ଡାକ୍ତରଖାନାର ଚତୁର୍ଥ ମହଲାରୁ ପଡ଼ି ରୋଗୀ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚାରି ମହଲାରୁ ଖସିପଡିବାରୁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଗାନ୍ଧିମନ୍ଦିର ରୋଡ୍ ସ୍ଥିତ ୩୫ ବର୍ଷୀୟ ମନୋଜ ଦେହୁରୀ । ମନୋଜ ଖସି ପଡ଼ିଥିଲେ … Read More