ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣା: ସିନ୍ ରିକ୍ରିଏସନ ବେଳେ ପୋଲିସକୁ ଘେରିଲେ ଉତ୍ତ୍ୟକ୍ତ ଲୋକେ

ମାର୍ଶାଘାଇ: କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ବନ୍ଧସାହି ଗାଁରେ ସ୍ଥାନୀୟ ପୁଲିସ ଜଣେ ହତ୍ୟା ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏସନ୍ କଲାବେଳେ ଉତ୍ତେଜନା ଦେଖାଦେଇଛି । ଏମିତିକି ଅଭିଯୁକ୍ତକୁ ହସ୍ତାନ୍ତର କରିବା ପାଇଁ ଗ୍ରାମବାସୀ ଅଡି ବସିବା ଯୋଗୁ … Read More

ବାତ୍ୟା ‘ମୁରାସୁ’ ପାଇଁ ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡିରେ ବନ୍ଦ ରହିବ ସ୍କୁଲ

ଭୁବନେଶ୍ବର: ବାତ୍ୟା ‘ମୁରାସୁ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ଦୁଇ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆସନ୍ତା ୩ ଓ ୪ ତାରିଖରେ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ … Read More

ବାଲିଯାତ୍ରା ପାଇଁ ପ୍ଲଟ ନିଲାମ ପ୍ରକ୍ରିୟା ଆରମ୍ଭ, ଆସନ୍ତା ୧୦ ତାରିଖ ଯାଏ ଚାଲିବ ନିଲାମ

କଟକ : ଆଜି ଠାରୁ ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା 2026 ପାଇଁ ପ୍ଲଟ ନିଲାମ ପ୍ରକ୍ରିୟା ।  ଏହି ପ୍ରକ୍ରିୟା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ।  ନିଲାମ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ୭ ଟି ଟିମ୍ … Read More

ସନ୍ଧ୍ୟା ୭ ରୁ ୯ ଟା ଯାଏଁ ବାଣ ଫୁଟାଇବାକୁ ଅନୁମତି, ନ ମାନିଲେ ହେବ କଡ଼ା କାର୍ଯ୍ୟନୁଷ୍ଠାନ

କଟକ :  ନିର୍ଦ୍ଧାରିତ ସମୟ ଅନୁଯାୟୀ ସନ୍ଧ୍ୟା ୭ ଟାରୁ ୯ ଟା ପର୍ଯ୍ୟନ୍ତ ହିଁ ବାଣ ଫୁଟାଇବାକୁ ଦିଆଯିବ ଅନୁମତି ।  ଏହାର ବ୍ୟତିକ୍ରମ କଲେ, କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ କମିଶନରେଟ ପୋଲିସ ।  କାଳୀପୂଜା ଏବଂ ଦୀପାବଳୀ … Read More

ଲାଞ୍ଚ ନେବା ବେଳେ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀଙ୍କୁ ମାଡିବସିଲା ଭିଜିଲାନ୍ସ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ଅଧିକାରୀ। ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ଟଙ୍କା ମୁକ୍ତ କରିବା ପାଇଁ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଛନ୍ତି ସମ୍ବଲପୁର-ତାଳଚେର ଡବଲିଂ ରେଳଲାଇନ୍ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ … Read More

ଆନ୍ଧ୍ର ମୁହାଁ ‘ମୁରାସୁ’, ୨୧ଟି ବିମାନ ଉଡ଼ାଣ ବାତିଲ

ଭୁବନେଶ୍ୱର: ବାତ୍ୟା ‘ମୁରାସୁ’ ପ୍ରଭାବରେ ବିମାନ ସେବା ବାଧାପ୍ରାପ୍ତ । ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ଭୀଷଣ ବାତ୍ୟା ‘ମୁରାସୁ’ ପାଇଁ ଚେନ୍ନାଇ ଓ ବିଜୟୱାଡ଼ା ବିମାନବନ୍ଦରରେ ମୋଟ ୨୧ଟି ବିମାନ ଉଡ଼ାଣ ବାତିଲ କରାଯାଇଛି । ଆଜି ଚେନ୍ନାଇ ବିମାନବନ୍ଦରରେ … Read More

‘ମୁରାସୁ’ ପ୍ରଭାବରେ ଗଞ୍ଜାମ ଓ ଗଜପତିରେ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୁରାସୁ’ ପ୍ରଭାବରେ ଆଜିଠାରୁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପୁଣିଥରେ ବର୍ଷା ଆରମ୍ଭ ହୋଇଯାଇଛି । ପୂର୍ବ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପରୁ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ସୁଧୁରି ନଥିବା ବେଳେ ଏହି ନୂତନ ପାଣିପାଗ ନିୟାମକ … Read More

ବ୍ରିଜ୍ ତଳୁକୁ ଖସି ପଡିଲେ ଦୁଇ ବନ ବିଭାଗ କର୍ମଚାରୀ, ଜଣେ ନିଖୋଜ

କନ୍ଧମାଳ: କାଳ ହେଲା ଡ୍ୟାମ୍ ବ୍ରିଜ୍ । ବ୍ରିଜ୍ ତଳକୁ ଖସିପଡ଼ିଲେ ୨ ଫରେଷ୍ଟ କର୍ମଚାରୀ । ଜଣେ ଉଦ୍ଧାର, ଅନ୍ୟଜଣଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ । ଫୁଲବାଣୀରେ ଅଘଟଣ, ବନ୍ୟା ପାଣିରେ ଭାସିଗଲେ ବନ ବିଭାଗ କର୍ମଚାରୀ । ଜଣେ ମୃତ୍ୟୁ … Read More

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଜେଲ୍ ଗଲେ ବିଦ୍ୟାଭାରତୀ

ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ସହକାରୀ ବନ ସଂରକ୍ଷକ (ACF) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପତ୍ନୀ ବିଦ୍ୟା ଭାରତୀଙ୍କୁ ଗିରଫ କଲା ପୋଲିସ । ଆଗୁଆ ଜାମିନ୍‌ ଆବେଦନ ଖାରଜ ହେବା ପରେ ସେ ଆତ୍ମସମର୍ପଣ କରିଥିଲେ। ଏହାପରେ ତାଙ୍କୁ … Read More

ଆସୁଛି ‘ମୁରାସୁ’; ଭୂସ୍ଖଳନ ଆଶଙ୍କା ନେଇ ରାଜ୍ୟ ରାଜପଥ-୪୮କୁ ବନ୍ଦ କଲା ପ୍ରଶାସନ

କୋରାପୁଟ: ‘ମୁରାସୁ’ ବାତ୍ୟା ଉପକୂଳ ଆଡ଼କୁ ମୁହାଁଉଥିବା ବେଳେ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଓ ରାଣୀଗୁଡ଼ା ମଧ୍ୟରେ ଥିବା ରାଜ୍ୟ ରାଜପଥ-୪୮କୁ ବନ୍ଦ କରିଦିଆଯାଇଛି। ଲଗାଣ ବର୍ଷା ଏବଂ ନିକଟସ୍ଥ ପାହାଡ଼ରୁ ମାଟି ଖସିବା ଆଶଙ୍କା … Read More