‘ତୁମେ ଏହି ଚୌକିରେ ବସିବାକୁ ଯୋଗ୍ୟ ନୁହଁ’ : ସୁପ୍ରିମ୍କୋର୍ଟରେ ହାଇଡ୍ରାମା, ପ୍ରଧାନ ବିଚାରପତିଙ୍କୁ ଓକିଲଙ୍କ ବ୍ୟକ୍ତିଗତ ଆକ୍ଷେପ
ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟର କୋର୍ଟ ରୁମ୍ ନମ୍ବର ୧ରେ ସୋମବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ସମ୍ମୁଖରେ ଜଣେ ଓକିଲ ନିଜ ଆବେଦନର ଶୁଣାଣିରେ ବିଳମ୍ବକୁ ନେଇ ଉତ୍କ୍ଷିପ୍ତ ହୋଇପଡ଼ିଥିଲେ। ଏପରିକି ସେ ପ୍ରଧାନ ବିଚାରପତିଙ୍କୁ … Read More
