ପିକଅପ-ବାଇକ୍ ଧକ୍କା : ଚାଲିଗଲା ବାପ-ପୁଅଙ୍କ ଜୀବନ

Spread the love

Spread the loveବଲାଙ୍ଗୀର : ସୋନପୁର ରାସ୍ତାର ଟୋଲଗେଟ୍ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ପିକଅପ- ବାଇକ୍ ଧକ୍କା ହୋଇ ଚାଲିଗଲା ବାପା ପୁଅଙ୍କ ଜୀବନ। ଗୁରୁତର ହୋଇଛନ୍ତି ମାଆ। ବାଇକରେ ଯାଉଥିବା ବେଳେ ବାପା ଓ ଦେଢ … Read More

ବୋମା ଖାଇ ଯନ୍ତ୍ରଣାରେ ଛଟପଟ ହେଉଛି ହାତୀ

Spread the love

Spread the loveଢେଙ୍କାନାଳ : ବିଛା ଯାଇଥିବା ବୋମା ଖାଇଦେଲା ମାଈ ହାତୀ। ଯନ୍ତ୍ରଣାରେ ଛଟପଟ ହେଉଛି ହାତୀ। ଏକ ପୋଖରୀରେ ପଶି ରହି ମାଈ ହାତୀ ଗର୍ଜନ କରୁଛି। ବାରହା ଶିକାର ପାଇଁ ବିଛା ଯାଇଥିବା ବୋମା ଖାଇଦେଇଛି ହାତୀ। … Read More

ଛାତ୍ରୀ ମୃତ୍ୟୁ ଘଟଣା: ମୃତଦେହ ରଖି ରାସ୍ତା ଅବରୋଧ

Spread the love

Spread the loveମୟୂରଭଞ୍ଜ: ମେଡିକାଲରେ ମୃତଦେହ ରଖି ବିକ୍ଷୋଭ । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାରେ ବିକ୍ଷୋଭ । ମୟୂରଭଞ୍ଜ ରାସଗୋବିନ୍ଦପୁର କାକାବନ୍ଧ ଆଶ୍ରମ ସ୍କୁଲରେ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଥିଲେ ପିଲା । ବାରିପଦା ପିଆରଏମରେ ଚିକିତ୍ସାଧିନ ଅବସ୍ଥାରେ … Read More

ନଦୀରେ ଭାସି ଯାଇ ନାବାଳକ ନିଖୋଜ

Spread the love

Spread the love ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ଗୋଧୋଉଥିବା ବେଳେ ନଦୀରେ ଭାସି ଯାଇ ନାବାଳକ ନିଖୋଜ ।  ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଗୋବର୍ଧନପୁର ଗାଁର ଚିତ୍ରମ ନାଥଙ୍କ ୧୫ ବର୍ଷର ପୁଅ ସୁନିଲ ନାଥ ଆଜି ସକାଳେ ସୁବର୍ଣ୍ଣରେଖା … Read More

ଛାତ୍ରୀଙ୍କ ଅଭିଯୋଗ ପରେ ହଟିଲେ FM କଲେଜର ଓଡ଼ିଆ ବିଭାଗ ମୁଖ୍ୟ

Spread the love

Spread the loveଭୁବନେଶ୍ବର: ଛାତ୍ରୀଙ୍କ ଅଭିଯୋଗ ପରେ ହଟିଲେ ବିଭାଗୀୟ ମୁଖ୍ୟ । ବାଲେଶ୍ବର FM କଲେଜର ଓଡ଼ିଆ ବିଭାଗ HOD ଡକ୍ଟର ସନ୍ତୋଷ କୁମାର ନାୟକଙ୍କୁ ତାଙ୍କ ପଦରୁ ହଟା ଯାଇଛି । ପ୍ରିନସିପାଲ ତାଙ୍କୁ ପଦବୀରୁ ହଟାଇ ଦେଇଛନ୍ତି। ଛାତ୍ରୀଙ୍କ … Read More

ଝୁମ୍ପୁରା ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ପାଦ ଛୁଇଁ ନେଲେ ଗୁରୁଙ୍କ ଆଶୀର୍ବାଦ

Spread the love

Spread the loveକେନ୍ଦୁଝର: ଗୁରୁଙ୍କ ପାଦ ଛୁଇଁଲେ, ସମ୍ମାନୀତ କଲେ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ଝୁମ୍ପୁରା ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ମୁଖ୍ୟଅତିଥି ଭାବେ ଯୋଗ ଦେଇ ଅଭିଭାଷଣ ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ … Read More

ଖଜୁରୀ ଗଛରୁ ପଡ଼ି ଯୁବକ ମୃତ

Spread the love

Spread the loveମୟୂରଭଞ୍ଜ: ଖଜୁରୀ ଗଛରେ ଚଢ଼ି ପୂଜା କରିବା ହେଲା କାଳ । ୨୦ ଫୁଟ ତଳକୁ ଖସିପଡ଼ି ଯୁବକ ମୃତ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ନାଲାଗୁଣ୍ଠି ପଞ୍ଚାୟତରେ ଅଘଟଣ । ମୃତକ ଏମପିଭି ୩୬ ଗାଁର ଜଗଦୀଶ … Read More

ଅଜଣା ଗାଡ଼ି ଧକ୍କାରେ ୨ ମୃତ

Spread the love

Spread the loveଅନୁଗୁଳ: ଅଜଣା ଗାଡ଼ି ଧକ୍କାରେ ୨ ମୃତ । ଦଣ୍ଡ ନାଚ ଦେଖି ଫେରୁଥିବା ବେଳେ ଦୁର୍ଘଟଣା । ରାସ୍ତା ଉପରେ ଛିଟିକି ପଡ଼ି ଚାଲିଗଲା ୨ଜଣଙ୍କ ଜୀବନ। ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ହିଂସିରିଡା ଗାଁ ନିକଟରେ … Read More

ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା, ବ୍ୟାପକ ସୁରକ୍ଷା ବ୍ୟବସ୍ଥା

Spread the love

Spread the loveସମ୍ବଲପୁର: ସମ୍ବଲପୁରରେ ଆଜି ହନୁମାନ ଜୟନ୍ତୀ ଶୋଭାଯାତ୍ରା । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହରରେ ଶାନ୍ତି ଶୃଙ୍ଖଳା ପାଇଁ ୫୨ ପ୍ଲାଟୁନ ଫୋର୍ସ ଏବଂ ୧୮୦ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହୋଇଛନ୍ତି । ଶୋଭାଯାତ୍ରା … Read More

କକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ଝାଡ଼ାବାନ୍ତି: ୫ମ ଶ୍ରେଣୀ ଛାତ୍ରୀ ମୃତ

Spread the love

Spread the loveବାରିପଦା : ପଖାଳ ଖାଇବା ପରେ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା। ହେଲା ପଞ୍ଚମୀ ଶ୍ରେଣୀ ନାବାଳିକାଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ବାରିପଦାରୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଝାଡ଼ାବାନ୍ତିରେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଜଣେ ଛାତ୍ରୀଙ୍କ … Read More