରା ଆୟୋଜିତ ଏକ ପ୍ରତିବାଦ ରାଲି ଶନିବାର କୋଚିର ମାରିନ୍ ଡ୍ରାଇଭରେ ଆରମ୍ଭ ହୋଇଥିଲା, ଯେଉଁଥିରେ ପ୍ରାୟ ୫୦୦ କର୍ମୀ ଅଂଶଗ୍ରହଣ କରିଥିଲେ। ରାଲିର ନେତୃତ୍ବ ଅଭିନେତା ପ୍ରକାଶ … Read More

ଟ୍ରମ୍ପଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ: ହ୍ୱାଇଟ୍ ହାଉସ୍ ନିକଟରୁ ମାରଣାସ୍ତ୍ର ସହ ଯୁବକ ଗିରଫ

ଆମେରିକା: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାକୁ ନେଇ ବଡ଼ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି । ହ୍ୱାଇଟ୍ ହାଉସ୍ ନିକଟରୁ ଅସ୍ତ୍ରଶସ୍ତ୍ର ଭର୍ତ୍ତି ଏକ ଚୋରି ପିକଅପ୍ ଟ୍ରକ୍ ସହ ଜଣେ ୩୦ ବର୍ଷୀୟ ଭେନେଜୁଏଲା ନାଗରିକଙ୍କୁ ଗିରଫ କରିଛି ଆମେରିକାର … Read More

ଗାଜିଆବାଦ ଫାଣ୍ଡିରେ ବିସ୍ଫୋରଣ, ଡେଲିଭରି ବୟ ଆହତ

ଉତ୍ତରପ୍ରଦେଶ: ପୁଲିସ ଚୌକି ଭିତରେ ହଠାତ୍ ଭୟଙ୍କର ବିସ୍ଫୋରଣ ଘଟିଛି । ଫଳରେ ପୂରା ଅଞ୍ଚଳ ଥରି ଉଠିଥିଲା । ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ବସୁନ୍ଧରା ପୋଲିସ ଚୌକିରେ ଶୁକ୍ରବାର ରାତିରେ ଏଭଳି ଅଘଟଣ ଦେଖିବାକୁ ମିଳିଛି । ସୂଚନାନୁଯାୟୀ, ରାତି ପ୍ରାୟ ୯ରୁ … Read More

ଦୀପାବଳି ପୂର୍ବରୁ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ଭୟଙ୍କର, ଲାଗୁ ହେଲା ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଦିଲ୍ଲୀରେ ପ୍ରଦୂଷଣର ଭୟଙ୍କର ସ୍ଥିତି । ବିଷାକ୍ତ ହେଉଛି ରାଜଧାନୀର ବାୟୁମଣ୍ଡଳ । ଦିନକୁ ଦିନ ଖରାପ ହେଉଛି ବାୟୁର ମାନ । ସ୍ଥିତି ଏତେ ସାଂଘାତିକ ହୋଇଛି ଯେ, ଦିଲ୍ଲୀ-ଏନ୍‌ସିଆର୍‌ରେ ଲାଗୁ ହୋଇଛି ଗ୍ରାପ୍‌-୩ କଟକଣା । … Read More

ଗାଜାରେ ବର୍ଷା ବିତ୍ପାତ: ଜଳମଗ୍ନ ହେଲା ଆଶ୍ରୟସ୍ଥଳୀ, ଶୀତରେ ବଢ଼ିଲା ଦୁର୍ଦ୍ଦଶା

ଗାଜା ଉପତ୍ୟକାରେ ଚଳିତ ଶୀତ ଋତୁର ପ୍ରଥମ ସାମୁଦ୍ରିକ ଝଡ଼ ଓ ପ୍ରବଳ ବର୍ଷା ଯୋଗୁଁ ହଜାର ହଜାର ବିସ୍ଥାପିତ ପାଲେଷ୍ଟାଇନୀୟ ପରିବାରଙ୍କ ତମ୍ବୁ ଜଳମଗ୍ନ ହୋଇଯାଇଛି। ଶନିବାର ସକାଳୁ ଆରମ୍ଭ ହୋଇଥିବା ବର୍ଷା ଫଳରେ ଅନେକ ଆଶ୍ରୟସ୍ଥଳୀରେ ୩୦ରୁ ୪୦ … Read More

କେନ୍ଦୁଝରରେ କୃଷି, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମିର କାୟାକଳ୍ପ ପାଇଁ ୩ଟି ବୃହତ ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ରାଜ୍ୟର କୃଷି, ସ୍ୱାସ୍ଥ୍ୟ, ବ୍ୟାଙ୍କିଙ୍ଗ୍ ଏବଂ ଗ୍ରାମାଞ୍ଚଳର ମୌଳିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ କେନ୍ଦୁଝରରେ ଆଉ ଏକ ଐତିହାସିକ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲ୍ଲାର ରାଇକଳା ଗ୍ରାମପଞ୍ଚାୟତ ତଥା ସମଗ୍ର କେନ୍ଦୁଝର … Read More

ଗଞ୍ଜାମ ଜିଲ୍ଲାରେ ଗଡ଼ିଲା ଆଉ ୨୫ ‘ଆମ ବସ୍‌’

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଗମନାଗମନ ବ୍ୟବସ୍ଥାକୁ ମିଳିବ ନୂଆ ଗତି । ଜିଲ୍ଲାବାସୀଙ୍କ ଯାତାୟାତକୁ ଅଧିକ ସୁଗମ ଓ ସୁବିଧାଜନକ କରିବା ପାଇଁ ଗଡ଼ିଲା ଆଉ ୨୫ଟି ‘ଆମ ବସ୍’ । ଛତ୍ରପୁର ବସଷ୍ଟାଣ୍ଡରୁ ୮ଟି ପ୍ରମୁଖ ରୁଟ୍ରେ ଏହି … Read More