ବନ୍ଧା ହେଲେ ଲୁଙ୍ଗି ଗ୍ୟାଙ୍ଗର ୧୨ ଲୁଟେରା, କୋଟିଏ ଟଙ୍କାର ଅଳଙ୍କାର ଜବତ

ଖୋର୍ଦ୍ଧା : ଲୁଙ୍ଗି ଗ୍ୟାଙ୍ଗର ୧୨ ଗିରଫ ।   କୋଟିଏ ଟଙ୍କାର ସୁନା ଓ ରୁପା ଅଳଙ୍କାର ଜବତ । ୨ମାସ ଧରି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଉତ୍ପାତ୍ତ ମଚାଇଥିବା ଲୁଙ୍ଗି ଗ୍ୟାଙ୍ଗ ପୋଲିସ ହାତରେ ଧରାପଡ଼ିଛନ୍ତି ।  ବାଣପୁର, ବାଲୁଗାଁ, … Read More

ଶୀତଳ ଭଣ୍ଡାରରେ ପଚିଗଲା ୩ହଜାର କୁଇଣ୍ଟାଲ ଆଳୁ, ଚିନ୍ତାରେ ଚାଷୀ

ଭୁବନେଶ୍ୱର: ଆଗାମୀ ବର୍ଷ କେମିତି ହେବ ଆଳୁ ଚାଷ? କୁଇଂଟାଲ କୁଇଂଟାଲ ଆଳୁ ଓ ମଂଜି ପଚିଷଢି ଯାଇଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀକୂଳ । ଶୀତଳଭଣ୍ଡାରରେ ଆଳୁ ସଂରକ୍ଷଣ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବା ଆସିଛି ସଙ୍ଗୀନ ଅଭିଯୋଗ … Read More

ପୁଣି ବିବାଦରେ ଆଇପିଏସ ସୁଶାନ୍ତ ନାଥ: କଏଦୀଙ୍କୁ ମିଥ୍ୟା ନାର୍କୋଟିକ୍ସ ମାମଲାରେ ଫସାଇବାକୁ ଉଦ୍ୟମ ଅଭିଯୋଗ

ଭୁବନେଶ୍ୱର: ପୂର୍ବତନ ଜେଲ୍ ଡିଜି ସୁଶାନ୍ତ କୁମାର ନାଥଙ୍କ ନାମରେ ପୁଣି ଆସିଛି ଅଭିଯୋଗ। ପୂର୍ବରେ ଜଣେ ମହିଳା ଜେଲର ସୁଶାନ୍ତ ନାଥଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଓ ଭୟଭୀତ କରିବା ଅଭିଯୋଗ ଆଣିଥିଲେ । ଏହି ମାମଲାରେ ଆଶ୍ୱସ୍ତି ପାଇବା … Read More

ଦେଢ କୋଟି ଟଙ୍କାର ଠକେଇ, ଦମ୍ପତିଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

ଭୁବନେଶ୍ୱର : ଶିଳ୍ପପତି ପରିଚୟ ଦେଇ ଦେଢ କୋଟି ଲୁଟ୍ । ଠକ ଦମ୍ପତିଙ୍କୁ ବାନ୍ଧିଲା କମିଶନରେଟ ପୋଲିସ । ଭୁବନେଶ୍ୱର ଟଙ୍କପାଣି ରୋଡରେ ଘର ଓ ଜାଗା ଦେବାକୁ କହି ଟଙ୍କା ଲୁଟିଥିଲେ । ଗିରଫ ଅଭିଯୁକ୍ତ ହେଲେ ଶ୍ରୀମନ୍ତ କଳସ … Read More

ବନ୍ୟା ପ୍ରଭାବିତ ୩ ଜିଲ୍ଲା ପାଇଁ ୪ IASଙ୍କୁ ଦାୟିତ୍ୱ

ଭୁବନେଶ୍ୱର : ବନ୍ୟାରେ ପ୍ରଭାବିତ ତିନି ଜିଲ୍ଲା ପାଇଁ ୪ ଜଣ IAS ଅଧିକାରୀଙ୍କୁ ଦାୟିତ୍ୱ । ଗଜପତି ଜିଲ୍ଲା ପାଇଁ ରୀନା ପ୍ରଧାନ, ଅଜିତ କୁମାର ଓ ତେଜସ୍ୱିନୀ ବେହେରାଙ୍କୁ ଗଞ୍ଜାମ ଜିଲ୍ଲା ଏବଂ ଶିବ ମାଲବ୍ୟଙ୍କୁ କନ୍ଧମାଳ ଜିଲ୍ଲା ପାଇଁ … Read More

’ଆର୍ଣ୍ଣବ’ ପରେ ଦୁଃଖ ଦେଇଗଲା ’ମୁରାସୁ’, ସହାୟତା ନପାଇ ରାସ୍ତାରୋକ କଲେ ନଳବଣ୍ଟା ଗ୍ରାମବାସୀ

ବ୍ରହ୍ମପୁର: ଅର୍ଣ୍ଣବ କନ୍ଦାଇଛି । ଲୁହ ବନ୍ଦ ହୋଇନି, ପଛେ ପଛେ ଆସିଲା ମୁରାସୁ । ଦେଇଗଲା ଦୁଃଖ । ବନ୍ୟା ସବୁ କିଛି ଭସାଇନେଲା । ଏବେବି ଆଶ୍ରୟସ୍ଥଳୀରେ ତଳିଆ ଅଞ୍ଚଳର ଦେଢ ଲକ୍ଷ ଲୋକଙ୍କୁ ରଖାଯାଇଛି । ବନ୍ୟା … Read More

୩୪ ଘଣ୍ଟା ପରେ ନିଖୋଜ ବନ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

କନ୍ଧମାଳ: ଦୀର୍ଘ ୩୪ ଘଣ୍ଟା ପରେ ମିଳିଲା ବନ ବିଭାଗ କର୍ମଚାରୀ ପ୍ରମୋଦ ବେହେରାଙ୍କ ଗଳିତ ମୃତଦେହ । ଫୁଲବାଣୀ ପଟାବାଲି ସାହି ବ୍ରିଜ୍ ତଳୁ ଉଦ୍ଧାର କଲା ଅଗ୍ନିସମ ବିଭାଗ । ସୂଚନା ଥାଉକି, ଗତକାଲି ବ୍ରିଜ୍ ତଳକୁ ଖସିପଡ଼ିଥିଲେ ୨ … Read More

ଉତ୍କଳ ବିଶ୍ୱବିଦ୍ୟାଳୟ ମହିଳା ହଷ୍ଟେଲରେ ଜଣ୍ଡିସ ଆତଙ୍କ, ମିଡ୍-ସେମେଷ୍ଟର ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର ପରିସରରେ ଥିବା ମହିଳା ହଷ୍ଟେଲରେ ବ୍ୟାପିଛି ଝାଡ଼ାବାନ୍ତି । ହଷ୍ଟେଲର ଅପମିଶ୍ରିତ ପାଣି ପିଇ ୧୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହେବା ସହିତ ଜଣେ ଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କିଛି ଛାତ୍ରୀଙ୍କ ଠାରେ … Read More

ଆନ୍ଧ୍ର ଉପକୂଳରେ ତାଣ୍ଡବ ରଚିଲା ‘ମୁରାସୁ’

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳ ଅତିକ୍ରମ କରିଛି ବାତ୍ୟା  ‘ମୁରାସୁ’ । ଭୋର ସାଢ଼େ ୩ଟାରୁ ସକାଳ ସାଢ଼େ ୫ଟା ମଧ୍ୟରେ ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଓଙ୍ଗୋଲ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ‘ମୁରାସୁ’ । ୨ ଘଣ୍ଟା ଧରି ଚାଲିଥିଲା … Read More