ଲଗାଣ ବର୍ଷାରେ ଧସିଲା ଖୁରୀ ପାହାଡ଼, ଅଳ୍ପକେ ବର୍ତ୍ତିଲେ ପୁରିଗୁଡ଼ା ଗାଁର ୪୦ ପରିବାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ନାୟକଗୁଡ଼ାରେ ଭୁଷ୍ଖଳନ । ଲଗାଣ ବର୍ଷାରେ ଧସିଲା ପାହାଡ଼ । ନାୟକଗୁଡା ନିକଟସ୍ଥ ପୁରିଗୁଡ଼ା ଗାଁ ନିକଟରେ ଧସିଲା ପାହାଡ଼  । ଅଳ୍ପକେ ବର୍ତ୍ତୀଲେ ଗାଁ ଲୋକ । ବର୍ଷାରେ ପାହାଡ଼ ଉପରୁ ଖସିଲା ଦୁଇଟି … Read More

ଯୁବକଙ୍କୁ ବୀଭତ୍ସ ହତ୍ୟା, ଘର ପଛପଟୁ ମୃତଦେହ ଉଦ୍ଧାର

ବୋଲଗଡ଼: ବୋଲଗଡ଼ରେ ବୀଭତ୍ସ ହତ୍ୟାକାଣ୍ଡ । ଯୁବକଙ୍କ ଗୋଡ଼ କାଟି ଫେରାର ହୋଇଗଲେ ଦୁର୍ବୁତ୍ତ । ମୃତ ଯୁବକ ହେଲେ ଗଡ଼ ଭିତର ସାହିର କେଦାର ନାଥ ପଶ୍ଚିମ କବାଟ ଓରଫ ବଗୁଲା । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ … Read More

ଗାଁରେ ପଶିଲା ବନ୍ୟା ପାଣି, ଭାସିଗଲା ୨୦ ଘର

ଭଞ୍ଜନଗର: ଗାଁ ଭିତରେ ପଶିଲା ବନ୍ୟା ପାଣି । ଧୋଇ ନେଇଗଲା ୨୦ ଘର । ଗଞ୍ଜାମ-କନ୍ଧମାଳ ସୀମାନ୍ତ ଗିଡିପାବାଲି ଭୂସ୍ଖଳନ ଘଟଣା ପରେ, ଆଉ ଏକ ଭୟଙ୍କର ଘଟଣା ନଜରକୁ ଆସିଛି । କନ୍ଧମାଳ ଜିଲ୍ଲାର ଇନ୍ଦ୍ରଗଡ ଗାଁର ପଞ୍ଚାୟତ ଘରକୁ … Read More

ପାର୍କରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ମଞ୍ଚେଶ୍ୱର ଥାନା ଜନଗହଳି ପୂର୍ଣ୍ଣ କେଳୁ ଚରଣ ପାର୍କ ନିକଟରୁ ଉଦ୍ଧାର ହୋଇଛି ଜଣେ ଯୁବକଙ୍କ ଅଧାପୋଡ଼ା ଓ ଗଳିତ ମୃତଦେହ । ଘଟଣାକୁ ନେଇ ଗାଡ଼କଣ ଅଞ୍ଚଳରେ ଖେଳିଯାଇଛି ଆତଙ୍କ । ମୃତକଙ୍କୁ … Read More

୭୦ କୋଟିର ଠକେଇ ଅଭିଯୋଗ, ଟ୍ରେଡିଂ କମ୍ପାନୀର ଓଡ଼ିଶା ମୁଖ୍ୟ ଈଶ୍ୱର ବନ୍ଧାଣୀଙ୍କ ଘରେ ଇଡି ରେଡ୍

ଉଦଳା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ଇଡି ରେଡ୍ । ୭୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ ଚଢ଼ାଉ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିଶୋଳ ଗାଁର ଈଶ୍ୱର ବିନ୍ଧାଣୀଙ୍କ ଘରେ ଚଢଉ ଚାଲିଛି । କୋଲକାତାର ଏକ ଟ୍ରେଡିଂ କମ୍ପାନୀର ଓଡ଼ିଶା … Read More

ଆସନ୍ତାକାଲି ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ନିର୍ବାଚନ; ସୀମାନ୍ତ ଗାଁରେ ହାଇଆଲର୍ଟ

ମାଲକାନଗିରି: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘଦିନ ଧରି ଲାଗି ରହିଥିବା ସୀମା ବିବାଦକୁ ନେଇ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଧୂଳିପୁଟ ଓ ଜୁମଡାଙ୍ଗ ଅଞ୍ଚଳରେ ପୁଣି ଉତ୍ତେଜନା ଦେଖାଦେଇଛି।ଆସନ୍ତାକାଲି ନଭେମ୍ବର ୫ ତାରିଖରେ ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ନିର୍ବାଚନ … Read More