IIT ଖଡ଼ଗପୁରରେ ଆରମ୍ଭ ହେବ ମେଡିକାଲ୍ ପିଜି ପାଠ୍ୟକ୍ରମ

ଖଡ଼ଗପୁର: ଏଣିକି କେବଳ ଇଞ୍ଜିନିୟରିଂ କିମ୍ବା ବୈଷୟିକ ଶିକ୍ଷା ନୁହେଁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(IIT) ଖଡ଼ଗପୁର ପଢାଇବ ଡାକ୍ତରୀ ପାଠ। IIT ଖଡ଼ଗପୁରର ମେଡିକାଲ୍ ପୋଷ୍ଟ ଗ୍ରାଜୁଏସନ(PG) ପ୍ରୋଗ୍ରାମକୁ ମଞ୍ଜୁରୀ ଦେଇଛି ନ୍ୟାସନାଲ ମେଡିକାଲ୍ କମିଶନ(MNC)। ଏହା ସହ IIT ଖଡ଼ଗପୁର … Read More

ରସଗୋଲା କହି ବୋମା ଖୁଆଇ ଦେଲା ବନ୍ଧୁ, ବିସ୍ଫୋରଣରେ ଚାଲିଗଲା ଜୀବନ

ଭୋପାଳ: ମଧ୍ୟପ୍ରଦେଶର ଡିଣ୍ଡୋରୀ ଅଂଚଳର ପଡ଼ରିଆ ଛାଣ୍ଟା ଗାଁରେ ଗତ ମଙ୍ଗଳବାର ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଏଠାକାର ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କର ଜଣେ ବନ୍ଧୁ ରସଗୋଲା କହି ଏକ ବାରୁଦ ବୋମା ଖାଇବାକୁ ଦେବାରୁ ବିସ୍ଫୋରଣରେ … Read More

କେଜ୍ରିୱାଲ ଓ ତାଙ୍କ ଝିଅଙ୍କୁ ହତ୍ୟା ଧମକ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ନାଁରେ ୭ କୋଟି ଟଙ୍କା ଦାବି

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ଧମକ । କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ନାଁରେ ଧମକ ଦିଆଯିବା ସହ ୭ କୋଟି ଟଙ୍କା ଦାବି କରାଯାଇଛି । … Read More

ପାରସ୍ୟ ଉପସାଗରରେ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ, ୪ ନାବିକ ଆହତ

ଇରାନ: ପାରସ୍ୟ ଉପସାଗରରେ ପୁଣି ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି । ଦୁବାଇ ଅଭିମୁଖେ ଯାଉଥିବା ଲାଇବେରିଆ ପତାକାଯୁକ୍ତ ଏକ ତୈଳ ଟ୍ୟାଙ୍କର ଉପରେ ପ୍ରକ୍ଷେପଣ ମାଡ଼ ହୋଇଛି । ଏହି ଆକ୍ରମଣରେ ଜଣେ ଭାରତୀୟ ନାବିକଙ୍କ ସମେତ … Read More

ଖାଇକୁ ଖସିଲା ଯାତ୍ରୀବାହୀ ବସ୍, ଡ୍ରାଇଭର ସମେତ ୧୦ ମୃତ, ୫ ଆହତ

ନେପାଳ: ନେପାଳର ମକୱାନପୁର ଜିଲ୍ଲାରେ ଆଜି ସକାଳେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ୫ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାକୁ ପ୍ରେସ୍ ବିଜ୍ଞପ୍ତି ଜାରି କରି ଆନୁଷ୍ଠାନିକ … Read More

ଜମ୍ମୁ-କଶ୍ମୀର କିସ୍ତୱାଡାରେ ନିଖୋଜ ଦୁଇ ପୋଲିସ ଅଧିକାରୀଙ୍କ ମୃତଦେହ ଉଦ୍ଧାର

ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀର କିସ୍ତୱାଡାରେ ଚାଞ୍ଚଲ୍ୟ । ଜଙ୍ଗଲରୁ ମିଳିଲା ଦୁଇ ପୋଲିସ ଅଧିକାରୀଙ୍କ ମୃତଦେହ । ପୋଲିସ ଅଧିକାରୀଙ୍କ ସର୍ଭିସ ବନ୍ଧୁକ ନିଖୋଜ ଥିବା ଜଣାପଡିଛି । ଜମ୍ମୁ-କଶ୍ମୀରର କିସ୍ତୱାଡ଼ ଜଙ୍ଗଲରୁ ନିଖୋଜ ଦୁଇ SPOଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର … Read More

ପାକିସ୍ତାନୀ ପୋଲିସ୍ ଫୋର୍ସ ଉପରେ ଆତଙ୍କୀ ଆକ୍ରମଣ, ୧୧ ମୃତ

ପାକିସ୍ତାନ: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର କୋହାଟ ଅଞ୍ଚଳରେ ପୋଲିସ ଟିମ୍ ଉପରେ ଆତଙ୍କବାଦୀ ଭୟଙ୍କର ଆକ୍ରମଣ କରିଛନ୍ତି । ବେଆଇନ ସୁନା ଖଣି ବିରୋଧରେ ଚାଲିଥିବା ଅଭିଯାନ ଶେଷ କରି ଫେରୁଥିବା ପୋଲିସ ଟିମ୍‌କୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ଏହି … Read More

ଭୂକମ୍ପରେ ଥରିଲା ନେପାଳ, ତୀବ୍ରତା ୪.୯

ନେପାଳ: ଲଗାତାର ଭାବେ ସାରା ବିଶ୍ବରେ ଭୂକମ୍ପ ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ପୁଣି ନେପାଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୪.୯ ଥିବା ସୂଚନା ମିଳିଛି । ଯାହା ଲୋକଙ୍କ ମଧ୍ୟରେ ଆତଙ୍କ … Read More

ନୌସେନାକୁ ମିଳିବ ୩,୩୦୦ରୁ ଅଧିକ ଅଗ୍ନିବୀର, ଆସନ୍ତାକାଲି ଆଇଏନଏସ୍ ଚିଲକାରେ ପାସିଂ ଆଉଟ୍ ପରେଡ୍

ନୂଆଦିଲ୍ଲୀ: ଆଇଏନଏସ୍ ଚିଲିକା (INS Chilka) ଠାରେ ଆସନ୍ତା ନଭେମ୍ବର ୧୩ ତାରିଖରେ ଭାରତୀୟ ନୌସେନାର ୩,୩୦୦ରୁ ଅଧିକ ନୂଆ ଅଗ୍ନିବୀର ଏବଂ ଭାରତୀୟ ତଟରକ୍ଷୀ ବାହିନୀ (Indian Coast Guard) ନାବିକମାନଙ୍କର ପାସିଂ ଆଉଟ୍ ପରେଡ୍ ଅନୁଷ୍ଠିତ ହେବ। ଏଥିସହିତ … Read More

ବଢ଼ିଲା ବସ ଭଡ଼ା, ଜାରି ହେଲା ନୂଆ ବିଜ୍ଞପ୍ତି

ଭୁବନେଶ୍ୱର : ରାଜ୍ୟରେ ବସ୍ ଭଡ଼ା ନିର୍ଦ୍ଧାରଣ ନେଇ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି ସରକାର। ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ସାଧାରଣ ବସ୍‌ରେ କିଲୋମିଟର ପିଛା ସର୍ବାଧିକ ୧ ଟଙ୍କା ୧୮ ପଇସା ଭଡ଼ା ଧାର୍ଯ୍ୟ ହୋଇଥିବାବେଳେ ଏକ୍ସପ୍ରେସ୍ … Read More