ଅଗ୍ନିକାଣ୍ଡରେ ଚାଲିଗଲା ବିଏସ୍‌ଏଫ୍ ଅଧିକାରୀଙ୍କ ଜୀବନ

Spread the love

Spread the love କଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବାଂଲାଦେଶ ସୀମାନ୍ତରେ ଏକ ଅଗ୍ନିକାଣ୍ଡ ଘଟି ବିଏସ୍‌ଏଫ୍‌ର ଜଣେ ଅଧିକାରୀ ପ୍ରାଣ ହରାଇଛନ୍ତି। ମୃତ ବିଏସ୍‌ଏଫ୍‌ ଅଧିକାରୀ ହେଲେ ଏଏସ୍‌ଆଇ ଜାଗି ରାମ। ସୀମାର ବାଙ୍କରା ବର୍ଡର … Read More

ଡିଏମ୍‌କେ ପାଇଁ ପ୍ରଚାର କରିବେ ଅରବିନ୍ଦ କେଜରିୱାଲ

Spread the love

Spread the love ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି (ଆପ୍) ଆବାହକ ଅରବିନ୍ଦ କେଜରିୱାଲ ଡିଏମକେ ପାଇଁ ପ୍ରଚାର କରିବେ। ଏଥିପାଇଁ କେଜରିୱାଲ ଏପ୍ରିଲ ୨୦ ଓ ୨୧ରେ ତାମିଲନାଡୁ ଗସ୍ତ କରିବେ। ସେ ଡିଏମ୍‌କେ ମୁଖ୍ୟ … Read More

ଗ୍ୟାସ ସଙ୍କଟ ବେଳେ କାଠ ମାଫିଆଙ୍କ ଉତ୍ପାତ; କାଠ ବୋଝେଇ ପିକଅପ ଜବତ

Spread the love

Spread the loveପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ପୋଇପାଣି ବିଟ କାଠବାରୀ ଗ୍ରାମ୍ୟ ଜଙ୍ଗଲରୁ କାଠ ମାଫିଆ ଆକାଶିଆ ଗଛ କାଟି ବାହାର ରାଜ୍ୟକୁ ଚୋରା ଚାଲାଣ କରୁଛନ୍ତି। ଗତକାଲି ବିଳମ୍ବିତ ରାତିରେ କାଠ କାଟି ପିକଅପ ଗାଡିରେ … Read More

ଗୁଣି ସନ୍ଦେହରେ ହତ୍ୟା; ଜଣେ ମହିଳା ସମେତ ୨ଜଣଙ୍କୁ ବାନ୍ଧିଲା ପୁଲିସ

Spread the love

Spread the loveବ୍ରହ୍ମପୁର : ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଘଟଣା। ଗୁଣି ଗାରେଡି ସନ୍ଦେହରେ ଏକାଦଶୀ ନାହାକ ବ୍ୟକ୍ତିଙ୍କୁ ହତ୍ୟା। ଘଟଣାରେ ଜଣେ ମହିଳାଙ୍କ ସମେତ ୨ ଅଭିଯୁକ୍ତଙ୍କୁ ଗିରଫ … Read More

ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Spread the love

Spread the love କରଞ୍ଜିଆ : ଝୁଲିପଡ଼ିଲେ ଯୁବକ, ଯୁବତୀ ।  ଗୋଟିଏ ଗଛ ଡାଳରୁ ଝୁଲନ୍ତା ଅବସ୍ଥାରେ ଦୁଇଟି ମୃତଦେହ ଠାବ ।  ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ତାଳପଦା ପଞ୍ଚାୟତ କାଳିଆପୋଷି ଗାଁ ମୁଣ୍ଡରୁ ଉଦ୍ଧାର ହୋଇଚି ମୃତଦେହ ।  ଯୁବତୀ … Read More

ଆସନ୍ତା ୧୮ରୁ ୨୧ ତାରିଖ ଯାଏଁ ସ୍କୁଲ, କଲେଜ ଛୁଟି; ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିଷ୍ପତ୍ତି

Spread the love

Spread the loveବଲାଙ୍ଗୀରି : ରାଜ୍ୟରେ ମୁଣ୍ଡ ଫଟା ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଆରମ୍ଭ ହୋଇଗଲାଣି । ଜନଜୀବନ ଅସ୍ତବ୍ୟସ୍ତ । ଚଳିତ ବର୍ଷ ତାପମାତ୍ରା ବୃଦ୍ଧି ପାଇବା ସହିତ ଅସହ୍ୟ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବା ନେଇ ପାଣିପାଗ … Read More

ବେଆଇନ ଭାବେ ଗର୍ଭପାତ କରାଇ ବନ୍ଧା ହେଲେ ନକଲି ଡାକ୍ତର

Spread the love

Spread the loveନରସିଂହପୁର : ନକଲି ଡାକ୍ତରଙ୍କୁ ମାଡ଼ି ବସିଲା ପୋଲିସ । ବଡମ୍ବା ଥାନା ଅନ୍ତର୍ଗତ ସୁନାପାଳ ବଜାର ନିକଟରେ ଗର୍ଭପାତ କରାଇବା ବେଳେ ନକଲି ଡାକ୍ତର ଜୟନ୍ତ ବସ୍ତିଆଙ୍କୁ ଗିରଫ କଲା ବଡମ୍ବା ପୋଲିସ । ରକ୍ତ ଜୁଡୁବୁଡୁ ଅବସ୍ଥାରେ … Read More

ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ

Spread the love

Spread the loveବାଂଶପାଳ : ନୃଶଂସ ସ୍ୱାମୀର ନାରକୀୟ କାଣ୍ଡ । ଟଙ୍କା କେଇଟା ପାଇଁ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟାକଲା ସ୍ୱାମୀ । କେନ୍ଦୁଝର ବାଂଶପାଳ ବ୍ଲକ ରୁଗୁଡ଼ି ସାହିର ଶ୍ରୀକାନ୍ତ ମହାକୁଡ଼, ସ୍ତ୍ରୀ ଚମ୍ପା ମହାକୁଡ଼ଙ୍କୁ ହତ୍ୟା କରିଛି … Read More

ବିଜୁ ବାବୁଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବ ଆମ ସରକାର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Spread the love

Spread the loveଭୁବନେଶ୍ୱର : ବିଜୁ ପଟ୍ଟନାୟକଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବ ଆମ ସରକାର । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ଅବସରରେ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । … Read More

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା

Spread the love

Spread the loveଯାଜପୁର: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା । ବିଳମ୍ବିତ ରାତିରେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବାରବାଟୀ ପଞ୍ଚାୟତ ବେତଣ୍ଡା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଗ୍ରାମର ସୁକାନ୍ତ ମଲିକ … Read More