ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଅବାଧରେ ନିର୍ବାଚିତ ହେଲେ ହରଦୀପ ପୁରୀ

ଭୋପାଲ: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରିବେ। ବିଜେପି କେନ୍ଦ୍ରମନ୍ତ୍ରୀ ଏଲ. ମୁରୁଗନ ଇସ୍ତଫା ଦେବା ଯୋଗୁ ଖାଲିପଡିଥିବା ଆସନରେ ହୋଇଥିବା ଉପନିର୍ବାଚନରେ ପୁରୀଙ୍କୁ ପ୍ରାର୍ଥୀ କରିଥିଲା। ଏହି ନିର୍ବାଚନରେ … Read More

ଡିସେମ୍ବରରେ ବାଂଲାଦେଶ ଫେରିବେ ଶେଖ୍‌ ହସିନା

ନୂଆଦିଲ୍ଲୀ: ସବୁ ପ୍ରତିକୂଳ ପରିସ୍ଥିତି ଓ ବିପଦକୁ ଖାତିର ନକରି ଆସନ୍ତା ଡିସେମ୍ବରରେ ବାଂଲାଦେଶ ଫେରିବେ ବୋଲି ପୁଣିଥରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କ୍ଷମତାଚ୍ୟୁତ  ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା। ଏପରିକି ନିଜ ଦେଶକୁ ଫେରିବା ପରେ ଗିରଫ, କାରାବାସ କିମ୍ବା … Read More

ବାଣ ଗୋଦାମରେ ବିସ୍ଫୋରଣ, ୨ ଶ୍ରମିକ ମୃତ

ନୂଆଦିଲ୍ଲୀ : ବାଣ ଗୋଦାମରେ ବିସ୍ଫୋରଣ । ରାଜସ୍ଥାନ ନାଗୋରରେ ଏକ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଏହାସହ ଅନ୍ୟ କିଛି ଜଣ ଆହତ ହୋଇଥିବା ସୂଚନା ମିଳିଛି । … Read More

ତନ୍ତ୍ରବିଦ୍ୟା ପାଇଁ ସମାଧି ଖୋଳି ଶବର ମୁଣ୍ଡ କାଟିନେଲେ ଦୁର୍ବୃତ୍ତ

ନବରଙ୍ଗପୁର: ମସାଣି ଭିତରେ କୁକୁଡ଼ା ବଳି, ପୂଜାପାଠ ଏବଂ ତା’ପରେ ସମାଧି ଖୋଳି ଶବର ମୁଣ୍ଡ କାଟିନେଲେ ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ନନ୍ଦାହାଣ୍ଡି ବ୍ଲକର ନରସିଂହଗୁଡ଼ା ଗାଁରେ। ଘଟଣାକୁ … Read More

ୟୁରୋପରେ ଏକାଧିକ ବିମାନକୁ ବୋମା ଧମକ

ନୂଆଦିଲ୍ଲୀ: ୟୁରୋପ ଆକାଶରେ ବୋମା ଆତଙ୍କ । ଗୋଟିଏ ପରେ ଗୋଟିଏ ଯାତ୍ରୀବାହୀ ବିମାନକୁ ମିଳୁଛି ବୋମା ଧମକ । ଆଜି ସକାଳେ ୟୁରୋପର ବିଭିନ୍ନ ଦେଶରେ ଏକାଧିକ ବିମାନକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିବା ପରେ ଆତଙ୍କ ଖେଳିଯାଇଛି । ସୁରକ୍ଷା … Read More

ହର୍ମୁଜରେ ଭାରତୀୟ ପଣ୍ୟବାହୀ ଜାହାଜ ଚଳାଚଳ ପାଇଁ ଇରାନ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା

ତେହରାନ : ତୈଳ ପରିବହନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ବିବେଚିତ ହର୍ମୁଜ ପ୍ରଣାଳୀ ଉପରେ ନିୟନ୍ତ୍ରଣ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ଲାଗି ରହିଛି। ହର୍ମୁଜ ପ୍ରଣାଳୀ ଉପରେ ଇରାନ ନିଜ ଅଧିକାର ସାବ୍ୟସ୍ତ କରୁଥିବା ବେଳେ ଏହି ପଥ … Read More

ଗଙ୍ଗା ନଦୀକୁ ଖସିଲା କାର୍, ୪ ମୃତଦେହ ଉଦ୍ଧାର, ୨ ଯାତ୍ରୀ ନିଖୋଜ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗଙ୍ଗୋତ୍ରୀ ଜାତୀୟ ରାଜପଥର ଗଙ୍ଗନାନୀ ନିକଟରେ ଏକ ଦ୍ରୁତଗାମୀ ଇନୋଭା କାର୍ ଅନିୟନ୍ତ୍ରିତ ହୋଇ ଗଙ୍ଗା ନଦୀକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା … Read More

ବନ୍ୟା ପାଣିରେ ଓଲଟିଲା ୨ ଉଦ୍ଧାରକାରୀ ବୋଟ୍

ତେଲଙ୍ଗାନା: ତେଲଙ୍ଗାନାରେ ବଡ଼ ଅଘଟଣ । ବନ୍ୟା ପାଣିରେ ଓଲଟିଲା ୨ ଉଦ୍ଧାରକାରୀ ବୋଟ୍ । ୧୧ ଯବାନ ନିଖୋଜ । ୫ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ ଯାଇ ଅଘଟଣ । ନିଖୋଜଙ୍କ ମଧ୍ୟରେ SDRF ଓ ଅଗ୍ନିଶମ ବିଭାଗର କର୍ମଚାରୀ ।  … Read More

ସ୍ତ୍ରୀକୁ ଚୌକିରେ ବାନ୍ଧି ଜୀଅନ୍ତା ଜାଳିଦେଲା ସୈତାନ

କନୌଜ: ଉତ୍ତରପ୍ରଦେଶ କନୌଜରେ ଅଭାବନୀୟ ଘଟଣା । ଗୁରୁବାର ସକାଳୁ କନୌଜ ଜିଲ୍ଲା ଚିମ୍ବ୍ରମୌ ଥାନା ଅଧିନ ଜଗତପୁର ଗାଁରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା ନୃଶଂସ ସ୍ୱାମୀ । … Read More

ଦିଲ୍ଲୀରେ ଭୁଶୁଡ଼ିଲା କୋଠା: ୨ ମୃତ, ଅନେକ ଫସିଥିବା ଆଶଙ୍କା

ନୂଆଦିଲ୍ଲୀ: ଗୁରୁବାର ଦିନ ଦିଲ୍ଲୀର ଚାୱରୀ ବଜାର ଅଞ୍ଚଳରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ନିର୍ମାଣାଧୀନ ଏକ ତିନି ମହଲା କୋଠାର କିଛି ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ … Read More