ପାରଳାଖେମୁଣ୍ଡି ସବଜେଲରେ କଏଦୀଙ୍କର ମୃତ୍ୟୁ; ଉଚ୍ଚସ୍ତରୀୟ ତଦନ୍ତ ଦାବି

Spread the love

Spread the loveପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସବ ଜେଲରେ ଜଣେ ବିଚାରଧୀନ କଏଦୀ (UTP)ଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ମୃତକ ହେଉଛନ୍ତି ରାୟଗଡ ଥାନା ଅନ୍ତର୍ଗତ ଜିରାଙ୍ଗ ଗ୍ରାମ ତାଙ୍କଲା ସାହିର ରୁନା ବଡ଼ ରଇତ(୩୧)। ଅଗଷ୍ଟ … Read More

ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ: ସରକାରଙ୍କ ଆଶ୍ୱାସନା ପରେ ଧାରଣାରୁ ଓହରିଲା ସମନ୍ଵୟ ସମିତି

Spread the love

Spread the loveଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜିଠାରେ ନିଜର ଦୀର୍ଘଦିନର ଦାବି ପୂରଣ ନେଇ ଚାଲିଥିବା ଶିକ୍ଷକ ଆନ୍ଦୋଳନ ଶେଷରେ ୨୧ ଦିନ ପରେ ସ୍ଥଗିତ ରଖାଯାଇଛି । ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଏବଂ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ପରେ ଆନ୍ଦୋଳନକାରୀ … Read More

ସିବିଆଇ ପଞ୍ଝାରେ ଜି ଗ୍ରୁପ୍‌ର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରା ! ଠକେଇ ଅଭିଯୋଗରେ ମାମଲା

Spread the love

Spread the loveନୂଆଦିଲ୍ଲୀ: ଜି ଗ୍ରୁପ୍‌ର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରାଙ୍କୁ ନେଇ ଏବେ ଚର୍ଚ୍ଚା ବଢ଼ିଛି । CBI ଏସେଲ ଗ୍ରୁପର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରଙ୍କ ସମେତ ଅନ୍ୟ ୪ଜଣଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଛି । ଏହି ମାମଲାରେ … Read More

ଓଡିଶାରୁ ୪ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର

Spread the love

Spread the loveଭୁବନେଶ୍ବର: ଗୁରୁ ଦିବସ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାରା ଦେଶର ଅସାଧାରଣ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି। ବିଦ୍ୟାଳୟ ଶିକ୍ଷା, ଉଚ୍ଚ ଶିକ୍ଷା ଏବଂ ବୈଷୟିକ ତାଲିମ … Read More

ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଡିଭିଜନ୍‌ AEE ଅନୁପମା ସାହୁ, ୩ଟି ସ୍ଥାନରେ ରେଡ୍‌

Spread the love

Spread the loveକେନ୍ଦ୍ରାପଡା: ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟର (AEE) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ନଗଦ ୩ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯିବା ସହ ଉକ୍ତ ଟଙ୍କା ରଖାଯାଇଥିବା ଅଫିସ୍ … Read More

କାଶ୍ମୀର ସୁରକ୍ଷା ବାହିନୀ ଗୁଳିରେ ପାକିସ୍ତାନୀ ଏଲଇଟି କମାଣ୍ଡର ନିହତ

Spread the love

Spread the loveଜମ୍ମୁ କାଶ୍ମୀର : ଆଜି ଜମ୍ମୁ କାଶ୍ମୀରର ବଡଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଲସ୍କର-ଏ-ତୈବା (ଏଲଇଟି)ର ଜଣେ ପାକିସ୍ତାନୀ କମାଣ୍ଡର ନିହତ ହୋଇଛି । ଏହି ଏନକାଉଣ୍ଟର ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ସ୍ପେଶାଲ ଫୋର୍ସ ଏବଂ … Read More

ଗୁରୁ ଦିବସରେ ଶିକ୍ଷକଙ୍କୁ ମୋଦିଙ୍କ ମନ୍ତ୍ର: ବହିରୁ ବାହାରି ପିଲାଙ୍କ ପ୍ରତିଭାକୁ ଚିହ୍ନନ୍ତୁ

Spread the love

Spread the loveନୂଆଦିଲ୍ଲୀ : ଆଜି ସେପ୍ଟେମ୍ବର ୫ ତାରିଖ, ଯାହାକୁ ଗୁରୁ ଦିବସ ରୂପେ ପାଳନ କରାଯାଏ । ଏହି ଗୁରୁ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ନ୍ୟାସନାଲ ଟିଚର୍ସ ଆୱାର୍ଡ ୱିନରଙ୍କ ସହ କଥା ହୋଇଥିଲେ । ଏହି ସମୟରେ … Read More

ସାମରିକ ଘାଟିରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୧୦ ଜୀବନ

Spread the love

Spread the loveନୂଆଦିଲ୍ଲୀ: ଶୁକ୍ରବାର ଦିନ ବୋଲିଭିଆର ଏକ ସୈନ୍ୟ ବାରାକରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିବା ସହ ଡଜନ ଡଜନ ଲୋକ ଆହତ ହୋଇଛନ୍ତି । ଫଳରେ ଲୋକେ ଭୟରେ … Read More

ଝିଅଙ୍କ ପାଠପଢ଼ା ଲାଗି ୩ ହଜାର ଟଙ୍କାର ପୁରସ୍କାର ଜିତିବାକୁ ଖାଲି ପାଦରେ ଦୌଡ଼ିଲେ ମା’, ସହାୟତାର ହାତ ବଢ଼ାଇଲା ସାରା ଦେଶ

Spread the love

Spread the loveନୂଆଦିଲ୍ଲୀ: ଦେଶର ହୃଦୟ ଜିତିଲା ରମାବାଇଙ୍କ ସଂଘର୍ଷ । ଝିଅଙ୍କ ପାଠପଢ଼ା ପାଇଁ ଖାଲି ପାଦରେ ଦୌଡ଼ିଲେ ରମାବାଇ । ସହାୟତାର ହାତ ବଢ଼ାଇଲା ସାରା ଦେଶ । ଶାଢ଼ି ପିନ୍ଧି ଖାଲି ପାଦରେ ଦୌଡ଼ିଥିବା ଜଣେ ୪୭ ବର୍ଷୀୟା … Read More

ଇରାନର ‘ପିକଏକ୍ସ ମାଉଣ୍ଟେନ୍ ଉପରେ ଆକ୍ରମଣ କରିବ ଆମେରିକା, ଟ୍ରମ୍ପଙ୍କ ବଡ଼ ଚେତାବନୀ

Spread the love

Spread the loveନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଖୁବଶୀଘ୍ର ଇରାନର ‘ପିକଏକ୍ସ ମାଉଣ୍ଟେନ୍’ ଉପରେ ଆକ୍ରମଣ କରିପାରେ । ଏହା ଇରାନର ଏକ ଅତ୍ୟନ୍ତ ସୁରକ୍ଷିତ ଭୂତଳ ତଳେ ଥିବା ପରମାଣୁ କେନ୍ଦ୍ର ବୋଲି କୁହାଯାଉଛି । … Read More