କେନ୍ଦୁଲିଫ ଡିଭିଜନ ଡିଏଫଓଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ, ୭ ଟି ସ୍ଥାନରେ ଯାଞ୍ଚ କରୁଛି ଭିଜିଲାନ୍ସ, ମିଳିଲାଣି ୧୧୫ଟି ପ୍ଲଟ

Spread the love

Spread the loveକେନ୍ଦୁଝର : କେନ୍ଦୁଝର କେନ୍ଦୁଲିଫ ଡିଭିଜନ ଡିଏଫଓଙ୍କ ଚାଲିଛି ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ । ଡିଏଫଓ ନିତ୍ୟାନନ୍ଦ ନାୟକଙ୍କର ୭ ଟି ସ୍ଥାନରେ ଯାଞ୍ଚ କରୁଛି ଭିଜିଲାନ୍ସ।ସି ଚଢ଼ାଉରେ ଭିଜିଲାନ୍ସର ୩ ଡ଼ିଏସପି, ୧୦ ଇନିସ୍ପେକ୍ଟର ଓ ଅନ୍ୟ … Read More

ୱେବ ସାମ୍ବାଦିକଙ୍କୁ ହତ୍ୟା ଘଟଣାରେ ହାଇଦ୍ରାବାଦରୁ ୨ ବନ୍ଧାହେଲେ

Spread the love

Spread the loveମାଲକାନଗିରି: ମୋଟୁ ଥାନା ଅନ୍ତର୍ଗତ ମୁରଲିଗୁଡ଼ା ନିକଟରେ ଜୁଲାଇ ୧୨ ତାରିଖରେ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ସାମ୍ବାଦିକ ଚ. ନରେଶଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ମାଲକାନଗିରି ପୋଲିସର ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ଦୁଇ ଯୁବକଙ୍କୁ ଗିରଫ … Read More

୨୦୩୬ ସୁଦ୍ଧା ଦୁଗ୍ଧ ଉତ୍ପାଦନ ଦ୍ୱିଗୁଣିତ କରିବାକୁ ସଙ୍କଳ୍ପ, ଏନଡିଡିବି ଏବଂ ଓମଫେଡ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

Spread the love

Spread the loveଭୁବନେଶ୍ୱର: ଓମଫେଡ୍ ଡେରୀ ପ୍ଲାଣ୍ଟର କର୍ମଚାରୀ ମାନଙ୍କ ପାଇଁ ୬୨ଟି କ୍ୱାର୍ଟର, ମିଲ୍କ ପାଉଡର ପ୍ୟାକିଙ୍ଗ ମେସିନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଆଜି କଟକ ଠାରେ ନ୍ୟାସନାଲ ଡେରୀ ଡେଭଲପମେଣ୍ଟ … Read More

ଏମ୍‌ସ ରେ ଚିକିତ୍ସାଧୀନ ବଳଙ୍ଗା ନାବାଳିକା ପୀଡିତାଙ୍କ ବୟାନ ରେକର୍ଡ

Spread the love

Spread the loveଭୁବନେଶ୍ବର: ଦୁର୍ବୃତ୍ତଙ୍କ ଦ୍ବାରା ଦେହରେ ନିଆଁ ଲାଗିଲା ପରେ ଏମ୍‌ସ ଭୁବନେଶ୍ବରରେ ଚିକିତ୍ସାଧୀନ ନାବାଳିକାର ବୟାନ ରେକର୍ଡ କରାଯାଇଛି। ପୁରୀଜିଲ୍ଲା ବଳଙ୍ଗା ଟିମ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ନାବାଳିକା ବୟାନ ଦେଇଛନ୍ତି। ୧୮୦ବିଏନ୍‌ଏସ୍‌ଏସ୍‌ରେ ବୟାନ ରେକର୍ଡ କରାଯାଇଥିବା ଜଣାଯାଇଛି। ଏହା … Read More

ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା, ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ

Spread the love

Spread the loveଭୁବନେଶ୍ବର: ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟରେ ଦୁଇଟି ସମ୍ବେଦନଶୀଳ ଘଟଣା ଘଟିଲା ପରେ ରାଜ୍ୟ ସରକାର ସତର୍କ ହୋଇଛନ୍ତି। ମହିଳା ଓ ଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦେବା ପାଇଁ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ରାଜ୍ୟ ସରକାର … Read More

ବଳଙ୍ଗା ନାବାଳିକାକୁ ନିଆଁ ଲଗାଇବା ମାମଲା: ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ପୀଡ଼ିତାଙ୍କ ମା’

Spread the love

Spread the loveଭୁବନେଶ୍ବର: ପୁରୀଜିଲ୍ଲା ବଳଙ୍ଗା ଅଞ୍ଚଳରେ ନାବାଳିକାଙ୍କ ଦେହରେ ନିଆଁ ଲଗାଇବା ମାମଲାରେ ପୀଡିତାଙ୍କ ମା’ ମୁହଁ ଖୋଲିଛନ୍ତି। ଆଜି ଅପରାହ୍‌ଣରେ ପୀଡ଼ିତାଙ୍କ ମା’ ବଳଙ୍ଗା ଥାନାରେ ଏତଲା ଦେଇଛନ୍ତି। ପୀଡ଼ିତାଙ୍କ ମା’ଙ୍କ ଏତଲା କ୍ରମେ ପୁଲିସ ମାମଲା ରୁଜୁ … Read More

ଆସୁଛି ବଡ଼ ବର୍ଷା, ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Spread the love

Spread the loveଭୁବନେଶ୍ୱର :  ପୁଣି ଭିଜିବ ଓଡିଶା। ଆସୁଛି ବଡ଼ ବର୍ଷା ।  ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ ।  ଆସନ୍ତା ୨୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ … Read More

ଏଫଏମ ଛାତ୍ରୀ ମୃତ୍ୟୁ ମାମଲା: ତରବରିଆ ଭାବେ ପ୍ରସ୍ତୁତ ହୋଇଥିଲା ଆଇସିସି ରିପୋର୍ଟ

Spread the love

Spread the loveବାଲେଶ୍ବର: ଫୋକିର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଆଇସିସି ରିପୋର୍ଟ ସତ। ରିପୋର୍ଟରେ ବିସ୍ଫୋରକ ବୟାନ ଦେଇଛନ୍ତି ଆଇସିସି ସଦସ୍ୟ। ସମୟ ସ୍ବଳ୍ପତା ଭିତରେ ତରବରିଆ ଭାବେ ପ୍ରସ୍ତୁତ ହୋଇତିଲା ICC ରିପୋର୍ଟ। ଯେଉଁମାନେ … Read More

ପରଲୋକରେ ତେଲୁଗୁ ଅଭିନେତା ଭେଙ୍କଟ ରାଜ

Spread the love

Spread the loveନୂଆଦିଲ୍ଲୀ: ଆଉ ନାହାନ୍ତି ତେଲୁଗୁ ଅଭିନେତା ଭେଙ୍କଟ ରାଜ। ୫୩ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ  ଅଭିନେତା ଭେଙ୍କଟ ରାଜଙ୍କ ପରଲୋକ ହୋଇଛି। ତାଙ୍କୁ ସ୍ନେହରେ ପ୍ରଶଂସକ ଏବଂ ପରିଚିତ ଲୋକମାନେ ଫିଶ୍ ଭେଙ୍କଟ ମଧ୍ଯ ଡାକୁଥିଲେ। ଦୀର୍ଘ ଦିନ … Read More

ବଳଙ୍ଗା ଘଟଣାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି: ଧର୍ମେନ୍ଦ୍ର

Spread the love

Spread the loveଭୁବନେଶ୍ବର: ପୁରୀଜିଲ୍ଲା ବଳଙ୍ଗା ଅଞ୍ଚଳରେ ଆଜି ପୂର୍ବାହ୍‌ଣରେ ଘଟିଥିବା ଘଟଣା ନେଇ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି। ଏନେଇ ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ କ୍ଷୋଭ ପ୍ରକାଶ କରିବା ସହିତ ଲେଖିଛନ୍ତି, ଏହି … Read More