ହ୍ବାଟସ୍‌ଆପ୍‌ରେ ମିଳିବ ବିଲ୍‌ ପଇଠ ସୁବିଧା !

ନୂଆଦିଲ୍ଲୀ: ଏଣିକି ହ୍ବାଟସ୍‌ଆପ୍‌ରେ କେବଳ ମେସେଜ୍‌ ଓ କଲ୍‌ ନୁହେଁ, ବିଭିନ୍ନ ଆର୍ଥିକ ଓ ଦୈନନ୍ଦିନ ସେବା ମଧ୍ୟ ମିଳିପାରିବ। ବିଦ୍ୟୁତ୍‌ ବିଲ୍‌ ପଇଠ, ଋଣ ସମ୍ପର୍କିତ ସେବା, ବିଦେଶ ଯାତ୍ରା ସମୟରେ ମୋବାଇଲ୍‌ ସଂଯୋଗ ଭଳି ସୁବିଧାକୁ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ … Read More

ଏୟାର ଇଣ୍ଡିଆ ବିମାନକୁ ଅପହରଣ ଧମକ

କୋଲକାତା: ମୁମ୍ବାଇ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଅପହରଣ ଧମକ। କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦର ହଇଚଇ। ବିମାନର ଟଏଲଟରେ ଅପହରଣ ଧମକ ସମ୍ପର୍କିତ ଏକ ଲେଖାଯାଇଥିବା ଦେଖିବାକୁ ମିଳିଥିଲା। ରିପୋର୍ଟ ଅନୁଯାୟୀ, ବିମାନଟି … Read More

ସାନ ଭଉଣୀକୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ୩ ଭାଇ

ନୂଆଦିଲ୍ଲୀ: ରାଜସ୍ଥାନ ବିକାନେର ଜିଲା ଛତରଗଡ ଅଞ୍ଚଳରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଯାଉଥିବା ସାନ ଭଉଣୀକୁ ଉଦ୍ଧାର କରିବାକୁ ଯାଇ ୩ ବଡ଼ଭାଇ ସଲୀଳ ସମାଧି ନେଇଛନ୍ତି । ଭାଇ ଭଉଣୀଙ୍କୁ ମିଶାଇ ଗୋଟିଏ … Read More

ଡିସେମ୍ବରରୁ ମହଙ୍ଗା ହେବ ଅଣ୍ଡା ଓ କୁକୁଡ଼ା ମାଂସ !

ନୂଆଦିଲ୍ଲୀ :ଦରଦାମ୍ ବୃଦ୍ଧିରେ ଅତିଷ୍ଠ ସାଧାରଣ ଗ୍ରାହକଙ୍କୁ ଲାଗିପାରେ ଆଉ ଏକ ଝଟକା। ଡିସେମ୍ବରରୁ ଅଣ୍ଡା ଓ କୁକୁଡ଼ା ମାଂସର ଦର ୨୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଆକଳନ କରାଯାଉଛି। କୁକୁଡ଼ା ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ମକା ଓ … Read More

ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅସୁସ୍ଥ, AIIMSରେ ଭର୍ତ୍ତି

ନୂଆଦିଲ୍ଲୀ : ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି । ବୁଧବାର ସକାଳେ ଅସୁସ୍ଥ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ AIIMS ରେ ଭର୍ତ୍ତି କରାଯାଇଛି । ସକାଳେ ମର୍ଣ୍ଣିଂ ୱାକରେ ବାହାରିଥିବା ସମୟରେ ସେ ହଠାତ୍ ଅଚେତ ହୋଇ ତଳେ … Read More

ଜମ୍ମୁ କଶ୍ମୀରରେ ଯବାନଙ୍କ ଉପରେ ଗୁଳିମାଡ଼, ୩ ଆହତ

ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ । ଏଥିରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF)ର ୩ଜଣ ଯବାନ ଆହତ ହୋଇଛନ୍ତି । ଏକ ଚେକପୋଷ୍ଟରେ ଡ୍ୟୁଟିରେ ଥିବା ସମୟରେ ବାଇକରେ ଆସି ଅଜଣା ଆକ୍ରମଣକାରୀମାନେ ଯବାନଙ୍କ … Read More

ପୁଣି ଡରାଇଲାଣି କରୋନା, ଏକାଧିକ ଦେଶରେ ନୂଆ ଭାରିଆଣ୍ଟ PJ.2.1 ଚିହ୍ନଟ

ନୂଆଦିଲ୍ଲୀ: ପୁଣି କଡ଼ ଲେଉଟାଇଲା କରୋନାର ନୂଆ ଭାରିଆଣ୍ଟ । କରୋନାର ନୂଆ ଭାରିଆଣ୍ଟ PJ.2.1 ଏକାଧିକ ଦେଶରେ ଚିହ୍ନଟ ହେବା ପରେ ବଢିଲା ଚର୍ଚ୍ଚା । ରିପୋର୍ଟ ଅନୁସାରେ, ମେ’ ୨୦୨୬ରେ କାନାଡାର ଅଣ୍ଟାରିଓରେ ଏହା ପ୍ରଥମେ ଚିହ୍ନଟ ହୋଇଥିଲା । … Read More

ବନ୍ଦ ହେଲା ବାବା କେଦାରନାଥଙ୍କ କପାଟ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ବିଶ୍ବ ପ୍ରସିଦ୍ଧ କେଦାରନାଥ ଧାମ ଯାତ୍ରା ଶେଷ ହୋଇଛି ।  ଶୀତ ପାଇଁ ବାବା କେଦାରନାଥଙ୍କ କପାଟ ବନ୍ଦ କରାଯାଇଛି । ଫଳରେ ମନ୍ଦିରରେ ଭକ୍ତଙ୍କ ଦର୍ଶନ ମଧ୍ୟ ବନ୍ଦ ହୋଇଯାଇଛି ଏବଂ ବାବା କେଦାରନାଥଙ୍କ ସ୍ୱୟଂପ୍ରକାଶିତ ଶିବଲିଙ୍ଗକୁ ବୁଡ଼ାଇବା … Read More

ଐତିହାସିକ ବାଲିଯାତ୍ରା ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ: ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୨୪ ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି କଟକରେ ପହଞ୍ଚି  ବାଲିଯାତ୍ରା ମହୋତ୍ସବର ଆନୁଷ୍ଠାନିକ ଉଦ୍‌ଘାଟନ କରିବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମ୍ପର୍କରେ କଟକ … Read More

ଅନୁଗୋଳରେ ‘ସୂର୍ଯ୍ୟବନ’ ଇକୋ-ରିସର୍ଟର ଭିତ୍ତିପ୍ରସ୍ତର ସ୍ଥାପନ

ସମ୍ବଲପୁର: ଅନୁଗୋଳ ମାଟି କେବଳ ଶିଳ୍ପ, କୋଇଲା କିମ୍ବା ଖଣିଜ ପଦାର୍ଥର ଜିଲ୍ଲା ନୁହେଁ, ବରଂ ଏହା ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ, ସଂସ୍କୃତି ଏବଂ ସ୍ୱାଭିମାନର ଭୂମି । ଏହି ମାଟିରେ ପର୍ଯ୍ୟଟନର ବିକାଶ ଦିଗରେ ଏକ ନୂତନ ଅଧ୍ୟାୟ ଯୋଡ଼ିହେବା … Read More