ବନ୍ୟା ବେଳେ ମନଇଚ୍ଛା ଖୋଲାଯାଉଛି ଆନନ୍ଦପୁର ବ୍ୟାରେଜ୍ ଗେଟ୍, ବିଦ୍ୟୁତ୍ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍

Spread the love

Spread the loveଆନନ୍ଦପୁର: ଆନନ୍ଦପୁର ବ୍ୟାରେଜ୍ ଗେଟ୍ ପରିଚାଳନାରେ ଅନିୟମିତତା । ବିଦ୍ୟୁତ୍ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ । ବନ୍ୟା ବେଳେ ମନଇଚ୍ଛା ଗେଟ୍ ଖୋଲିବାକୁ ନେଇ ପ୍ରଶ୍ନ। ବନ୍ୟାର ପ୍ରକୋପ ଶୀର୍ଷରେ ଥିବା ବେଳେ ମନଇଚ୍ଛା ଖୋଲାଯାଉଛି ଆନନ୍ଦପୁର ବ୍ୟାରେଜ୍ … Read More

ଦୁର୍ଘଟଣା ପରେ ଅନ୍ତନଳୀକୁ ଧରି ୨ କିମି ଚାଲିଲା ନାବାଳକ, ଅପରେସନ୍ ପରେ ପାଇଲା ନୂଆ ଜୀବନ

Spread the love

Spread the loveବ୍ରହ୍ମପୁର : ୧୧ ବର୍ଷୀୟ ନାବାଳକର ସାହସକୁ ସଲାମ୍ । ସାହାସ କଲା ନୂଆ ଜୀବନ ପାଇଲା । ଦୁର୍ଘଟଣା ପରେ ନିଜ ପେଟର ଅନ୍ତନଳୀକୁ ସ୍କୁଲ ୟୁନିଫର୍ମରେ ଧରି ଦୀର୍ଘ ଦୁଇ କିଲୋମିଟର ଯାଇ ଘରେ ପହଞ୍ଚିଲା … Read More

ବୈତରଣୀରେ ୫୦ ଫୁଟର ଘାଇ, ପ୍ରଭାବିତ ହେବ ୪ଟି ପଞ୍ଚାୟତ

Spread the love

Spread the loveଆଳି : ବୈତରଣୀରେ ୫୦ ଫୁଟର ଘାଇ । ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା କନପୁର-ଗୁଣ୍ଠଳ ରାସ୍ତାରେ ୫୦ଫୁଟ ଲମ୍ବର ଘାଇ ସୃଷ୍ଟି ହୋଇଛି । ଫଳରେ ବୈତରଣୀ ନଦୀର ପାଣି ଏବେ … Read More

ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଗିରଫ, ୪୦୦ ଗାଡ଼ି ଜବତ

Spread the love

Spread the loveଭୁବନେଶ୍ୱର : ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଗିରଫ, ୩୫୪ ଗାଡ଼ି ଜବତ । ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ପୋଲିସର ବଡ଼ ଆକ୍ସନ୍ । ରାତି ସାଢ଼େ ଗୋଟାଏ ସୁଦ୍ଧା ୧୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି … Read More

ବିଲ ପାଣିରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

Spread the love

Spread the loveବଲାଙ୍ଗିର: ବିଲ ଭିତରେ ଥିବା ପାଣିରେ ପଡିଛି ମୁଣ୍ଡ ବିହୀନ ମୃତ ଦେହ। ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବଗଡ଼ା ଗାଁ’ ହାଇସ୍କୁଲ ନିକଟ ପାଣିଟାଙ୍କି ନିକଟରେ ଥିବା ବିଲ ପାଣିରେ ମୁଣ୍ଡବିହିନ ମୃତଦେହଟି ପଡ଼ିଥିବା ଦେଖିବାକୁମିଳିଥିଲା  ମୃତଦେହକୁ … Read More

ଧୀରେ ଧୀରେ ସୁଧୁରୁଛି ବନ୍ୟା ସ୍ଥିତି, ଖସୁଛି ବିଭିନ୍ନ ନଦୀର ଜଳସ୍ତର

Spread the love

Spread the love ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ସୁଧାରୁଛି ବନ୍ୟାସ୍ଥିତି। ବିଭିନ୍ନ ନଦୀର ଜଳସ୍ତର କମିବାରେ ଲାଗିଛି। ବିଶେଷକରି ସୁବର୍ଣ୍ଣରେଖା ନଦୀରେ ମଧ୍ୟ ଜଳସ୍ତର ଧୀରେ ଧୀରେ ଖସୁଥିବା ସୂଚନା ଦେଇଛନ୍ତି ଏସ୍‌ଆର୍‌ସି। ତେବେ ବନ୍ୟା ଯୋଗୁଁ ରାଜ୍ୟର ୬ଟି … Read More

କଟିଲେ ୨୪.୩୩ ଲକ୍ଷ ଭୋଟର ! ସେପ୍ଟେମ୍ବର ୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା

Spread the love

Spread the loveଭୁବନେଶ୍ୱର: ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଞ୍ଜୀକରଣ ଓ ସଂଶୋଧନ ପାଇଁ ନିର୍ଦ୍ଧାରିତ ଦାବି ଓ ଆପତ୍ତି ଦାଖଲ ସମୟସୀମା ବୁଧବାର ସମାପ୍ତ ହୋଇଛି। ସେପ୍ଟେମ୍ବର ୧୭ ସୁଦ୍ଧା ନୋଟିସ୍‌ … Read More

ଗ୍ରାମବାସୀ ପାଇବେ ସହରୀ ସୁବିଧା: ପଞ୍ଚାୟତରେ ହେବ ଆଦର୍ଶ ଖେଳ ପଡିଆ, ଆଦର୍ଶ କଲ୍ୟାଣ ମଣ୍ଡପ

Spread the love

Spread the loveଭୁବନେଶ୍ୱର: ଗାଁରେ ମିଳିବ ସହରୀ ସୁବିଧା। ପଞ୍ଚାୟତରାଜ ବିଭାଗରେ ହୋଇଛି SOP। ଏନେଇ ସୂଚନା ଦେଲେ ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାଏକ। ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ, ଆଦର୍ଶ କଲ୍ୟାଣ ମଣ୍ଡପ ରହିବ। ଆଦର୍ଶ ଗ୍ରାମୀଣ … Read More

କଟକରେ CMCର ଚଢ଼ାଉ, ୭୦ କ୍ବିଣ୍ଟାଲ ନକଲି ପନିର ଜବତ

Spread the love

Spread the loveକଟକ: କଟକ ମ୍ୟୁନିସିପାଲ୍ କର୍ପୋରେସନ୍ (CMC) ର ସ୍ୱାସ୍ଥ୍ୟ ଅଧିକାରୀମାନେ ବୁଧବାର ଦିନ କଟକ ଲିଙ୍କ୍ ରୋଡ୍‌ରେ ପ୍ରାୟ ୧୭.୫ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୭୦୦୦ କିଲୋଗ୍ରାମ୍ ଭେଜାଲ୍ ପନିର ଜବତ କରିଛନ୍ତି। ଶ୍ରାବଣ ମାସରେ ପନିର … Read More

ସିଏନ୍‌ଜି ଷ୍ଟେସନ୍‌ରେ ଗ୍ୟାସ୍‌ ଟାଙ୍କିି ଫାଟି ୩ ମୃତ

Spread the love

Spread the loveନୂଆଦିଲ୍ଲୀ: ଦିଲ୍ଲୀର ଟିକରି କଲନରେ ଆଜି ଏକ ସିଏନଜି ଷ୍ଟେସନ୍‌ରେ ରହସ୍ୟଜନକ ଭାବେ ଏକ ଟ୍ରକ୍‌ର ଗ୍ୟାସ୍‌ ଟାଙ୍କି ଫାଟିଯିବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି। ୩ ମୃତକ ହେଉଛନ୍ତି ସିଏନ୍‌ଜି ‌ଷ୍ଟେସନ୍‌ର କର୍ମଚାରୀ ଏବଂ ସେମାନଙ୍କ ମଧ୍ୟରୁ … Read More